ଅତି ଶସ୍ତା ରେ ନୋକିଆ ନିଜ ଗ୍ରାହକ ମାନଙ୍କୁ ଦେବ ଆକର୍ଷଣୀୟ ଫିଚର ଫୋନ, ଦାମ ଜାଣିଲେ ଆପଣ ବି ଖୁସି ହୋଇଯିବେ

ନୋକିଆ (NOKIA) ନିଜ ଗ୍ରାହକ ମାନଙ୍କୁ ବହୁତ ଆକର୍ଷଣୀୟ କି-ପେଡ ଫୋନ ଦେବାକୁ ଯାଉଛି, ଏହି ଫୋନେ ଭାରତରେ ଲଞ୍ଚ ହୋଇ ସାରିଲାଣି । ଏହି ଫୋନ ରେ କମ୍ପାନୀ ଡୁଆଲ ସିଂ ସ୍ଲଟ ଦେଇଛି ଏବଂ ଗୋଟେ ରିଅର କେମେରା ମଧ୍ୟ ଅଛି ଯେଉଁଥିଲେ ଫୋଟୋ ଏବଂ ଭିଡ଼ିଓ ନେଇ ପାରିବେ । ଏହି ଫୋନ ରେ ଥିବା 800mAh ବେଟେରୀ ଆପଣଙ୍କୁ ସାଧାରଣ ବ୍ୟବହାର ରେ ୨ ଦିନ ଏବଂ ଲଗାତାର ବ୍ୟବହାର ରେ
 
ଅତି ଶସ୍ତା ରେ ନୋକିଆ ନିଜ ଗ୍ରାହକ ମାନଙ୍କୁ ଦେବ ଆକର୍ଷଣୀୟ ଫିଚର ଫୋନ, ଦାମ ଜାଣିଲେ ଆପଣ ବି ଖୁସି ହୋଇଯିବେ

ନୋକିଆ (NOKIA) ନିଜ ଗ୍ରାହକ ମାନଙ୍କୁ ବହୁତ ଆକର୍ଷଣୀୟ କି-ପେଡ ଫୋନ ଦେବାକୁ ଯାଉଛି, ଏହି ଫୋନେ ଭାରତରେ ଲଞ୍ଚ ହୋଇ ସାରିଲାଣି । ଏହି ଫୋନ ରେ କମ୍ପାନୀ ଡୁଆଲ ସିଂ ସ୍ଲଟ ଦେଇଛି ଏବଂ ଗୋଟେ ରିଅର କେମେରା ମଧ୍ୟ ଅଛି ଯେଉଁଥିଲେ ଫୋଟୋ ଏବଂ ଭିଡ଼ିଓ ନେଇ ପାରିବେ ।

ଅତି ଶସ୍ତା ରେ ନୋକିଆ ନିଜ ଗ୍ରାହକ ମାନଙ୍କୁ ଦେବ ଆକର୍ଷଣୀୟ ଫିଚର ଫୋନ, ଦାମ ଜାଣିଲେ ଆପଣ ବି ଖୁସି ହୋଇଯିବେ

ଏହି ଫୋନ ରେ ଥିବା 800mAh ବେଟେରୀ ଆପଣଙ୍କୁ ସାଧାରଣ ବ୍ୟବହାର ରେ ୨ ଦିନ ଏବଂ ଲଗାତାର ବ୍ୟବହାର ରେ ୧୪ ଘଣ୍ଟା ଯାଏ ବେକ ଅପ ଦେବ । କମ୍ପାନୀ କହିବା ଅନୁସାରେ ଗତ କିଛି ବର୍ଷ ହେଲା ଫିଚର ଫୋନ ବ୍ୟବହାରୀ ଙ୍କ ସଂଖ୍ୟା ବଢିଛି, ସେଥିପାଇଁ ସେମାନେ ନୋକିଆ ୧୧୦ ଫୋନ କୁ ତିଆରି କଲେ ।

ଅତି ଶସ୍ତା ରେ ନୋକିଆ ନିଜ ଗ୍ରାହକ ମାନଙ୍କୁ ଦେବ ଆକର୍ଷଣୀୟ ଫିଚର ଫୋନ, ଦାମ ଜାଣିଲେ ଆପଣ ବି ଖୁସି ହୋଇଯିବେ

NOKIA ୧୧୦ ଫିଚର :

ସଫ୍ଟବେର – ନୋକିଆ ସିରିଜ 30+

ଡ଼ିସ୍ପ୍ଲେ -1.77 ଇଞ୍ଚ

କେମେରା – qVGA

ସିଂ କାର୍ଡ ଟାଇପ – ମିନି ସିମ

ଷ୍ଟୋରେଜ- 4MB ROM, 4MB RAM

ବେଟେରି – 800mAh

ଓଜନ – 74.96 ଗ୍ରାମ

ଅତି ଶସ୍ତା ରେ ନୋକିଆ ନିଜ ଗ୍ରାହକ ମାନଙ୍କୁ ଦେବ ଆକର୍ଷଣୀୟ ଫିଚର ଫୋନ, ଦାମ ଜାଣିଲେ ଆପଣ ବି ଖୁସି ହୋଇଯିବେ

ଏହି ଫୋନ ରେ ୩୨ GB ର ମେମୋରୀ କାର୍ଡ ସପୋର୍ଟ ସହ ଗୀତ ଶୁଣିବା ପାଇଁ ମିଉଜିକ ପ୍ଲେୟାର ଆଉ FM ରେଡ଼ିଓ ମିଳିବ । ଏହି ଫୋନ କୁ ସୁନ୍ଦର ଭାବରେ ଡିଜାଇନ କରା ଯାଇଛି, ଦେଖିବାକୁ ଖୁବ ସୁନ୍ଦର ଅଟେ । ଏହାର ଦାମ କେବଳ ୧୫୯୯ ଟଙ୍କା ଅଟେ ।