ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ଜିତିଥିବା ଟିମ ଲିଷ୍ଟ ହେଲା ଜାରି, ଭାରତର ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ବଦୂତ ଏମିତି ଟିମ ଅଛନ୍ତି ଯେଉଁମାନେ ଟେଷ୍ଟ କ୍ରିକେଟ ଖେଳି ସବୁଠୁ ଅଧିକ ମ୍ୟାଚ ଜିତିବାର ରେକର୍ଡ ବନେଇଛନ୍ତି । ଏଥିପାଇଁ ଏହା ଦେଖିବାକୁ ବହୁତ ମଜା ଲାଗିବ କି କେଉଁ ଟିମ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ ବନେଇଛନ୍ତି । ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ ଭାରତ ର ସ୍ଥାନ କେଉଁ ନମ୍ବର ରେ ଅଛି । ଏହି ଲିଷ୍ଟ ରେ ସବୁଠୁ ଉପରେ ଅଛି ଅଷ୍ଟ୍ରେଲିଆ ଟିମ, ଯିଏ
 
ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ଜିତିଥିବା ଟିମ ଲିଷ୍ଟ ହେଲା ଜାରି, ଭାରତର ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଦୁନିଆରେ ବଦୂତ ଏମିତି ଟିମ ଅଛନ୍ତି ଯେଉଁମାନେ ଟେଷ୍ଟ କ୍ରିକେଟ ଖେଳି ସବୁଠୁ ଅଧିକ ମ୍ୟାଚ ଜିତିବାର ରେକର୍ଡ ବନେଇଛନ୍ତି । ଏଥିପାଇଁ ଏହା ଦେଖିବାକୁ ବହୁତ ମଜା ଲାଗିବ କି କେଉଁ ଟିମ ସବୁଠୁ ଅଧିକ ଟେଷ୍ଟ ମ୍ୟାଚ ଜିତିବାର ରେକର୍ଡ ବନେଇଛନ୍ତି । ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ ଭାରତ ର ସ୍ଥାନ କେଉଁ ନମ୍ବର ରେ ଅଛି ।

ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ଜିତିଥିବା ଟିମ ଲିଷ୍ଟ ହେଲା ଜାରି, ଭାରତର ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଏହି ଲିଷ୍ଟ ରେ ସବୁଠୁ ଉପରେ ଅଛି ଅଷ୍ଟ୍ରେଲିଆ ଟିମ, ଯିଏ 817ଟି ଟେଷ୍ଟ ମ୍ୟାଚ ଖେଳି 384ଟି ମ୍ୟାଚ ଜିତିଛନ୍ତି ଓ 222ଟି ମ୍ୟାଚ ହାରିଛନ୍ତି । ଇଂଲଣ୍ଡ ଟିମ ଏହି ଲିଷ୍ଟ ରେ 2 ନମ୍ବର ରେ ଅଛି, ଯିଏ 1007ଟି ଟେଷ୍ଟ ମ୍ୟାଚ ଖେଳି 364ଟି ମ୍ୟାଚ ଜିତିଛନ୍ତି ଓ 298ଟି ମ୍ୟାଚ ହାରିଛନ୍ତି ।

ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ଜିତିଥିବା ଟିମ ଲିଷ୍ଟ ହେଲା ଜାରି, ଭାରତର ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ୱେଷ୍ଟଇଣ୍ଡିଜ ଟିମ ଏହି ଲିଷ୍ଟ ରେ 3 ନମ୍ବର ରେ ଅଛି, ଯିଏ 539ଟି ଟେଷ୍ଟ ମ୍ୟାଚ ଖେଳି 364ଟି ମ୍ୟାଚ ଜିତିଛନ୍ତି ଓ 171ଟି ମ୍ୟାଚ ହାରିଛନ୍ତି । ସାଉଥ ଆଫ୍ରିକା ଟିମ ଏହି ଲିଷ୍ଟ ରେ 4 ନମ୍ବର ରେ ଅଛି, ଯିଏ 428ଟି ଟେଷ୍ଟ ମ୍ୟାଚ ଖେଳି 162ଟି ମ୍ୟାଚ ଜିତିଛନ୍ତି ଓ 142ଟି ମ୍ୟାଚ ହାରିଛନ୍ତି ।

ଟେଷ୍ଟ ମ୍ୟାଚ ରେ ସବୁଠାରୁ ଅଧିକ ଜିତିଥିବା ଟିମ ଲିଷ୍ଟ ହେଲା ଜାରି, ଭାରତର ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଭାରତ ଏହି ଲିଷ୍ଟ ରେ 5 ନମ୍ବର ରେ ଅଛି, ଯିଏ 532ଟି ଟେଷ୍ଟ ମ୍ୟାଚ ଖେଳି 150ଟି ମ୍ୟାଚ ଜିତିବାର ରେକର୍ଡ ବନେଇଛନ୍ତି ।