ଗର୍ଭରେ ଶିଶୁ କାହିଁକି ମାରିଥାଏ ଲାତ, କାରଣ ଜାଣି ହୋସ୍ ଉଡିଯିବ ଆପଣଙ୍କର

ଜଣେ ମହିଳା ମାଆ ହେଲେ ଗର୍ଭାବସ୍ଥାର ପୂରା ନଅ ମାସ ପ୍ରତିଦିନ ମା’କୁ ନୂଆ ନୂଆ ଅନୁଭୂତି ହୁଏ। ବେଳେବେଳେ ଶିଶୁ ଗର୍ଭରେ ଲାତ ମଧ୍ୟ ମାରିଥାଏ। ଏହାର ଅନୁଭବ ବହୁତ ଖାସ୍ ହୋଇଥାଏ। ଅନେକ ଲୋକ ଜାଣିନଥିବେ ଶିଶୁ ଏମିତି କାହିଁକି କରିଥାଏ।ଆଜି ଏହି ବିଷୟରେ ଜାଣିବା। ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ଟିକେ ବଢିବା କାରଣରୁ ଶିଶୁ ଟିକେ ହଲ ଚଲ ହୋଇଥାଏ। ବେଳେବେଳେ ମା’ର ଖାଇବା ଶବ୍ଦ ଶୁଣି
 
ଗର୍ଭରେ ଶିଶୁ କାହିଁକି ମାରିଥାଏ ଲାତ, କାରଣ ଜାଣି ହୋସ୍ ଉଡିଯିବ ଆପଣଙ୍କର

ଜଣେ ମହିଳା ମାଆ ହେଲେ ଗର୍ଭାବସ୍ଥାର ପୂରା ନଅ ମାସ ପ୍ରତିଦିନ ମା’କୁ ନୂଆ ନୂଆ ଅନୁଭୂତି ହୁଏ। ବେଳେବେଳେ ଶିଶୁ ଗର୍ଭରେ ଲାତ ମଧ୍ୟ ମାରିଥାଏ। ଏହାର ଅନୁଭବ ବହୁତ ଖାସ୍ ହୋଇଥାଏ। ଅନେକ ଲୋକ ଜାଣିନଥିବେ ଶିଶୁ ଏମିତି କାହିଁକି କରିଥାଏ।ଆଜି ଏହି ବିଷୟରେ ଜାଣିବା। ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ଟିକେ ବଢିବା କାରଣରୁ ଶିଶୁ ଟିକେ ହଲ ଚଲ ହୋଇଥାଏ। ବେଳେବେଳେ ମା’ର ଖାଇବା ଶବ୍ଦ ଶୁଣି ସେ ଅଙ୍ଗକୁ ହଲାଇ ଥାଏ। ଲାତ ମାରିବା ଶିଶୁ ବିକାଶର ସଂକେତ ମଧ୍ୟ ହୋଇଥାଏ।

ଗର୍ଭରେ ଶିଶୁ କାହିଁକି ମାରିଥାଏ ଲାତ, କାରଣ ଜାଣି ହୋସ୍ ଉଡିଯିବ ଆପଣଙ୍କର

ଆକାର ବଢ଼ିବା କାରଣରୁ, ଗର୍ଭାବସ୍ଥା ସମୟରେ ୩୬ ସପ୍ତାହ ପରେ ଶିଶୁର ଆକାର ବଢେ, ତେଣୁ ସେ ଅଧିକ ହଲି ପାରିନଥାଏ। ଖାସକରି ଏହି ସମୟରେ ମହିଳାଙ୍କୁ ନିଜ ଗର୍ଭରେ ଶିଶୁର ଲାତ ମାରିବାକୁ ଅନୁଭବ ହୋଇଥାଏ। ଗର୍ଭର ୨୮ ସପ୍ତାହ ପରେ ଶିଶୁ କେତେ ଥର ଲାତ ମାରୁଛି ତାହା ଗଣିବା ପାଇଁ ମଧ୍ୟ ଡାକ୍ତର ଗର୍ଭବତୀଙ୍କୁ କହିଥାନ୍ତି। କାରଣ ଶିଶୁ ଲାତ କମ୍ ମାରିଲେ ଭଲ ନୁହେଁ। ଏହାର କାରଣ ଶିଶୁକୁ ଅମ୍ଳଜାନ ସପ୍ଲାଏ କମ୍ କିମ୍ବା ସୁଗାର ଲେବଲ କମ୍ ହେବାର ସଂକେତ ହୋଇଥାଏ।

ଗର୍ଭରେ ଶିଶୁ କାହିଁକି ମାରିଥାଏ ଲାତ, କାରଣ ଜାଣି ହୋସ୍ ଉଡିଯିବ ଆପଣଙ୍କର

ଉତ୍ତମ ବିକାଶର ସଂକେତ, ଲାତ ମାରିବା ଶିଶୁର ଉତ୍ତମ ବିକାଶର ସଂକେତ ହୋଇଥାଏ। ଶିଶୁ ସାଧାରଣତଃ ଗର୍ଭରେ ହାକୁଡି ମାରିବା, ହଲିବା ଝୁଲିବାରେ କିମ୍ବା ଅଙ୍ଗକୁ ପ୍ରସାରିତ କରିବା ଭଳି କାର୍ଯ୍ୟ କରିଥାଏ। ମା’ ବାମକଡ ମାଡି ଶୋଇବା ସମୟରେ ଭ୍ରୁଣକୁ ରକ୍ତର ଅପୂର୍ତ୍ତି ବଢ଼ିବାରେ ମଧ୍ୟ ଶିଶୁ ଲାତ ମାରିଥାଏ।