ମାଗଣା ଭଏସ କଲ କରି ପାରିବେ ନାହିଁ ଜିଓ ଗ୍ରାହକ ମାତ୍ର ତାପରେ ବି ଗ୍ରାହକମାନଙ୍କୁ ମିଳିବ ଏହି ବଡ ଲାଭ

ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ । ଇଣ୍ଟରକନେକ୍ସନ ୟୁସେଜ୍ ଚାର୍ଜେସ ବାବଦରେ କମ୍ପାନି ଟଙ୍କା ଆଦାୟ କରିବ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍କୁ ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା। ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି,
 
ମାଗଣା ଭଏସ କଲ କରି ପାରିବେ ନାହିଁ ଜିଓ ଗ୍ରାହକ ମାତ୍ର ତାପରେ ବି ଗ୍ରାହକମାନଙ୍କୁ ମିଳିବ ଏହି ବଡ ଲାଭ

ରିଲାଏନ୍ସ ଜିଓର ମାଗଣା ଭଏସ କଲ ଯୁଗ ଶେଷ । ଇଣ୍ଟରକନେକ୍ସନ ୟୁସେଜ୍‌ ଚାର୍ଜେସ ବାବଦରେ କମ୍ପାନି ଟଙ୍କା ଆଦାୟ କରିବ । ଏଣିକି ଜିଓରୁ ଅନ୍ୟ ନେଟଓ୍ୱାର୍କକୁ କଲ୍ କଲେ ଗଣିବାକୁ ପଡ଼ିବ ଟଙ୍କା। ଗ୍ରାହକଙ୍କୁ ମିନିଟ୍‌କୁ ୬ ପଇସା ହିସାବରେ ଦେବାକୁ ହେବ। ଅକ୍ଟୋବର ୧୦ ଅର୍ଥାତ୍‌ ଆସନ୍ତା କାଲିଠୁ ଜିଓର ନୂଆ ଦର ଲାଗୁ ନେଇ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସୂଚନା।

ମାଗଣା ଭଏସ କଲ କରି ପାରିବେ ନାହିଁ ଜିଓ ଗ୍ରାହକ ମାତ୍ର ତାପରେ ବି ଗ୍ରାହକମାନଙ୍କୁ ମିଳିବ ଏହି ବଡ ଲାଭ

ତେବେ ଜିଓ ପକ୍ଷରୁ କିଛି ନୂଆ ଅଫର ଘୋଷଣା କରାଯାଇଛି, ୧୦ ଟଙ୍କାରେ ଅନ୍ୟ ନେଟୱର୍କକୁ ୧୨୪ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ଗୋଟିଏ ଜିବି ଡାଟା ମିଳିବ। ସେହିପରି ୨୦ ଟଙ୍କାରେ ୨୪୯ ମିନିଟ୍ ପର୍ଯ୍ୟନ୍ତ କଲ ଓ ୨ ଜିବି ଡାଟା ମିଳିବ। ୫୦ ଟଙ୍କିଆ ରିଚାର୍ଜରେ ୬୫୬ ମିନିଟ୍‌ ପର୍ଯ୍ୟନ୍ତ କଲ ଓ ୫ ଜିବି ଡାଟା ଓ ୧୦୦ ଟଙ୍କିଆ ରିଚାର୍ଜରେ ୧୩୬୨ ମିନିଟ୍ ପର୍ଯ୍ୟନ୍ତ ଅଲଗା ନେଟୱର୍କକୁ କଲ ଓ ୧୦ ଜିବି ଡାଟା ମିଳିବ।

ମାଗଣା ଭଏସ କଲ କରି ପାରିବେ ନାହିଁ ଜିଓ ଗ୍ରାହକ ମାତ୍ର ତାପରେ ବି ଗ୍ରାହକମାନଙ୍କୁ ମିଳିବ ଏହି ବଡ ଲାଭ

ଅନ୍ୟପକ୍ଷରେ ପୋଷ୍ଟପେଡ ଗ୍ରାହକମାନେ ମିନିଟ ପିଛା ୬ ପଇସା ପ୍ରଦାନ କରିବେ । ଜିଓ ପରେ ଅନ୍ୟ ଅପରେଟରମାନେ ମଧ୍ୟ ସମାନ ବ୍ୟବସ୍ଥା ଆରମ୍ଭ କରିବାର ସମ୍ଭାବନା ରହିଛି ।

ମାଗଣା ଭଏସ କଲ କରି ପାରିବେ ନାହିଁ ଜିଓ ଗ୍ରାହକ ମାତ୍ର ତାପରେ ବି ଗ୍ରାହକମାନଙ୍କୁ ମିଳିବ ଏହି ବଡ ଲାଭ

ଟ୍ରାଇର ନୂଆ ନିୟମ ଯୋଗୁଁ ଜିଓର ୧୩, ୫୦୦ କୋଟି କ୍ଷତି ହୋଇଛି। ଏଣୁ ଇଣ୍ଟରକନେକ୍ସନ୍ ୟୁସେଜ୍ ଚାର୍ଜ(IUC)କୁ କୋଟି କୋଟି ଟଙ୍କା ଗଣୁଛି ଜିଓ। ତେବେ ଜିଓରୁ ଜିଓ ନେଟଓ୍ୱାର୍କକୁ ଫୋନ୍ କଲେ ପଡ଼ିବନି ଅତିରିକ୍ତ ଚାର୍ଜ।