IAS ପ୍ରଶ୍ନ: ଯାହାର ଉତ୍ତର ୯୯% ଲୋକଙ୍କୁ ଜଣା ନଥିବ, କେବଳ ବୁଦ୍ଧିମାନ ବ୍ୟକ୍ତି ଦେଈ ପାରିବେ ଉତ୍ତର

ପ୍ରଶ୍ନ :- ଭାରତରେ କେଉଁ ବ୍ୟକ୍ତିର ଗାଡିର ଚାଲାଣ କଟାଯାଇପାରିବ ନାହିଁ ? ଉତ୍ତର :- ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗଭର୍ନର ଙ୍କର । ପ୍ରଶ୍ନ :- SONY କେଉଁ ଦେଶର କମ୍ପାନୀ ଅଟେ ? ଉତ୍ତର :- SONY ଜାପାନ ଦେଶର କମ୍ପାନୀ ଅଟେ, ଯାହାର ସ୍ଥାପନା 7 ମଇ 1946ରେ ହୋଇଥିଲା । ପ୍ରଶ୍ନ :- Paytm ର ଫୁଲ ଫର୍ମ କଣ ? ଉତ୍ତର :- Pay Through Mobile ।
 
IAS ପ୍ରଶ୍ନ: ଯାହାର ଉତ୍ତର ୯୯% ଲୋକଙ୍କୁ ଜଣା ନଥିବ, କେବଳ ବୁଦ୍ଧିମାନ ବ୍ୟକ୍ତି ଦେଈ ପାରିବେ ଉତ୍ତର

ପ୍ରଶ୍ନ :- ଭାରତରେ କେଉଁ ବ୍ୟକ୍ତିର ଗାଡିର ଚାଲାଣ କଟାଯାଇପାରିବ ନାହିଁ ?

ଉତ୍ତର :- ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗଭର୍ନର ଙ୍କର ।

IAS ପ୍ରଶ୍ନ: ଯାହାର ଉତ୍ତର ୯୯% ଲୋକଙ୍କୁ ଜଣା ନଥିବ, କେବଳ ବୁଦ୍ଧିମାନ ବ୍ୟକ୍ତି ଦେଈ ପାରିବେ ଉତ୍ତର

ପ୍ରଶ୍ନ :- SONY କେଉଁ ଦେଶର କମ୍ପାନୀ ଅଟେ ?

ଉତ୍ତର :- SONY ଜାପାନ ଦେଶର କମ୍ପାନୀ ଅଟେ, ଯାହାର ସ୍ଥାପନା 7 ମଇ 1946ରେ ହୋଇଥିଲା ।

ପ୍ରଶ୍ନ :- Paytm ର ଫୁଲ ଫର୍ମ କଣ ?

ଉତ୍ତର :- Pay Through Mobile ।

IAS ପ୍ରଶ୍ନ: ଯାହାର ଉତ୍ତର ୯୯% ଲୋକଙ୍କୁ ଜଣା ନଥିବ, କେବଳ ବୁଦ୍ଧିମାନ ବ୍ୟକ୍ତି ଦେଈ ପାରିବେ ଉତ୍ତର

ପ୍ରଶ୍ନ :- ବିଶ୍ୱ ର ଦ୍ୱିତୀୟ ସବୁଠୁ ବଡ ମହାଦ୍ଵୀପ ର ନାମ କଣ ?

ଉତ୍ତର :- ଆଫ୍ରିକା

ପ୍ରଶ୍ନ :- ସେଲ୍ଫି ନେବା ସମୟରେ ବ୍ୟକ୍ତି 2ଟି ଆଙ୍ଗୁଠି କାହିଁକି ଦେଖାନ୍ତି ?

ଉତ୍ତର :- କାହିଁକିନା 2ଟି ଆଙ୍ଗୁଠିର ଆକାର V ହୋଇଥାଏ ଓ V ର ଅର୍ଥ ଵିକଟ୍ରୀ ହୋଇଥାଏ ।

IAS ପ୍ରଶ୍ନ: ଯାହାର ଉତ୍ତର ୯୯% ଲୋକଙ୍କୁ ଜଣା ନଥିବ, କେବଳ ବୁଦ୍ଧିମାନ ବ୍ୟକ୍ତି ଦେଈ ପାରିବେ ଉତ୍ତର

ପ୍ରଶ୍ନ :- ରାଇତା କୁ ଇଂଗ୍ରାଜୀ ରେ କଣ କୁହାଯାଏ ?

ଉତ୍ତର :- ରାଇତା କୁ ଇଂଗ୍ରାଜୀ ରେ Mixed Curd ଅଥବା Dip କୁହାଯାଏ ।

ପ୍ରଶ୍ନ :- ସାଇକଲ କୁ ହିନ୍ଦୀ ରେ କଣ କୁହାଯାଏ ?

ଉତ୍ତର :- ଦ୍ବିଚକ୍ରବାହିନୀ ।