ସମସ୍ତ ଓଡ଼ିଶାବାସୀ ଙ୍କୁ ଆମ ରାଜ୍ୟ ବିଶେଷରେ ଏହି ସବୁ କଥା ଜାଣିବା ଉଚିତ, ଥରେ ନିଶ୍ଚିତ ପଢନ୍ତୁ !

ଭାରତର ସୁନ୍ଦର ଏବଂ ମୂଲ୍ୟବାନ ସ୍ଥାନ ମାନଙ୍କ ମଧ୍ୟରେ ଆମ ଓଡିଶା ଅନ୍ୟତମ । ଆଜି ଆମେ ଆପଣମାନଙ୍କୁ ଆମ ଓଡିଶା ବିଷୟରେ କିଛି ଜଣା ଅଜଣା କଥା କହିବୁ, ଆସନ୍ତୁ ଜାଣିବା ଓଡିଶା ବିଷୟରେ ଯାହା ସମସ୍ତ ଓଡ଼ିଶାବାସୀ ଙ୍କୁ ଜାଣିବା କଥା । ଓଡିଶାର ବୃହତମ ଜିଲ୍ଲା -ମୟୁରଭଞ୍ଜ ଓଡିଶାର ବୃହତମ ନଦୀ – ମହାନଦୀ ଓଡିଶାର ବୃହତମ ହ୍ରଦ – ଚିଲିକା ଓଡିଶାର ବୃହତମ ଚିଡିଆଖାନା -ନନ୍ଦନ କାନନ ଓଡିଶାର ବୃହତମ ପ୍ରାଚୀର
 
ସମସ୍ତ ଓଡ଼ିଶାବାସୀ ଙ୍କୁ ଆମ ରାଜ୍ୟ ବିଶେଷରେ ଏହି ସବୁ କଥା ଜାଣିବା ଉଚିତ, ଥରେ ନିଶ୍ଚିତ ପଢନ୍ତୁ !

ଭାରତର ସୁନ୍ଦର ଏବଂ ମୂଲ୍ୟବାନ ସ୍ଥାନ ମାନଙ୍କ ମଧ୍ୟରେ ଆମ ଓଡିଶା ଅନ୍ୟତମ । ଆଜି ଆମେ ଆପଣମାନଙ୍କୁ ଆମ ଓଡିଶା ବିଷୟରେ କିଛି ଜଣା ଅଜଣା କଥା କହିବୁ, ଆସନ୍ତୁ ଜାଣିବା ଓଡିଶା ବିଷୟରେ ଯାହା ସମସ୍ତ ଓଡ଼ିଶାବାସୀ ଙ୍କୁ ଜାଣିବା କଥା ।

ଓଡିଶାର ବୃହତମ ଜିଲ୍ଲା -ମୟୁରଭଞ୍ଜ

ଓଡିଶାର ବୃହତମ ନଦୀ – ମହାନଦୀ

ସମସ୍ତ ଓଡ଼ିଶାବାସୀ ଙ୍କୁ ଆମ ରାଜ୍ୟ ବିଶେଷରେ ଏହି ସବୁ କଥା ଜାଣିବା ଉଚିତ, ଥରେ ନିଶ୍ଚିତ ପଢନ୍ତୁ !

ଓଡିଶାର ବୃହତମ ହ୍ରଦ – ଚିଲିକା

ଓଡିଶାର ବୃହତମ ଚିଡିଆଖାନା -ନନ୍ଦନ କାନନ

ସମସ୍ତ ଓଡ଼ିଶାବାସୀ ଙ୍କୁ ଆମ ରାଜ୍ୟ ବିଶେଷରେ ଏହି ସବୁ କଥା ଜାଣିବା ଉଚିତ, ଥରେ ନିଶ୍ଚିତ ପଢନ୍ତୁ !

ଓଡିଶାର ବୃହତମ ପ୍ରାଚୀର – ମେଘନାଦପ୍ରଚାର

ଓଡିଶାର ବୃହତମ ମଠ -ଏମାର ମଠ

ଓଡିଶାର ବୃହତମ ଝରଣା -ଅଟ୍ରୀ (ଖୋର୍ଦ୍ଧା )

ଓଡିଶାର ବୃହତମ ବନ୍ଦର -ପାରାଦୀପ ବନ୍ଦର

ଓଡିଶାର ବୃହତମ ପର୍ବତ -ଦେଓମାଲି

ଓଡିଶାର ବୃହତମ ଜଳପ୍ରପାତ -ଡୁଡୁମା

ଓଡିଶାର ବୃହତମ ଦୁର୍ଗ -ବାରବାଟୀ

ଓଡିଶାର ବୃହତମ ସଡ଼କ -ଜଗନ୍ନାଥ ସଡ଼କ (ପୁରୀ )

ସମସ୍ତ ଓଡ଼ିଶାବାସୀ ଙ୍କୁ ଆମ ରାଜ୍ୟ ବିଶେଷରେ ଏହି ସବୁ କଥା ଜାଣିବା ଉଚିତ, ଥରେ ନିଶ୍ଚିତ ପଢନ୍ତୁ !

ଓଡିଶାର ବୃହତମ ପୋଖରୀ -ବିନ୍ଦୁସାଗର ପୋଖରୀ (ଖୋର୍ଦ୍ଧା )

ଓଡିଶାର ବୃହତମ ସହର -କଟକ