ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

ଦୁନିଆରେ ବହୁତ ପ୍ରକାର ର ଫିଲ୍ମ ତିଆରି ହୋଇଥାଏ, ଯେଉଁଥିରେ ଆକ୍ସନ, ରୋମାନ୍ସ ଓ ଲଭ ଷ୍ଟୋରୀ ରହିଥାଏ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ କିନ୍ତୁ କିଛି ଫିଲ୍ମ ଏମିତି ଅଛି ଯାହା ଭାରତ ସହ ଅନ୍ୟ ଦେଶରେ ମଧ୍ୟ ବ୍ୟାନ ହୋଇଯାଇଛି । କାହିଁକିନା ସେହି ଫିଲ୍ମ ସମାଜକୁ ଭୁଲ ସନ୍ଦେଶ ଦେବା ସହିତ ହିଂସା କୁ ମଧ୍ୟ ବଢେଇପାରେ । ତେବେ ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ ବେସିକ ଇଂଷ୍ଟିକ୍ଟ :-
 
ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

ଦୁନିଆରେ ବହୁତ ପ୍ରକାର ର ଫିଲ୍ମ ତିଆରି ହୋଇଥାଏ, ଯେଉଁଥିରେ ଆକ୍ସନ, ରୋମାନ୍ସ ଓ ଲଭ ଷ୍ଟୋରୀ ରହିଥାଏ, ଯାହା ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥାଏ କିନ୍ତୁ କିଛି ଫିଲ୍ମ ଏମିତି ଅଛି ଯାହା ଭାରତ ସହ ଅନ୍ୟ ଦେଶରେ ମଧ୍ୟ ବ୍ୟାନ ହୋଇଯାଇଛି । କାହିଁକିନା ସେହି ଫିଲ୍ମ ସମାଜକୁ ଭୁଲ ସନ୍ଦେଶ ଦେବା ସହିତ ହିଂସା କୁ ମଧ୍ୟ ବଢେଇପାରେ । ତେବେ ଆସନ୍ତୁ ଜାଣିବା ସେହି ଫିଲ୍ମ ବିଷୟରେ

ବେସିକ ଇଂଷ୍ଟିକ୍ଟ :-

ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

1992ରେ ରିଲିଜ କୋଇଥିବା ଫିଲ୍ମ ଭାରତ ସହିତ କିଛି ଅନ୍ୟ ଦେଶରେ ମଧ୍ୟ ବ୍ୟାନ ଅଛି । ଏହି ଫିଲ୍ମରେ କିଛି ଏମିତି ସୀନ ଅଛି, ଯାହା ଭାରତୀୟ ସମାଜ ଦୃଷ୍ଟି ରେ ଭୁଲ ଅଟେ ।

ଡେଂଜର୍ସ ଲିଏସନ୍ସ :-

ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

2012ରେ ରିଲିଜ ହୋଇଥିବା ଏହି ଫିଲ୍ମ ଚାଇନୀଜ ଫିଲ୍ମ ଅଟେ । ଏହି ଫିଲ୍ମର କାହାଣୀ Pierre Choderlos de Laclos ନାମ ଏକ ନୋବେଲ ଉପରେ ଆଧାରିତ ଅଟେ । ଏହି ଫିଲ୍ମର କାହାଣୀ ବହୁତ ଭଲ କିନ୍ତୁ କିଛି ବୋଲଡ ସୀନ ପାଇଁ ଭାରତୀୟ ସେନ୍ସର ବୋର୍ଡ ଏହି ଫିଲ୍ମକୁ ବ୍ୟାନ କରିଦେଇଥିଲା ।

9 1/2 week :-

ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

1886ରେ ରିଲିଜ ହୋଇଥିବା ଫିଲ୍ମ ‘ 9 1/2 weeks ‘ ଏଲିଜାବେଥ ମେକଲିନ ଙ୍କ ରଚନା ‘ 9 1/2 weeks ‘ ଉପରେ ଆଧାରିତ ଅଟେ । ଏହି ଫିଲ୍ମ ଜନ ଗ୍ରେ ଓ ଛାଡପତ୍ର ହୋଇଥିବା ମହିଳା ଏଲିଜାବେଥ ମେକଗ୍ରା ଙ୍କ ସେସ୍କୁଆଲ ରିଲେସନ ଉପରେ ଆଧାରିତ ଅଟେ ।

ଲାଷ୍ଟ ଟେଂଗୋ ଇନ ପେରିସ :-

ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

ଏହା ବୋଲଡ ଫିଲ୍ମ ଅଟେ । ଏହି ଫିଲ୍ମ ଇଟାଲୀ ର ରୋମାଣ୍ଟିକ ନାଟକ ଲାଷ୍ଟ ଟେଂଗୋ ଇନ ପେରିସ ଉପରେ ଆଧାରିତ ଅଟେ । ଏହି ଫିଲ୍ମର କାହାଣୀରେ ବହୁତ ହଟ ସୀନ ଅଛି, ଯାହାକୁ ଭାରତୀୟ ସେନ୍ସର ବୋର୍ଡ ଭୁଲ କହିଥିଲା ଓ ଏହି ଫିଲ୍ମକୁ ଭାରତରେ ବ୍ୟାନ କରିଦେଲା ।

ଫାୟର :-

ବିଶ୍ଵ ର ୫ଟି ହଟ ଏବଂ ଅଶ୍ଳୀଳ ଫିଲ୍ମ ଯାହା ଭାରତରେ ବେନ ଅଛି, ତା ଭିତରେ ବଲିଉଡ ର ଗୋଟେ ଫିଲ୍ମ ମଧ୍ୟ ସାମିଲ

1996ରେ ଆସିଥିବା ବଲିଉଡ ର ଫିଲ୍ମ ରେ ଦୀପା ମେହତା ଙ୍କ ଅଭିନୟକୁ ବହୁତ ପସନ୍ଦ କରୁଥିଲେ କିନ୍ତୁ ଏହି ଫିଲ୍ମରୁ ଧାର୍ମିକ ଭାବନାକୁ ଦୁଃଖ ପହଁଚିଲା ଓ ଏହାର ଶିବସେନା ଓ କେତେ ହିନ୍ଦୁ ସଂଗଠନ ବିରୋଧ କଲେ ଓ ଏହି ଫିଲ୍ମ ଭାରତରେ ବ୍ୟାନ ହୋଇଗଲା ।