ପ୍ରଥମ ଟେଷ୍ଟ ମ୍ୟାଚ, ପ୍ରଥମ ଦିନିକିଆ ମ୍ୟାଚ ଓ ପ୍ରଥମ ଟି-20 ମ୍ୟାଚ କେଉଁ ଟିମ ଜିତିଛି ! ନାମ ଜାଣିଲେ ଖୁସି ହୋଇଯିବେ

ପ୍ରଥମ ଟେଷ୍ଟ ମ୍ୟାଚ :- ପ୍ରଥମ ଟେଷ୍ଟ ମ୍ୟାଚ 15 ମାର୍ଚ୍ଚ 1877 ରୁ 19 ମାର୍ଚ୍ଚ 1877 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ର ମେଲବର୍ନ ପଡିଆ ରେ ଖେଳ ହୋଇଥିଲା । ଟେଷ୍ଟ କ୍ରିକେଟ ର ପ୍ରଥମ ଟସ ଅଷ୍ଟ୍ରେଲିଆ ଜିତି ପ୍ରଥମେ ବ୍ୟାଟିଂଗ କରି 245 ରନ ର ସ୍କୋର କରିଥିଲେ । ଏହାର ଉତ୍ତର ରେ ଇଂଲଣ୍ଡ ତାର ପ୍ରଥମ ପାରି
 
ପ୍ରଥମ ଟେଷ୍ଟ ମ୍ୟାଚ, ପ୍ରଥମ ଦିନିକିଆ ମ୍ୟାଚ ଓ ପ୍ରଥମ ଟି-20 ମ୍ୟାଚ କେଉଁ ଟିମ ଜିତିଛି ! ନାମ ଜାଣିଲେ ଖୁସି ହୋଇଯିବେ

ପ୍ରଥମ ଟେଷ୍ଟ ମ୍ୟାଚ :-

ପ୍ରଥମ ଟେଷ୍ଟ ମ୍ୟାଚ, ପ୍ରଥମ ଦିନିକିଆ ମ୍ୟାଚ ଓ ପ୍ରଥମ ଟି-20 ମ୍ୟାଚ କେଉଁ ଟିମ ଜିତିଛି ! ନାମ ଜାଣିଲେ ଖୁସି ହୋଇଯିବେ

ପ୍ରଥମ ଟେଷ୍ଟ ମ୍ୟାଚ 15 ମାର୍ଚ୍ଚ 1877 ରୁ 19 ମାର୍ଚ୍ଚ 1877 ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ହୋଇଥିଲା । ଏହି ଟେଷ୍ଟ ମ୍ୟାଚ ଅଷ୍ଟ୍ରେଲିଆ ର ମେଲବର୍ନ ପଡିଆ ରେ ଖେଳ ହୋଇଥିଲା । ଟେଷ୍ଟ କ୍ରିକେଟ ର ପ୍ରଥମ ଟସ ଅଷ୍ଟ୍ରେଲିଆ ଜିତି ପ୍ରଥମେ ବ୍ୟାଟିଂଗ କରି 245 ରନ ର ସ୍କୋର କରିଥିଲେ । ଏହାର ଉତ୍ତର ରେ ଇଂଲଣ୍ଡ ତାର ପ୍ରଥମ ପାରି ରେ 196 ରନ କରି ଆଉଟ ହୋଇଯାଇଥିଲେ । ଦ୍ୱିତୀୟ ପାରି ରେ ଅଷ୍ଟ୍ରେଲିଆ ମାତ୍ର 104 ରନ କରିଥିଲେ । ଇଂଲଣ୍ଡ କୁ ଜିତିବା ପାଇଁ 153 ରନ ର ଲକ୍ଷ ମିଳିଥିଲା କିନ୍ତୁ ଇଂଲଣ୍ଡ ର ପୁରା ଟିମ 108 ରନ କରି ଆଉଟ ହୋଇଯାଇଥିଲେ । ଏହିପରି ପ୍ରଥମ ଟେଷ୍ଟ ମ୍ୟାଚ ରେ ଅଷ୍ଟ୍ରେଲିଆ 45 ରନ ରେ ଜିତିଥିଲେ ।

ପ୍ରଥମ ଦିନିକିଆ ମ୍ୟାଚ :-

ପ୍ରଥମ ଟେଷ୍ଟ ମ୍ୟାଚ, ପ୍ରଥମ ଦିନିକିଆ ମ୍ୟାଚ ଓ ପ୍ରଥମ ଟି-20 ମ୍ୟାଚ କେଉଁ ଟିମ ଜିତିଛି ! ନାମ ଜାଣିଲେ ଖୁସି ହୋଇଯିବେ

କ୍ରିକେଟ ଇତିହାସ ର ପ୍ରଥମ ଦିନିକିଆ ଅନ୍ତରାଷ୍ଟ୍ରୀୟ ମ୍ୟାଚ 5 ଜାନୁୟାରୀ 1971 ରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ହୋଇଥିଲା । ଏହି ଦିନିକିଆ ମ୍ୟାଚ 40-40 ଓଭର ର ଥିଲା । ଏହି ଦିନିକିଆ ମ୍ୟାଚ ରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ଫିଲଡିଂଗ କରିବାର ନିର୍ଣ୍ଣୟ ନେଇଥିଲେ । ଜାଫରୀ ବାଁୟକାଁଟ ଅନ୍ତରାଷ୍ଟ୍ରୀୟ କ୍ରିକେଟ ର ପ୍ରଥମ ଦିନିକିଆ ମ୍ୟାଚ ର ପ୍ରଥମ ବଲ ପକେଇଥିଲେ ଓ ଖେଳିଥିଲେ । ଜାଫରୀ ବାଁୟକାଁଟ ପ୍ରଥମ ଦିନିକିଆ ମ୍ୟାଚ ରେ ସର୍ବପ୍ରଥମେ ଆଉଟ ହୋଇଥିବା ବ୍ୟାଟ୍ସମେନ ଥିଲେ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ରେ ଇଂଲଣ୍ଡ ର ଟିମ 39.4 ଓଭର ରେ 190 ରନ କରି ଆଉଟ ହୋଇଯାଇଥିଲେ । ଲକ୍ଷ ର ପିଛା କରି ଅଷ୍ଟ୍ରେଲିଆ ଟିମ 34.6 ଓଭର ରେ 5ଟି ୱିକେଟ୍‌ ହରେଇ ମ୍ୟାଚ ଜିତିଥିଲେ ।

ପ୍ରଥମ ଅନ୍ତରାଷ୍ଟ୍ରୀୟ ଟି-20 ମ୍ୟାଚ :-

ପ୍ରଥମ ଟେଷ୍ଟ ମ୍ୟାଚ, ପ୍ରଥମ ଦିନିକିଆ ମ୍ୟାଚ ଓ ପ୍ରଥମ ଟି-20 ମ୍ୟାଚ କେଉଁ ଟିମ ଜିତିଛି ! ନାମ ଜାଣିଲେ ଖୁସି ହୋଇଯିବେ

କ୍ରିକେଟ ଇତିହାସ ର ପ୍ରଥମ ଟି-20 ମ୍ୟାଚ ଅଷ୍ଟ୍ରେଲିଆ ଜିତି ନିଜ ନାମରେ କରିଥିଲା । ଏହି ଟି-20 ମ୍ୟାଚ ରେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ କୁ 44 ରନ ରେ ହରେଇଥିଲା । ପ୍ରଥମ ଟି-20 ମ୍ୟାଚ ରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବାର ନିର୍ଣ୍ଣୟ ନେଇଥିଲା । ଅଷ୍ଟ୍ରେଲିଆ ତରଫରୁ ଅଧିନାୟକ ରିକୀ ପଣ୍ଟିଙ୍ଗ 98 ରନ ର ପାରି ଖେଳିଥିଲେ । ଅଷ୍ଟ୍ରେଲିଆ 5ଟି ୱିକେଟ୍‌ ହରେଇ 214 ରନ ର ଲକ୍ଷ ଦେଇଥିଲେ । ଲକ୍ଷ ର ପିଛା କରି ନ୍ୟୁଜିଲାଣ୍ଡ ଟିମ 20 ଓଭର ପୁରା ଖେଳିଲା ପରେ ମଧ୍ୟ 170ରନ କରି ଆଉଟ ହୋଇଯାଇଥିଲେ । ରିକୀ ପଣ୍ଟିଙ୍ଗ ଙ୍କୁ ଏହି ମ୍ୟାଚ ରେ ମେନ ଅଫ ଦ ମ୍ୟାଚ ର ପୁରସ୍କାର ଦିଆଯାଇଥିଲା ।