ବିଶ୍ଵ ରେ ସବୁଠାରୁ ମାହାଙ୍ଗା କ୍ଷୀର କେଉଁ ପଶୁ ର ଅଟେ ! ୯୯% ଲୋକେ ଏହି ପ୍ରଶ୍ନ ର ଉତ୍ତର ଜାଣି ନଥିବେ

ଆଜି ଆମେ ଇଣ୍ଟରଭିଉ ରେ ପଚରା ଯାଉଥିବା କିଛି ସାଧାରଣ ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ଆପଣ ମାନଙ୍କୁ ଜଣେଇବୁ, ତାହାଲେ ଆସନ୍ତୁ ଜାଣିବା ସେ ସବୁ ପ୍ରଶ୍ନ ଏବଂ ତାହାର ସଠିକ ଉତ୍ତର ପ୍ରଶ୍ନ ):-କେଉଁ ସ୍ଥାନ ରେ ସବୁଜ ସୁର୍ଯ୍ଯ ଦେଖାଯାଏ? ଉ:-ଆଣ୍ଟାର୍କଟିକା ମହାସାଗର ପ୍ରଶ୍ନ ):-ସୂର୍ଯ୍ଯ କୁ ପରିକ୍ରମା ରେ ରେ କେଉଁ ଗ୍ରହ ଅଧିକତମ ସମୟ ନିଏ? ଉ:-ନେପ୍ଚୁନ ପ୍ରଶ୍ନ):-କର୍କଟ ରେଖା ଭାରତ ର କେତୋଟି ରାଜ୍ଯ ଦେଇ ଯାଏ?
 
ବିଶ୍ଵ ରେ ସବୁଠାରୁ ମାହାଙ୍ଗା କ୍ଷୀର କେଉଁ ପଶୁ ର ଅଟେ ! ୯୯% ଲୋକେ ଏହି ପ୍ରଶ୍ନ ର ଉତ୍ତର ଜାଣି ନଥିବେ

ଆଜି ଆମେ ଇଣ୍ଟରଭିଉ ରେ ପଚରା ଯାଉଥିବା କିଛି ସାଧାରଣ ପ୍ରଶ୍ନ ଏବଂ ତାହାର ଉତ୍ତର ବିଷୟରେ ଆପଣ ମାନଙ୍କୁ ଜଣେଇବୁ, ତାହାଲେ ଆସନ୍ତୁ ଜାଣିବା ସେ ସବୁ ପ୍ରଶ୍ନ ଏବଂ ତାହାର ସଠିକ ଉତ୍ତର

ପ୍ରଶ୍ନ ):-କେଉଁ ସ୍ଥାନ ରେ ସବୁଜ ସୁର୍ଯ୍ଯ ଦେଖାଯାଏ?

ଉ:-ଆଣ୍ଟାର୍କଟିକା ମହାସାଗର

ପ୍ରଶ୍ନ ):-ସୂର୍ଯ୍ଯ କୁ ପରିକ୍ରମା ରେ ରେ କେଉଁ ଗ୍ରହ ଅଧିକତମ ସମୟ ନିଏ?

ବିଶ୍ଵ ରେ ସବୁଠାରୁ ମାହାଙ୍ଗା କ୍ଷୀର କେଉଁ ପଶୁ ର ଅଟେ ! ୯୯% ଲୋକେ ଏହି ପ୍ରଶ୍ନ ର ଉତ୍ତର ଜାଣି ନଥିବେ

ଉ:-ନେପ୍ଚୁନ

ପ୍ରଶ୍ନ):-କର୍କଟ ରେଖା ଭାରତ ର କେତୋଟି ରାଜ୍ଯ ଦେଇ ଯାଏ?

ଉ:- ୮ଟି

ପ୍ରଶ୍ନ):- କେଉଁ ସ୍ଥାନରେ ରକ୍ତ ଭଳି ନାଲି ରଙ୍ଗ ର ନଦୀ ବହେ?

ଉ:- ରିୟୋଟିଂଟୋ (ସ୍ପେନ)

ପ୍ରଶ୍ନ):-ଭାରତ ରେ ସବୁଠାରୁ ବିକ୍ରି ହେଉଥିବା ଖବର ଖାଗଜ?

ବିଶ୍ଵ ରେ ସବୁଠାରୁ ମାହାଙ୍ଗା କ୍ଷୀର କେଉଁ ପଶୁ ର ଅଟେ ! ୯୯% ଲୋକେ ଏହି ପ୍ରଶ୍ନ ର ଉତ୍ତର ଜାଣି ନଥିବେ

ଉ:-ଦି ଟାଇମ୍ସ ଅଫ ଇଣ୍ଡିଆ

ପ୍ରଶ୍ନ):- ବିଶ୍ବ ର ସବୁଠାରୁ କେଉଁ ପଶୁ ର ଖୀର ମହଙ୍ଗା ?

ବିଶ୍ଵ ରେ ସବୁଠାରୁ ମାହାଙ୍ଗା କ୍ଷୀର କେଉଁ ପଶୁ ର ଅଟେ ! ୯୯% ଲୋକେ ଏହି ପ୍ରଶ୍ନ ର ଉତ୍ତର ଜାଣି ନଥିବେ

ଉ:-ସିଂହି ର ଖୀର ସବୁଠାରୁ ଦାମି, କାରଣ ସିଂହି ର ଖୀର ରେ ଔଷଧ ହୁଏ।