ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

ଆଜିକାଲି ସିନେମା ଜଗତ ରେ ସଫଳତା ର ଶୀର୍ଷ ରେ ପହଁନ୍ଚିଛି ଏକ ଭିନ୍ନ ରୂପ ରେ। ଏମିତି କିଛି ଅଭିନୟ ରେ ଖରାପ ଦେଖାଯିବା ପାଇଁ ନେବାକୁ ପଡିଥିଲେ ମଧ୍ଯ ଅଭିନେତ୍ରୀ ମାନେ ପଛକୁ ହଟି ନାହାଁନ୍ତି। କିନ୍ତୁ ପ୍ରକୃତ ସୁନ୍ଦରତା କଣ ଲୁଚି ରହିପାରେ। ଆସନ୍ତୁ ଜାଣିବା ସେମିତି ଅଭିନେତ୍ରୀ ଙ୍କ ବିଷୟ ରେ। ୪-ସାମଂଥା ଆକ୍କିନେନୀ ସୁପରଷ୍ଟାର ରାମ ଚରଣ ସହ ଫିଲ୍ମ ରଂଗସ୍ଥଳ ରେ ଗାଁ ର ଝିଅ ଦେଖା ଯିବା
 
ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

ଆଜିକାଲି ସିନେମା ଜଗତ ରେ ସଫଳତା ର ଶୀର୍ଷ ରେ ପହଁନ୍ଚିଛି ଏକ ଭିନ୍ନ ରୂପ ରେ। ଏମିତି କିଛି ଅଭିନୟ ରେ ଖରାପ ଦେଖାଯିବା ପାଇଁ ନେବାକୁ ପଡିଥିଲେ ମଧ୍ଯ ଅଭିନେତ୍ରୀ ମାନେ ପଛକୁ ହଟି ନାହାଁନ୍ତି। କିନ୍ତୁ ପ୍ରକୃତ ସୁନ୍ଦରତା କଣ ଲୁଚି ରହିପାରେ। ଆସନ୍ତୁ ଜାଣିବା ସେମିତି ଅଭିନେତ୍ରୀ ଙ୍କ ବିଷୟ ରେ।

ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

୪-ସାମଂଥା ଆକ୍କିନେନୀ ସୁପରଷ୍ଟାର ରାମ ଚରଣ ସହ ଫିଲ୍ମ ରଂଗସ୍ଥଳ ରେ ଗାଁ ର ଝିଅ ଦେଖା ଯିବା ପାଇଁ ମେକଅପ ନେଇଥିଲେ କିନ୍ତୁ ତାଙ୍କ ସୁନ୍ଦରତା କଣ ଲୁଚି ରହିଥିଲା।

ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

୩-ଅନୁଷ୍କା ସେଠି ବାହୁବଳୀ ଫିଲ୍ମ ରେ ଖରାପ ଦେଖାଯିବା ପାଇଁ ମେକଅପ ନେଇଥିଲେ।ଅନେକ ଆଶ୍ଚର୍ଯ୍ଯ ହୋଇଥିଲେ।

ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

୨-ନୟନତାରା ଯିଏ କି ୧୮ ନଭେମ୍ବର ଜନ୍ମ ହୋଇଥିଲେ। ସେ ୨୦୧୫ ରେ ଫିଲ୍ମ ମାସ ରେ ଖରାପ ଦେଖାଯିବା ପାଇଁ ମେକଅପ ନେଇଥିଲେ।

ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ଅସୁନ୍ଦର ଦେଖା ଯିବା ପାଇଁ କରିଥିଲେ ମେକ-ଅପ, ହେଲେ ମଧ୍ୟ ସୁନ୍ଦରତା ଲୁଚି ପାରିଲା ନାହିଁ

୧-ବହୁତ କମ ବୟସ ରେ ବୋଲିଉଡ ରେ ଶୀର୍ଷ ରେ ପହଁନ୍ଚି ଥିଲେ ସୁନ୍ଦରୀ ଆଲିଆ ଭଟ୍ଟ। ସେ ନିଜ ଫିଲ୍ମ ଉଡତା ପଞାବ ରେ ଗରିବ ଝିଅ ର ଅଭିନୟ କରିବା ପାଇଁ ମେକଅପ ବ୍ଯବହାର କରିଥିଲେ।