ବିନା ଟପ ରେ ମୁକ୍ତିଲାଭକଲା ତେଲୁଗୁ ଚଳଚିତ୍ର ‘ ରୋମାଣ୍ଟିକ ‘, ଟେଲର ଦେଖି ଲୋକେ ହେଲେ ଦିୱାନା

ଏହା ହଉଛି ତେଲୁଗୁର ପ୍ରଥମ ଚଳଚିତ୍ର ରୋମାଣ୍ଟିକର ପ୍ରଥମ ପୋଷ୍ଟର | ପ୍ରଥମକରି ଏହାର ପୋଷ୍ଟର ଏହି ସୋମବାରଦିନ ମୁକ୍ତିଲାଭ କରିଛି | ଯେଉଁଥିରେ ହିରୋ ଆକାଶ ଓ ହିରୋଇନ କେତିକା | ଏହି ପୋଷ୍ଟରରେ ହିରୋ ହିରୋଇନକୁ କୁଣ୍ଢାଇ ଧରିଛନ୍ତି | ଏହି ଚଳଚିତ୍ରର ନିର୍ଦେଶକ ହେଉଛନ୍ତି ଅନିଲ ପଡୁ଼ରି | ଏହି ଚଳଚିତ୍ରର ପ୍ରଯୋଜକ ହେଲେ ନାୟିକା ଚାରମମେ କୌର | ଆକାଶ ହେଉଛନ୍ତି ନିର୍ଦେଶକଙ୍କ ପୁରୀ ଜଗନ୍ନାତଡ଼ଙ୍କ ପୁଅ | ଲୋକମାନେ ଏହାର
 
ବିନା ଟପ ରେ ମୁକ୍ତିଲାଭକଲା ତେଲୁଗୁ ଚଳଚିତ୍ର ‘ ରୋମାଣ୍ଟିକ ‘, ଟେଲର ଦେଖି ଲୋକେ ହେଲେ ଦିୱାନା

ଏହା ହଉଛି ତେଲୁଗୁର ପ୍ରଥମ ଚଳଚିତ୍ର ରୋମାଣ୍ଟିକର ପ୍ରଥମ ପୋଷ୍ଟର | ପ୍ରଥମକରି ଏହାର ପୋଷ୍ଟର ଏହି ସୋମବାରଦିନ ମୁକ୍ତିଲାଭ କରିଛି | ଯେଉଁଥିରେ ହିରୋ ଆକାଶ ଓ ହିରୋଇନ କେତିକା | ଏହି ପୋଷ୍ଟରରେ ହିରୋ ହିରୋଇନକୁ କୁଣ୍ଢାଇ ଧରିଛନ୍ତି | ଏହି ଚଳଚିତ୍ରର ନିର୍ଦେଶକ ହେଉଛନ୍ତି ଅନିଲ ପଡୁ଼ରି |

ବିନା ଟପ ରେ ମୁକ୍ତିଲାଭକଲା ତେଲୁଗୁ ଚଳଚିତ୍ର ‘ ରୋମାଣ୍ଟିକ ‘, ଟେଲର ଦେଖି ଲୋକେ ହେଲେ ଦିୱାନା

ଏହି ଚଳଚିତ୍ରର ପ୍ରଯୋଜକ ହେଲେ ନାୟିକା ଚାରମମେ କୌର | ଆକାଶ ହେଉଛନ୍ତି ନିର୍ଦେଶକଙ୍କ ପୁରୀ ଜଗନ୍ନାତଡ଼ଙ୍କ ପୁଅ | ଲୋକମାନେ ଏହାର ପୋଷ୍ଟରକୁ ଖୁବ ପସନ୍ଦ କରିଛନ୍ତି |