ଭାରତୀୟ ଟିମ କୁ ଲାଗିଲା ବଡ ଝଟକା, ଏହି ଷ୍ଟାର ଖେଳାଳି ହେଲେ ଟିମ ରୁ ବାହାର, ପଢନ୍ତୁ କଣ ଥିଲା ଘଟଣା

ଭାରତୀୟ ଟିମ ର ଷ୍ଟାର ହାର୍ଦ୍ଦିକ ପାଣ୍ଡ୍ଯ ଏବେ ଭାରତୀୟ କ୍ରିକେଟ ଟିମ ରୁ ଦୂର ରେ ଅଛନ୍ତି। ସେ ନିଜ ପିଠି ର ସର୍ଜରୀ ପାଇଁ ଲଣ୍ଡନ ଯାଇଛନ୍ତି। ସର୍ଜରୀ ସଫଳ ହୋଇଛି। କିନ୍ତୁ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଗୋଟିଏ ଖରାପ ଖବର ରହିଛି। ହାର୍ଦ୍ଦିକ ଙ୍କ ପିଠି ରେ ଅସୁବିଧା ଥିବାରୁ ତାଙ୍କ ର ସର୍ଜରୀ ହୋଇଛି। ତାଙ୍କୁ କଷ୍ଟ ରୁ ମୁକ୍ତି ମିଳିଛି। କିନ୍ତୁ ଦୁଃଖ ର ବିଷୟ ଏହା ଯେ
 
ଭାରତୀୟ ଟିମ କୁ ଲାଗିଲା ବଡ ଝଟକା, ଏହି ଷ୍ଟାର ଖେଳାଳି ହେଲେ ଟିମ ରୁ ବାହାର, ପଢନ୍ତୁ କଣ ଥିଲା ଘଟଣା

ଭାରତୀୟ ଟିମ ର ଷ୍ଟାର ହାର୍ଦ୍ଦିକ ପାଣ୍ଡ୍ଯ ଏବେ ଭାରତୀୟ କ୍ରିକେଟ ଟିମ ରୁ ଦୂର ରେ ଅଛନ୍ତି। ସେ ନିଜ ପିଠି ର ସର୍ଜରୀ ପାଇଁ ଲଣ୍ଡନ ଯାଇଛନ୍ତି। ସର୍ଜରୀ ସଫଳ ହୋଇଛି। କିନ୍ତୁ ତାଙ୍କ ପ୍ରଶଂସକ ମାନଙ୍କ ପାଇଁ ଗୋଟିଏ ଖରାପ ଖବର ରହିଛି।

ଭାରତୀୟ ଟିମ କୁ ଲାଗିଲା ବଡ ଝଟକା, ଏହି ଷ୍ଟାର ଖେଳାଳି ହେଲେ ଟିମ ରୁ ବାହାର, ପଢନ୍ତୁ କଣ ଥିଲା ଘଟଣା

ହାର୍ଦ୍ଦିକ ଙ୍କ ପିଠି ରେ ଅସୁବିଧା ଥିବାରୁ ତାଙ୍କ ର ସର୍ଜରୀ ହୋଇଛି। ତାଙ୍କୁ କଷ୍ଟ ରୁ ମୁକ୍ତି ମିଳିଛି। କିନ୍ତୁ ଦୁଃଖ ର ବିଷୟ ଏହା ଯେ ସେ ଏବେ କ୍ରିକେଟ ଜଗତ ରୁ ଦୂରେଇ ରହିବେ।

ଭାରତୀୟ ଟିମ କୁ ଲାଗିଲା ବଡ ଝଟକା, ଏହି ଷ୍ଟାର ଖେଳାଳି ହେଲେ ଟିମ ରୁ ବାହାର, ପଢନ୍ତୁ କଣ ଥିଲା ଘଟଣା

ଆପଣ ଜାଣିଥିବେ ଯେ ଗତବର୍ଷ ଏସିୟା କପ ରେ ପାକିସ୍ଥାନ ବିରୋଧ ରେ ଥିବା ମ୍ଯାଚ ରେ ହାର୍ଦ୍ଦିକ ଙ୍କୁ ପିଠି ର ଦରଜ ହୋଇଥିଲା। ଯାହା ପରେ ସେ ତଳେ ପଡିଯାଇଥିଲେ।

ଭାରତୀୟ ଟିମ କୁ ଲାଗିଲା ବଡ ଝଟକା, ଏହି ଷ୍ଟାର ଖେଳାଳି ହେଲେ ଟିମ ରୁ ବାହାର, ପଢନ୍ତୁ କଣ ଥିଲା ଘଟଣା

ବିଶ୍ଵ କପ ପରେ ସେ ୱେଷ୍ଟଡିଂଜ ସମୟ ରେ ଆରାମ କରୁଥିଲେ। ଏବେ ପିଠି ର ସର୍ଜରୀ ପରେ ହାର୍ଦ୍ଦିକ ପାଣ୍ଡ୍ଯା ବାଙ୍ଗାଲାଦେଶ ରେ ହେବାକୁ ଥିବା ଟି-୨୦ ସିରିଜ ରେ ସେ ଅଂଶ ଗ୍ରହଣ କରି ପାରିବେନି।