ହଲିଉଡ଼ ର ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପରି ଦେଖାଯିବା ପାଇଁ ୪୦ ଥର କଲେ ପ୍ଲାଷ୍ଟିକ ସର୍ଜରୀ ମାତ୍ର ହେଲା ଏମିତି ଅବସ୍ଥା

ହଲିଉଡ ର ଜଣାଶୁଣା ସୁନ୍ଦରୀ ନାୟିକା ଏଂଜେଲିନା ଜୋଲି ଙ୍କ ସୁନ୍ଦରତା ର ଦିୱାନା ବହୁତ। ଅନେକ ତାଙ୍କ ଭଳି ଦେଖାଯିବା ପାଇଁ ଅନେକ ସର୍ଜରୀ କରୁଛନ୍ତି। ବର୍ତ୍ତମାନ ଏକ ଫ୍ଯାନ ଙ୍କୁ ହିଂସା ଭଳି ଭୁଲ ଉପାୟ ରେ ଯୁବକ ମାନଙ୍କୁ ଭ୍ରଷ୍ଟାଚାର ପାଇଁ ପ୍ରେରିତ କରିବା ଦୋଷ ରେ ଗିରଫ କରାଯାଇଛି। ଇରାନ ର ବାସିନ୍ଦା ୨୨ ବର୍ଷିୟା ସହର ତାବର ଏଂଜୋଲିନା ଜୋଲି ର ଏତେ ବଡ ପ୍ରଶଂସକ ଯେ ସେ ୪୦
 
ହଲିଉଡ଼ ର ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପରି ଦେଖାଯିବା ପାଇଁ ୪୦ ଥର କଲେ ପ୍ଲାଷ୍ଟିକ ସର୍ଜରୀ ମାତ୍ର ହେଲା ଏମିତି ଅବସ୍ଥା

ହଲିଉଡ ର ଜଣାଶୁଣା ସୁନ୍ଦରୀ ନାୟିକା ଏଂଜେଲିନା ଜୋଲି ଙ୍କ ସୁନ୍ଦରତା ର ଦିୱାନା ବହୁତ। ଅନେକ ତାଙ୍କ ଭଳି ଦେଖାଯିବା ପାଇଁ ଅନେକ ସର୍ଜରୀ କରୁଛନ୍ତି।

ହଲିଉଡ଼ ର ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପରି ଦେଖାଯିବା ପାଇଁ ୪୦ ଥର କଲେ ପ୍ଲାଷ୍ଟିକ ସର୍ଜରୀ ମାତ୍ର ହେଲା ଏମିତି ଅବସ୍ଥା

ବର୍ତ୍ତମାନ ଏକ ଫ୍ଯାନ ଙ୍କୁ ହିଂସା ଭଳି ଭୁଲ ଉପାୟ ରେ ଯୁବକ ମାନଙ୍କୁ ଭ୍ରଷ୍ଟାଚାର ପାଇଁ ପ୍ରେରିତ କରିବା ଦୋଷ ରେ ଗିରଫ କରାଯାଇଛି।

ହଲିଉଡ଼ ର ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପରି ଦେଖାଯିବା ପାଇଁ ୪୦ ଥର କଲେ ପ୍ଲାଷ୍ଟିକ ସର୍ଜରୀ ମାତ୍ର ହେଲା ଏମିତି ଅବସ୍ଥା

ଇରାନ ର ବାସିନ୍ଦା ୨୨ ବର୍ଷିୟା ସହର ତାବର ଏଂଜୋଲିନା ଜୋଲି ର ଏତେ ବଡ ପ୍ରଶଂସକ ଯେ ସେ ୪୦ ଥର ପ୍ଲାଷ୍ଟିକ ସର୍ଜରୀ କରେଇଥିଲେ। ଯାହାକି ତାଙ୍କ ଚେହାର କୁ ପୁରା ଖରାପ କରିଦେଲା।

ହଲିଉଡ଼ ର ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ପରି ଦେଖାଯିବା ପାଇଁ ୪୦ ଥର କଲେ ପ୍ଲାଷ୍ଟିକ ସର୍ଜରୀ ମାତ୍ର ହେଲା ଏମିତି ଅବସ୍ଥା

ଏହା ପରେ ତାଙ୍କ ଚେହେରା ପୁରା ଭୟଙ୍କର ହୋଇଗଲା। ସେଥିପାଇଁ ଏହି ମହିଳା ଙ୍କୁ ଗିରଫ କରାଗଲା।