କଣ ଧୋନି ଙ୍କୁ ମଧ୍ୟ ରାଗ ଆସେ ! ସେ ଦିନ ଧୋନି ଏତେ ରାଗିଗଲେ କାହିଁକି, ଶୁଣନ୍ତୁ ଧୋନି କଣ କହିଲେ

ଭାରତୀୟ ପୂର୍ବ ଅଧିନାୟକ ଧୋନି ଙ୍କୁ ସମସ୍ତେ କେପଟନ ଖୁଲ ନାମରେ ଜାଣନ୍ତି । ସାଧାରଣ ଟୁର୍ନାମେଣ୍ଟ ହଉ ଅଥବା ବିଶ୍ଵକପ ଫାଇନାଲ ସେ ସଦାବେଳେ ଶାନ୍ତ ରୁହନ୍ତି । ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଚର୍ଚା ହେଲା କି ଧୋନି କୁ ମଧ୍ୟ ରାଗ ଆସେ ? ଏହି ପ୍ରଶ୍ନ ର ଉତ୍ତର ନିଜେ ଧୋନି ଦେଲେ… ସେ କହିଲେ ମ୍ୟାଚ ରେ ବିଜୟ ମିଳୁ କିମ୍ବା ହାରି ଯାଉ ସବୁ ପରିସ୍ଥିତି ରେ ସେ ନିଜ
 
କଣ ଧୋନି ଙ୍କୁ ମଧ୍ୟ ରାଗ ଆସେ ! ସେ ଦିନ ଧୋନି ଏତେ ରାଗିଗଲେ କାହିଁକି, ଶୁଣନ୍ତୁ ଧୋନି କଣ କହିଲେ

ଭାରତୀୟ ପୂର୍ବ ଅଧିନାୟକ ଧୋନି ଙ୍କୁ ସମସ୍ତେ କେପଟନ ଖୁଲ ନାମରେ ଜାଣନ୍ତି । ସାଧାରଣ ଟୁର୍ନାମେଣ୍ଟ ହଉ ଅଥବା ବିଶ୍ଵକପ ଫାଇନାଲ ସେ ସଦାବେଳେ ଶାନ୍ତ ରୁହନ୍ତି । ବର୍ତ୍ତମାନ ଲୋକମାନଙ୍କ ମଧ୍ୟରେ ଚର୍ଚା ହେଲା କି ଧୋନି କୁ ମଧ୍ୟ ରାଗ ଆସେ ? ଏହି ପ୍ରଶ୍ନ ର ଉତ୍ତର ନିଜେ ଧୋନି ଦେଲେ…

କଣ ଧୋନି ଙ୍କୁ ମଧ୍ୟ ରାଗ ଆସେ ! ସେ ଦିନ ଧୋନି ଏତେ ରାଗିଗଲେ କାହିଁକି, ଶୁଣନ୍ତୁ ଧୋନି କଣ କହିଲେ

ସେ କହିଲେ ମ୍ୟାଚ ରେ ବିଜୟ ମିଳୁ କିମ୍ବା ହାରି ଯାଉ ସବୁ ପରିସ୍ଥିତି ରେ ସେ ନିଜ ମନ ଉପରେ କଣ୍ଟ୍ରୋଲ ରଖି ଥାନ୍ତି । IPL ରେ ଧୋନି ଙ୍କୁ ନିଜର ରାଗ ର ଚରମ ସୀମା ରେ ପହଂଚି ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା, ଅମ୍ପାୟାର ଗୋଟେ ସଠିକ ବଲ କୁ ନୋ ବଲ ଦେଇଥିଲେ ଯାହା ଫଳରେ ଧୋନି ଅତ୍ୟନ୍ତ କ୍ରୋଧିତ ହୋଇଥିଲେ, ଆସନ୍ତୁ ପଢିବା ଧୋନି କଣ କହିଲେ ।

କଣ ଧୋନି ଙ୍କୁ ମଧ୍ୟ ରାଗ ଆସେ ! ସେ ଦିନ ଧୋନି ଏତେ ରାଗିଗଲେ କାହିଁକି, ଶୁଣନ୍ତୁ ଧୋନି କଣ କହିଲେ

କିଛି ଦିନ ତଳେ ହୋଇଥିବା ଗୋଟେ ଇଣ୍ଟରଭିଉ ରେ ଧୋନି କହିଲେ “ମୁ ମଧ୍ୟ ଜଣେ ମଣିଷ ଅଟେ ମାତ୍ର ଅନ୍ୟ ମଣିଷ ଠାରୁ ମୁ ମୋ ମନର ଭାବନା କୁ ଭଲ ଭାବରେ ଆୟତ କରିପାରେ । ମୋତେ ମଧ୍ୟ ସମସ୍ତ ଙ୍କ ଭଳି ନିରାଶ ଲାଗେ, ବହୁତ ଥର ମୋତେ ବି ଅଧିକ କ୍ରୋଧ ଆସେ । ଏହି ସବୁ ପରିସ୍ଥିତି ରେ ମୁ ସମସ୍ୟା ର ସମାଧାନ ଖୋଜେ ଯାହା ମୋ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ” ।

କଣ ଧୋନି ଙ୍କୁ ମଧ୍ୟ ରାଗ ଆସେ ! ସେ ଦିନ ଧୋନି ଏତେ ରାଗିଗଲେ କାହିଁକି, ଶୁଣନ୍ତୁ ଧୋନି କଣ କହିଲେ

ଧୋନି କହିଥିବା ଏହି କଥା କୁ ICC ନିଜ ଅଫିସିଆଲ ୱେବସାଇଟ ଏବଂ ଟ୍ୱିଟର ପୃଷ୍ଠା ରେ ଉଲ୍ଲେଖ କରିଛି । ଧୋନି ଏହି ସମୟରେ ଛୁଟି ରେ ଅଛନ୍ତି, ସେ ବିଶ୍ୱକପ ପରଠାରୁ ଟିମ ରେ ସାମିଲ ହୋଇ ନାହାନ୍ତି । ଅକ୍ଟୋବର ୨୪ କୁ ବଙ୍ଗଳାଦେଶ ସିରିଜ ପାଇଁ ଟିମ ରେ ସେ ସାମିଲ ହୋଇ ପାରନ୍ତି ।