ସ୍ତ୍ରୀକୁ ଦିଅର ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଯାହା କଲା ତାକୁ ଦେଖି ସମସ୍ତଙ୍କ ଉଡିଗଲା ହୋସ୍

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ। ନିଜ ସ୍ତ୍ରୀକୁ ସାଇ ଭାଇ ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଉଭୟଙ୍କୁ ହତ୍ୟା କରିଛି ଯାହା ସେହି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ହତ୍ୟା ପରେ ଦୋଷୀ ପୁଲିସ୍ ଆଗରେ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ରିପୋର୍ଟ ଅନୁସାରେ ନିଜ ସ୍ତ୍ରୀକୁ ନିଜ ଭାଇ ସହ ଖଟ ଉପରେ ଦେଖି ପ୍ରଥମେ ନିଜ ଭାଇ ଓ
 
ସ୍ତ୍ରୀକୁ ଦିଅର ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଯାହା କଲା ତାକୁ ଦେଖି ସମସ୍ତଙ୍କ ଉଡିଗଲା ହୋସ୍

ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ। ନିଜ ସ୍ତ୍ରୀକୁ ସାଇ ଭାଇ ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଉଭୟଙ୍କୁ ହତ୍ୟା କରିଛି ଯାହା ସେହି ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ହତ୍ୟା ପରେ ଦୋଷୀ ପୁଲିସ୍ ଆଗରେ ନିଜର ଦୋଷ ସ୍ୱୀକାର କରିଥିବା ବେଳେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି।

ସ୍ତ୍ରୀକୁ ଦିଅର ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଯାହା କଲା ତାକୁ ଦେଖି ସମସ୍ତଙ୍କ ଉଡିଗଲା ହୋସ୍

ରିପୋର୍ଟ ଅନୁସାରେ ନିଜ ସ୍ତ୍ରୀକୁ ନିଜ ଭାଇ ସହ ଖଟ ଉପରେ ଦେଖି ପ୍ରଥମେ ନିଜ ଭାଇ ଓ ପରେ ନିଜ ସ୍ତ୍ରୀକୁ ନିର୍ମମ ଭାବେ ହାଣି ହତ୍ୟା କରିଛି ସ୍ୱାମୀ। କାନପୁର ଜିଲ୍ଲାର ନର୍ବଲ ଥାନା କ୍ଷେତ୍ରରେ ଥିବା ନରୌରା ଗାଁରେ ଏଭଳି ଅଘଟଣ ଘଟିଛି। ବିବାହ ପରେ ରାଜେଶଙ୍କ ପତ୍ନୀ ତାଙ୍କ ପିଉସୀଙ୍କ ପୁଅ ମନୀଷ ସହ ଅବୈଧ ସଂପର୍କ ରଖିଥିବା ନେଇ ରାଜେଶଙ୍କୁ ସନ୍ଦେହ ହେଉଥିଲେ ମଧ୍ୟ ତାଙ୍କୁ କୌଣସି ପ୍ରମାଣ ମିଳୁ ନ ଥିଲା।

ସ୍ତ୍ରୀକୁ ଦିଅର ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଯାହା କଲା ତାକୁ ଦେଖି ସମସ୍ତଙ୍କ ଉଡିଗଲା ହୋସ୍

ପ୍ରମାଣ ପାଇଁ ଘଟଣା ଦିନ ରାଜେଶ ଶୋଇବାର ନାଟକ କରିଥିଲେ। ରାଜେଶ ଶୋଇ ଯାଇଥିବା ଭାବି ତାଙ୍କ ପତ୍ନୀ ମନୀଷ ଶୋଇଥିବା ଘରକୁ ଚାଲି ଯାଇଥିଲେ। କିଛି ସମୟରେ ରାଜେଶ ମନୀଷ ଶୋଇଥିବା ଘରକୁ ଆସିବା ପରେ ଦୁହିଁଙ୍କୁ ଖଟ ଉପରେ ଦେଖି ରାଗରେ ଏକ ଧାରୁଆ ଅସ୍ତ୍ରରେ ଦୁହିଁଙ୍କୁ ଆକ୍ରମଣ କରିଥିଲେ।

ସ୍ତ୍ରୀକୁ ଦିଅର ସହ ଶାରୀରିକ ସଂପର୍କ ରଖୁଥିବାର ଦେଖି ସ୍ୱାମୀ ଯାହା କଲା ତାକୁ ଦେଖି ସମସ୍ତଙ୍କ ଉଡିଗଲା ହୋସ୍

ହତ୍ୟା କରିବା ପରେ ରାଜେଶ ନର୍ବଲ ପୁଲିସକୁ ଫୋନ କରି ନିଜର ଅପରାଧ ସ୍ୱୀକାର କରିଥିଲେ। ସତ ଘଟଣା ଜାଣିବା ପାଇଁ ପୁଲିସ ରାଜେଶଙ୍କ ଘରେ ପହଞ୍ଚିଥିଲା। ତଳେ ପଡ଼ିଥିବା ଦୁଇ ମୃତଦେହ ଦେଖି ପୁଲିସର ସନ୍ଦେହ ଦୂର ହେବା ସହ ରାଜେଶକୁ ଗିରଫ କରିଥିଲା ପୁଲିସ।