ପ୍ରତିଦିନ ମୁଣ୍ଡ ବିନ୍ଧୁଛି କି ତେବେ ସାବଧାନ ହୋଇପାରେ ଏହି ରୋଗର କାରଣ, କେବେବି କରନ୍ତୁନି ନଜର ଅନ୍ଦାଜ

ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ ରହିଛି ଯାହା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । କିନ୍ତୁ ମୁଣ୍ଡ ବିନ୍ଧା ମଧ୍ୟ ଅନ୍ୟ କିଛି ରୋଗର ଲକ୍ଷଣ ମଧ୍ୟ କହିଥାଏ । ମୁଣ୍ଡବିନ୍ଧା ହେଉଥିଲେ
 
ପ୍ରତିଦିନ ମୁଣ୍ଡ ବିନ୍ଧୁଛି କି ତେବେ ସାବଧାନ ହୋଇପାରେ ଏହି ରୋଗର କାରଣ, କେବେବି କରନ୍ତୁନି ନଜର ଅନ୍ଦାଜ

ପ୍ରାୟତଃ ପିଲା ଠୁ ବୃଦ୍ଧ ଯାଏଁ ସମସ୍ତଙ୍କର ମୁଣ୍ଡବିନ୍ଧା ହୋଇଥାଏ । କାମରେ ବ୍ୟସ୍ତ ରହି ମୁଣ୍ଡବିନ୍ଧାକୁ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରାୟତଃ ଲୋକ ଏହାକୁ ଅଣଦେଖା ମଧ୍ୟ କରିଥାନ୍ତି । କାମ ପ୍ରେସର, ଥଣ୍ଡା, ଚିନ୍ତା କରିବା ଦ୍ୱାରା ,ଏପରି ବିଭିନ୍ନ କାରଣ ରହିଛି ଯାହା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । କିନ୍ତୁ ମୁଣ୍ଡ ବିନ୍ଧା ମଧ୍ୟ ଅନ୍ୟ କିଛି ରୋଗର ଲକ୍ଷଣ ମଧ୍ୟ କହିଥାଏ । ମୁଣ୍ଡବିନ୍ଧା ହେଉଥିଲେ କେଉଁ କେଉଁ ସମସ୍ୟା ହୋଇଥାଇପାରେ ଆସନ୍ତୁ ଜାଣିବା

ପ୍ରତିଦିନ ମୁଣ୍ଡ ବିନ୍ଧୁଛି କି ତେବେ ସାବଧାନ ହୋଇପାରେ ଏହି ରୋଗର କାରଣ, କେବେବି କରନ୍ତୁନି ନଜର ଅନ୍ଦାଜ

ପ୍ରତିଦିନ ମୁଣ୍ଡବିନ୍ଧା ହେଉଥିଲେ ଏହା ଏସିଡ଼ିଟିର କାରଣ ହୋଇଥାଏ । ମୁଣ୍ଡ ବିନ୍ଧା ପରେ ବାନ୍ତି ଲାଗିବା ଏବଂ ଖାଇବାକୁ ଇଚ୍ଛା ନହେବା ଏହା ଏସିଡ଼ିଟି ଭଳି ସମସ୍ୟା ହୋଇଥାଏ । ମୁଣ୍ଡବିନ୍ଧା ହେବା ପରେ ଯଦି ବିନା ଔଷଧରେ କମେ ନାହିଁ ଏହା ମାଇଗ୍ରେନର ଳକ୍ଷଣ ହୋଇଥାଇପାରେ।

ପ୍ରତିଦିନ ମୁଣ୍ଡ ବିନ୍ଧୁଛି କି ତେବେ ସାବଧାନ ହୋଇପାରେ ଏହି ରୋଗର କାରଣ, କେବେବି କରନ୍ତୁନି ନଜର ଅନ୍ଦାଜ

ମାଇଗ୍ରେନ୍‌ ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯାହା ସକାଳର ମୁଣ୍ଡବିନ୍ଧାର ସମସ୍ୟାକୁ ସୃଷ୍ଟି କରିଥାଏ। ସେଥିମଧ୍ୟରେ ସାଇନୋସାଇଟ୍‌, ବ୍ରେନ୍‌ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍‌, ସ୍ଲିପ୍‌ ଏମ୍ପିନିଆ, ଇନ୍‌ସୋମେନିଆ ବା ରାତିରେ ଠିକ୍‌ଭାବେ ନିଦ ନଆସିବାର ସମସ୍ୟା ପ୍ରଭୃତି ହେଉଛି ମୁଖ୍ୟ କାରଣ। କେତେକ ସ୍ଥିତିରେ ଅନେକ ପ୍ରକାରର ଔଷଧ ସେବନ, ରାତିରେ ଅତ୍ୟଧିକ କଫି କିମ୍ବା ଆଲକହଲ ସେବନ ମଧ୍ୟ ସକାଳ ମୁଣ୍ଡବିନ୍ଧାର କାରଣ ସାଜିଥାଏ।

ପ୍ରତିଦିନ ମୁଣ୍ଡ ବିନ୍ଧୁଛି କି ତେବେ ସାବଧାନ ହୋଇପାରେ ଏହି ରୋଗର କାରଣ, କେବେବି କରନ୍ତୁନି ନଜର ଅନ୍ଦାଜ

ଆମ ଶରୀରରେ ଜଳୀୟଅଂଶ କମ ହୋଇଗଲେ ମୁଣ୍ଡବିନ୍ଧା ହୋଇଥାଏ । ତେଣୁ ସବୁଦିନ ପାଣି ଅଧିକରୁ ଅଧିକ ପିଅନ୍ତୁ, ଏହା ମୁଣ୍ଡବିନ୍ଧା ସମସ୍ୟାରୁ ମୁକ୍ତି ଦେଇଥାଏ ।ପ୍ରବଳ ଜୋର ସେ ମୁଣ୍ଡ ବିନ୍ଧା ହେଉଥିଲେ ଏହା ଷ୍ଟ୍ରୋକର ପୂର୍ବ ଅବସ୍ଥା ମଧ୍ୟ ହୋଇଥାଇ ପାରେ । ଯଦି ମସ୍ତିଷ୍କର କୌଣସି ଅଂଶରୁ ରକ୍ତ ସଞ୍ଚାଳନ ଠିକ ଭାବରେ ହୋଇନଥାଏ ତେବେ ସେତେବେଳେ ଷ୍ଟ୍ରୋକ୍ ଭଳି ସମସ୍ୟା ମଧ୍ୟ ଦେଖାଦେଇଥାଏ ।