ପେଟ ଫୁଲିବାକୁ ସାମାନ୍ୟ ଭାବି କରନ୍ତୁନି ଅଣଦେଖା, ହୋଇଥିବ ଏହି ଭୟଙ୍କର ରୋଗ

ଆପଣ ମୋଟା ହୋଇଥିଲେ ହିଁ ପେଟ ଫୁଲିବ ଏହା ଜରୁରୀ ନୁହେଁ। ଅନେକ ଥର ଠିକ୍ ଭାବେ ଖାଦ୍ୟ-ପାନୀୟ କରି ବ୍ୟାୟାମ କରିବା ସତ୍ତ୍ୱେ ମଧ୍ୟ କିଛି କାରଣରୁ ପେଟ ଫୁଲି ଯାଉଥାଏ, ଯାହାକୁ ବ୍ଲୋଟିଂ ମଧ୍ୟ କୁହାଯାଏ। ହେଲେ ପେଟ ଫୁଲିବା ଏହି ଭୟଙ୍କର ରୋଗର ମଧ୍ୟ ଲକ୍ଷଣ ହୋଇଥାଏ। ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ
 
ପେଟ ଫୁଲିବାକୁ ସାମାନ୍ୟ ଭାବି କରନ୍ତୁନି ଅଣଦେଖା, ହୋଇଥିବ ଏହି ଭୟଙ୍କର ରୋଗ

ଆପଣ ମୋଟା ହୋଇଥିଲେ ହିଁ ପେଟ ଫୁଲିବ ଏହା ଜରୁରୀ ନୁହେଁ। ଅନେକ ଥର ଠିକ୍ ଭାବେ ଖାଦ୍ୟ-ପାନୀୟ କରି ବ୍ୟାୟାମ କରିବା ସତ୍ତ୍ୱେ ମଧ୍ୟ କିଛି କାରଣରୁ ପେଟ ଫୁଲି ଯାଉଥାଏ, ଯାହାକୁ ବ୍ଲୋଟିଂ ମଧ୍ୟ କୁହାଯାଏ। ହେଲେ ପେଟ ଫୁଲିବା ଏହି ଭୟଙ୍କର ରୋଗର ମଧ୍ୟ ଲକ୍ଷଣ ହୋଇଥାଏ। ନିଶା ସେବନ ଦ୍ୱାରା ଲିଭର ନଷ୍ଟ ହୋଇଥାଏ ବୋଲି ଅନେକଙ୍କ ଧାରଣା ରହିଛି। ମାତ୍ର ଏହା ସବୁକ୍ଷେତ୍ରରେ ହୋଇ ନ ଥାଏ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ କୌଣସି ପ୍ରକାର ନିଶା ସେବନ ନ କରି ମଧ୍ୟ ଲିଭର ସମ୍ବନ୍ଧିତ ରୋଗର ଶିକାର ହୋଇଥାନ୍ତି। ଲିଭର୍‌ରେ ମାଂସ ଜମା ହେବା କାରଣରୁ ଏହି ସମସ୍ୟା ଦେଖାଯାଇଥାଏ। ତେବେ ଏହାର ମୁଖ୍ୟ ଲକ୍ଷଣ ସମ୍ପର୍କରେ ଜାଣନ୍ତୁ।

ପେଟ ଫୁଲିବାକୁ ସାମାନ୍ୟ ଭାବି କରନ୍ତୁନି ଅଣଦେଖା, ହୋଇଥିବ ଏହି ଭୟଙ୍କର ରୋଗ

ପେଟ ଫୁଲିବା: ପେଟ ଫୁଲିବା ଏହି ରୋଗର ମୁଖ୍ୟ ଲକ୍ଷଣ। ଯେତେବେଳେ ଲିଭର ଶରୀରର ବର୍ଜ୍ୟବସ୍ତୁକୁ ବାହାରକୁ କାଢ଼ିବାକୁ ଅସମର୍ଥ ହୋଇଥାଏ। ସେତେବେଳେ ପେଟରେ ପାଣି ଜମି ଫେଟ ଫୁଲିଯାଇଥାଏ।

ପେଟ ଫୁଲିବାକୁ ସାମାନ୍ୟ ଭାବି କରନ୍ତୁନି ଅଣଦେଖା, ହୋଇଥିବ ଏହି ଭୟଙ୍କର ରୋଗ

ପୁରୁଷଙ୍କ ସ୍ତନ ବଢ଼ିଥାଏ : ସ୍ତନ ବଢ଼ିବାର ଅନେକ କାରଣ ହୋଇପାରେ ମାତ୍ର ଏହା ଫ୍ୟାଟି ଲିଭରର ଏକ ଲକ୍ଷଣ ହୋଇଥାଏ। ତେବେ ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ପେଟ ଫୁଲିବାକୁ ସାମାନ୍ୟ ଭାବି କରନ୍ତୁନି ଅଣଦେଖା, ହୋଇଥିବ ଏହି ଭୟଙ୍କର ରୋଗ

ହଳଦିଆ ତ୍ୱଚା: ଯଦି ଆପଣଙ୍କ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ଆସୁଥାଏ କିମ୍ବା ଆପଣଙ୍କ ତ୍ୱଚା ହଳଦିଆ ପଡ଼ିଯାଏ ତେବେ ଏହା ଫ୍ୟାଟି ଲିଭରର ମୁଖ୍ୟ କାରଣ ହୋଇଥାଏ॥
ରକ୍ତନଳୀ ବଢ଼ିବା: ଏହି ସମସ୍ୟା କାରଣରୁ ତ୍ୱଚାର ରଙ୍ଗରେ ପରିବର୍ତ୍ତନ ହୋଇଥାଏ।