ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

ଗତ ୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଓଟିଭିର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା। ଯାହାକୁ ନେଇ ଓଡିଶାରେ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଏକ ଭିଡିଓ ରିଲିଜ୍ ଜରିଆରେ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି। ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ
 
ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

ଗତ ୫ ତାରିଖ ଦିନ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦ ଅନୁଭବ ମହାନ୍ତି ଓଟିଭିର ଜଣେ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ଆସିଥିଲା। ଯାହାକୁ ନେଇ ଓଡିଶାରେ ଖୁବ୍ ଚର୍ଚ୍ଚା ଚାଲିଥିବା ବେଳେ ଆଜି ସୋସିଆଲ୍ ମିଡିଆରେ ଏକ ଭିଡିଓ ଅପଲୋଡ୍ କରି ଦୁଃଖ ପ୍ରକାଶ କରିଛନ୍ତି ସାଂସଦ ଅନୁଭବ ମହାନ୍ତି।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

ଏକ ଭିଡିଓ ରିଲିଜ୍ ଜରିଆରେ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି। ୧ ମିନିଟ ୨୪ ସେକେଣ୍ଡ ଅବଧିର ଏହି ଭିଡିଓରେ ସେ କହିଛନ୍ତି, OTV ସାମ୍ବାଦିକଙ୍କ ପ୍ରତି ଘଟଣା ମୋତେ ବ୍ୟଥିତ କରିଛି। ଏହା ଉଦ୍ଦେଶ୍ୟମୂଳକ ନଥିଲା। ଏଥିପାଇଁ ମୁଁ ଦୁଃଖିତ ବୋଲି ଭିଡିଓରେ କହିଛନ୍ତି ଅନୁଭବ।

ସାମ୍ବାଦିକଙ୍କୁ ଦୁର୍ବ୍ୟବହାରକୁ ନେଇ ଦୁଃଖ ପ୍ରକାଶ କଲେ ସାଂସଦ ଅନୁଭବ ମହାନ୍ତି, ଜାଣନ୍ତୁ କଣ କହିଲେ

ଅନୁଭବ କହିଛନ୍ତି, ବୈଜୟନ୍ତ ପଣ୍ଡା ମୋ ଠାରୁ ଲୋକସଭା ନିର୍ବାଚନରେ ହାରିବା ପରେ ତାଙ୍କ ମାଲିକାନାରେ ଥିବା OTV ମୋ ଚରିତ୍ର ସଂହାର କରିଆସୁଛି। ବୈଜୟନ୍ତ ବାବୁ ଏମିତି ନକରିବାକୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି। ବୈଜୟନ୍ତ ବାବୁ ମୋତେ ଏମିତି ଅଯଥା ହଇରାଣ କରନ୍ତୁ ନାହିଁ।