ଅଜବ ଘଟଣା: ମୁଣ୍ଡ ବଥା ହେଲା ବୋଲି ସ୍ଵାମୀ ଭୁଲରେ ଖାଇଦେଲେ ଭାଇଗ୍ରା ଟାବ୍ଲେଟ, ସ୍ତ୍ରୀ ଅଫିସ ନ ଯାଇ କଲେ ଏମିତି

ନୂଆଦିଲ୍ଲୀ: ଅସୁସ୍ଥ ମଣିଷକୁ ସୁସ୍ଥ ଓ ସବଳ କରିଥାଏ ଡାକ୍ତରଙ୍କ ଦ୍ଵାରା ପ୍ରେଶକ୍ରାଇବ କରାଯାଇଥିବା ମେଡ଼ିସିନ୍ । କିନ୍ତୁ ବେଳେ ବେଳେ ଆପଣ ଯଦି ଭୂଲ୍ ମେଡିସିନ ସେବନ କରିବେ ତେବେ ଆପଣ ନାନା ସମସ୍ୟା ରେ ପଡିପାରନ୍ତି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ କୁ ଖରାପ୍ ରୁ ଅଧିକ ଖରାପ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯାହା ଆପଣ ହସି ହସି ଗଡ଼ିଯିବେ । ଜାତୀୟ ରାଜଧାନୀ
 
ଅଜବ ଘଟଣା: ମୁଣ୍ଡ ବଥା ହେଲା ବୋଲି ସ୍ଵାମୀ ଭୁଲରେ ଖାଇଦେଲେ ଭାଇଗ୍ରା ଟାବ୍ଲେଟ, ସ୍ତ୍ରୀ ଅଫିସ ନ ଯାଇ କଲେ ଏମିତି

ନୂଆଦିଲ୍ଲୀ: ଅସୁସ୍ଥ ମଣିଷକୁ ସୁସ୍ଥ ଓ ସବଳ କରିଥାଏ ଡାକ୍ତରଙ୍କ ଦ୍ଵାରା ପ୍ରେଶକ୍ରାଇବ କରାଯାଇଥିବା ମେଡ଼ିସିନ୍ । କିନ୍ତୁ ବେଳେ ବେଳେ ଆପଣ ଯଦି ଭୂଲ୍ ମେଡିସିନ ସେବନ କରିବେ ତେବେ ଆପଣ ନାନା ସମସ୍ୟା ରେ ପଡିପାରନ୍ତି । ଯାହା ଆପଣଙ୍କ ସ୍ୱାସ୍ଥ୍ୟ କୁ ଖରାପ୍ ରୁ ଅଧିକ ଖରାପ କରିଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଖବର ଜଣାଇବୁ ଯାହା ଆପଣ ହସି ହସି ଗଡ଼ିଯିବେ ।

ଅଜବ ଘଟଣା: ମୁଣ୍ଡ ବଥା ହେଲା ବୋଲି ସ୍ଵାମୀ ଭୁଲରେ ଖାଇଦେଲେ ଭାଇଗ୍ରା ଟାବ୍ଲେଟ, ସ୍ତ୍ରୀ ଅଫିସ ନ ଯାଇ କଲେ ଏମିତି

ଜାତୀୟ ରାଜଧାନୀ ଅଞ୍ଚଳ ବା NCR ରେ ରହୁଥିବା ଏକ ପଞ୍ଜାବୀ ଦମ୍ପତ୍ତିଙ୍କ କାହାଣୀ ଏବେ ବେଶ୍ ଚର୍ଚ୍ଚାରେ । ଜଣେ ମହିଳା କର୍ମଚାରୀ ନିଜ ବସ୍ ଙ୍କୁ ଲେଖିଥିବା ଲିଭ୍ ଆପ୍ଲିକେସନ ଏବଂ ସେଥିରେ ସେ ଉଲ୍ଲେଖ କରିଥିବା କାରଣକୁ ନେଇ ଏବେ ଚର୍ଚ୍ଚା ।

ଅଜବ ଘଟଣା: ମୁଣ୍ଡ ବଥା ହେଲା ବୋଲି ସ୍ଵାମୀ ଭୁଲରେ ଖାଇଦେଲେ ଭାଇଗ୍ରା ଟାବ୍ଲେଟ, ସ୍ତ୍ରୀ ଅଫିସ ନ ଯାଇ କଲେ ଏମିତି

ପତ୍ନୀ ନିଜ ଆବେଦନରେ ଲେଖିଛନ୍ତି ଯେ, ‘ ଭୁଲରେ ଆଜି ସକାଳେ ମୋ ସ୍ବାମୀ ମୁଣ୍ଡବିନ୍ଧା ମେଡିସିନ ବଦଳେ ଭାଏଗ୍ରା ଟାବ୍ଲେଟ୍ ଖାଇ ଦେଇଛନ୍ତି, ଘରେ ମହିଳା ସହାୟିକା ବି ଅଛନ୍ତି, ତେଣୁ ମୁଁ ଆଜି ଅଫିସ୍ ଆସିପାରିବି ନାହିଁ ‘ । ଆଉ ଏହା ଏବେ ସୋସିଆଲ ମିଡିଆରେ ଭାଏରାଲ୍ ହୋଇଛି । ତେବେ କେହି କେହି ଏହାକୁ କେବଳ ଗସିପ୍ କହି ଏହାର ମଜାକ ଉଡାଉଛନ୍ତି ।

ଅଜବ ଘଟଣା: ମୁଣ୍ଡ ବଥା ହେଲା ବୋଲି ସ୍ଵାମୀ ଭୁଲରେ ଖାଇଦେଲେ ଭାଇଗ୍ରା ଟାବ୍ଲେଟ, ସ୍ତ୍ରୀ ଅଫିସ ନ ଯାଇ କଲେ ଏମିତି

କିନ୍ତୁ ସତ ଏହା ଯେ, ସଂପୃକ୍ତ ମହିଳା କେବେ ଚାହାନ୍ତି ନାହିଁ ତାଙ୍କ ସ୍ବାମୀ ଭାଏଗ୍ରା ମେଡିସିନ୍ ଖାଇବା ପରେ ଆଉ କାହା ସହ ସେକ୍ସ କରନ୍ତୁ | ଯେହେତୁ ଘରେ ସ୍ବାମୀଙ୍କ ସହ ମେଡ୍ ବି ରହିଛନ୍ତି ତେଣୁ ସ୍ବାମୀଙ୍କ ଉପରେ ଖାସ କର୍ ସେକ୍ସକୁ ନେଇ କୌଣସି ରିକ୍ସ ନେବାକୁ ଚାହୁଁନାଥିଲେ ପତ୍ନୀ ଆଉ ବାଧ୍ୟ ହୋଇ ସେ ଛୁଟି ନେବାକୁ ନିବେଦନ କରିଥିଲେ |