ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକଙ୍କୁ କରିଦେଲେ ଖୁସି, ଜାଣନ୍ତୁ କେମିତି

ରିଲିଆନ୍ସ ଜିଓ ଦ୍ୱାରା ୟୁଜର୍ସଙ୍କଠାରୁ ଇନଟରକନେକ୍ଟ୍ ଚାର୍ଜ ନେବା ପାଇଁ ନିଷ୍ପତି ହେବା ପରେ ଆଇଡିଆ ଓ ଭୋଡାଫୋନ ଅନ୍ୟ ନେଟୱର୍କକୁ କଲ୍ କଲେ ୟୁଜର କୌଣସୀ ଟଙ୍କା ଗଣିବେ ନାହିଁ କହିଛନ୍ତି। ଭୋଡାଫୋନ-ଆଇଡିଆ ୟୁଜର କଲ କରିବା ସମୟରେ କେଉଁ ନେଟୱର୍କକୁ କଲ୍ କରୁଛନ୍ତି ତାହା ଦେଖିବା ଆବଶ୍ୟକତା ନାହିଁ ବୋଲି ଏହି କମ୍ପାନୀ କହିଛି। ଏଠାରେ କହିରଖୁଛୁ ଯେ ଗତକାଲି ଜିଓ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ ପିଛା ୬ ପଇସା କଟିବ
 
ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକଙ୍କୁ କରିଦେଲେ ଖୁସି, ଜାଣନ୍ତୁ କେମିତି

ରିଲିଆନ୍ସ ଜିଓ ଦ୍ୱାରା ୟୁଜର୍ସଙ୍କଠାରୁ ଇନଟରକନେକ୍ଟ୍ ଚାର୍ଜ ନେବା ପାଇଁ ନିଷ୍ପତି ହେବା ପରେ ଆଇଡିଆ ଓ ଭୋଡାଫୋନ ଅନ୍ୟ ନେଟୱର୍କକୁ କଲ୍ କଲେ ୟୁଜର କୌଣସୀ ଟଙ୍କା ଗଣିବେ ନାହିଁ କହିଛନ୍ତି। ଭୋଡାଫୋନ-ଆଇଡିଆ ୟୁଜର କଲ କରିବା ସମୟରେ କେଉଁ ନେଟୱର୍କକୁ କଲ୍ କରୁଛନ୍ତି ତାହା ଦେଖିବା ଆବଶ୍ୟକତା ନାହିଁ ବୋଲି ଏହି କମ୍ପାନୀ କହିଛି। ଏଠାରେ କହିରଖୁଛୁ ଯେ ଗତକାଲି ଜିଓ ଅନ୍ୟ ନେଟୱର୍କକୁ କଲ କଲେ ମିନିଟ ପିଛା ୬ ପଇସା କଟିବ ବୋଲି କହିଥିଲା।

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକଙ୍କୁ କରିଦେଲେ ଖୁସି, ଜାଣନ୍ତୁ କେମିତି

ଭୋଡାଫୋନ୍-ଆଇଡିଆ କହିଛି ତାଙ୍କ ଗ୍ରାହକମାନେ ଅନ୍ୟ ନେଟଓ୍ୱର୍କକୁ କଲ୍ କଲେ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏମିତି ଉଦ୍ଦେଶ୍ୟ ତାଙ୍କର ନାହିଁ ବୋଲି କମ୍ପାନୀ ସ୍ପଷ୍ଟ କରିଛି। ତାଙ୍କର ଗ୍ରାହକ କାହାକୁ ଫୋନ୍ କରିବା ବେଳେ ନଭାବନ୍ତୁ ଯେ ସେ ଅନ୍ୟ ନେଟଓ୍ୱର୍କର ନମ୍ୱରକୁ ଫୋନ୍ କରୁଛନ୍ତି ବୋଲି। କମ୍ପାନୀ ସ୍ପଷ୍ଟ କରିଛି ଏହି ଆୟୁସି ଚାର୍ଜ ଗ୍ରାହକଙ୍କ ଉପରେ ନପଡ଼ିବା ଉଚିତ୍।

ଜିଓକୁ ଟକ୍କର ଦେବା ପାଇଁ ଭୋଡାଫୋନ୍-ଆଇଡିଆ ନିଜ ଗ୍ରାହକଙ୍କୁ କରିଦେଲେ ଖୁସି, ଜାଣନ୍ତୁ କେମିତି

କମ୍ପାନୀ ଆହୁରି କହିଛି ଯେ, ୬୦ ପ୍ରତିଶତରୁ ଅଧିକ କଷ୍ଟମର କମ ଖର୍ଚ୍ଚ କରୁଥିବା ତାଲିକାରେ ଆସୁଛନ୍ତି। କମ୍ପାନୀ ସେମାନଙ୍କ ଉପରେ ବୋଝ ଲଦିବାକୁ ଚାହୁଁନାହିଁ। ଏବେ ଭୋଡଫୋନ-ଆଇଡିଆର ୧୧୯ ଟଙ୍କାର ପ୍ଲାନରେ ୨୮ଦିନ ଭାଲିଡିଟି ସହ ଅନଲିମିଟେଡ୍ ଲୋକାଲ ଓ ଏସଟିଡି କଲିଂର ସୁବିଧା ଏବଂ ୧ ଜିବି ଡାଟା ମିଳୁଛି।