ଏହି ଯୁବତୀଙ୍କ ବୟଫ୍ରେଣ୍ଡ ବନିଲେ ଆପଣଙ୍କୁ ମିଳିବ ୫୨ ଲକ୍ଷ ଟଙ୍କା, ହେଲେ ପୂରଣ କରିବାକୁ ହେବ ଏହି ସର୍ତ୍ତ

ବ୍ରିଟେନର ଏହି ଯୁବତୀଙ୍କ ନାମ ହେଉଛି ଜୈନ୍ ପରକ୍, ସେ ଟଙ୍କା ମାଧ୍ୟମରେ ଏକ ଲକ୍ସରୀ ଜୀବନ ଅତିବାହିତ କରିପାରିବେ ହେଲେ ପ୍ରତି ଥର ତାଙ୍କୁ ଧୋକାର ସ୍ୱୀକାର ହେବାକୁ ପଡିଛି। ତେଣୁ ସେ ଏବେ କେବଳ ପ୍ରକୃତ ଭଲ ପାଇବା ଖୋଜୁଛନ୍ତି ଯିଏ କେବେ ବି ତାଙ୍କୁ ଧୋକା ଦେବ ନାହିଁ। ଏମିତିରେ ସେ ଏକ ଏପରି ଉପାୟ ଖୋଜିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସେ ନିଜର ଏକୁଟିଆ ପଣ ଦୂର କରିବା ପାଇଁ
 
ଏହି ଯୁବତୀଙ୍କ ବୟଫ୍ରେଣ୍ଡ ବନିଲେ ଆପଣଙ୍କୁ ମିଳିବ ୫୨ ଲକ୍ଷ ଟଙ୍କା, ହେଲେ ପୂରଣ କରିବାକୁ ହେବ ଏହି ସର୍ତ୍ତ

ବ୍ରିଟେନର ଏହି ଯୁବତୀଙ୍କ ନାମ ହେଉଛି ଜୈନ୍ ପରକ୍, ସେ ଟଙ୍କା ମାଧ୍ୟମରେ ଏକ ଲକ୍ସରୀ ଜୀବନ ଅତିବାହିତ କରିପାରିବେ ହେଲେ ପ୍ରତି ଥର ତାଙ୍କୁ ଧୋକାର ସ୍ୱୀକାର ହେବାକୁ ପଡିଛି। ତେଣୁ ସେ ଏବେ କେବଳ ପ୍ରକୃତ ଭଲ ପାଇବା ଖୋଜୁଛନ୍ତି ଯିଏ କେବେ ବି ତାଙ୍କୁ ଧୋକା ଦେବ ନାହିଁ।

ଏହି ଯୁବତୀଙ୍କ ବୟଫ୍ରେଣ୍ଡ ବନିଲେ ଆପଣଙ୍କୁ ମିଳିବ ୫୨ ଲକ୍ଷ ଟଙ୍କା, ହେଲେ ପୂରଣ କରିବାକୁ ହେବ ଏହି ସର୍ତ୍ତ

ଏମିତିରେ ସେ ଏକ ଏପରି ଉପାୟ ଖୋଜିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଦେଇଛି। ସେ ନିଜର ଏକୁଟିଆ ପଣ ଦୂର କରିବା ପାଇଁ ଏକ ୱେବସାଇଟ ତିଆରି କରିଛନ୍ତି। ସେହି ୱେବସାଇଟ ହେଉଛି boyfriendvacancy ଯାହା ମାଧ୍ୟମରେ ସେ ନିଜ ପାଇଁ ଏକ ଆଦର୍ଶ ପୁଅର ସନ୍ଧାନରେ ଅଛନ୍ତି। ଯାହା ପାଇଁ ସେ କିଛି ସର୍ତ ବି ରଖିଛନ୍ତି।

ଏହି ଯୁବତୀଙ୍କ ବୟଫ୍ରେଣ୍ଡ ବନିଲେ ଆପଣଙ୍କୁ ମିଳିବ ୫୨ ଲକ୍ଷ ଟଙ୍କା, ହେଲେ ପୂରଣ କରିବାକୁ ହେବ ଏହି ସର୍ତ୍ତ

ଜୈନଙ୍କ ସର୍ତ ଅନୁସାରେ ଯଦି ତାଙ୍କୁ ପ୍ରକୃତ ପ୍ରେମ ମିଳିବ ସେବେ ସେ ୬୦ ହଜାର ପାଉଣ୍ଡ ଦେବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ସର୍ତ ଏହା ଅଛି କି ତାଙ୍କ ବୟଫ୍ରେଣ୍ଡ ହେବା ପାଇଁ ସବୁଠାରୁ ପ୍ରଥମେ ଆଶାୟୀମାନେ ତାଙ୍କ ୱେବସାଇଟରେ ଆବେଦନ କରିବାକୁ ହେବ ଯାହା ପରେ ତାଙ୍କୁ ଯୋଗ୍ୟତା ବିଷୟରେ ବତାଯିବ।