ଇଣ୍ଟରଭିଉ ପ୍ରଶ୍ନ : ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କଣ କୁହାଯାଏ !

ଯଦି ଆପଣ ମାନେ ସିଟି କିମ୍ବା ବି.ଏଡ଼ ପାଇଁ ପ୍ରସ୍ତୁତ ହଉଛନ୍ତି | ତେବେ ଆଜିର ଏ ପୋଷ୍ଟ ରେ ଆପଣ ମାନଙ୍କ ପାଇଁ ୧୫ ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ରହିଛି| ବାକ୍ୟ ବିଚାର : ୧. କହି ବୋଲି ପାରେ ଯେ, _ ବିକେ ସେ A. ପଚା କଖାରୁ B. ପଚା ଆଳୁ C. ପଚା ଚିଙ୍ଗୁଡ଼ି D. ପଚା ପରିବା ଉତ୍ତର :- ପଚା ଚିଙ୍ଗୁଡ଼ି ୨. ବାକ୍ୟ ଆରମ୍ଭରେ _
 
ଇଣ୍ଟରଭିଉ ପ୍ରଶ୍ନ : ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କଣ କୁହାଯାଏ !

ଯଦି ଆପଣ ମାନେ ସିଟି କିମ୍ବା ବି.ଏଡ଼ ପାଇଁ ପ୍ରସ୍ତୁତ ହଉଛନ୍ତି | ତେବେ ଆଜିର ଏ ପୋଷ୍ଟ ରେ ଆପଣ ମାନଙ୍କ ପାଇଁ ୧୫ ଟି ଗୁରୁତ୍ୱ ପୂର୍ଣ୍ଣ ପ୍ରଶ୍ନ ରହିଛି|

ବାକ୍ୟ ବିଚାର :

୧. କହି ବୋଲି ପାରେ ଯେ, _ ବିକେ ସେ

A. ପଚା କଖାରୁ

B. ପଚା ଆଳୁ

C. ପଚା ଚିଙ୍ଗୁଡ଼ି

D. ପଚା ପରିବା

ଉତ୍ତର :- ପଚା ଚିଙ୍ଗୁଡ଼ି

୨. ବାକ୍ୟ ଆରମ୍ଭରେ _ ପଦ ରହେ?

A. କର୍ତ୍ତା

B. କର୍ମ

C. କ୍ରିୟା

D. କରଣ କାରକ

ଉତ୍ତର :- କର୍ତ୍ତା

୩. ବାକ୍ୟ ଶେଷରେ __ପଦ ରହେ |

A. କର୍ତ୍ତା

B. କର୍ମ

C. କ୍ରିୟା

D. ସମ୍ବଧନପଦ

ଉତ୍ତର :- କ୍ରିୟା

୪.ବାକ୍ୟରେ କ୍ରିୟା ସକର୍ମକ ହଇଥିଲେ କର୍ମପଦଟି କେଉଁଠାରେ ବସେ

A. କର୍ତାପୂର୍ବରୁ

B. କର୍ମପୂର୍ବରୁ

C. କ୍ରିୟାପୂର୍ବରୁ

D. ବାକ୍ୟଆରମ୍ଭରେ

ଉତ୍ତର :- କ୍ରିୟା ପୂର୍ବରୁ

୫.କହି ଜାଣିଲେ__ସୁନ୍ଦର

A. କଥା

B. ମଥା

C. ନଥା

D. ପଥା

ଉତ୍ତର :-କଥା

ଇଣ୍ଟରଭିଉ ପ୍ରଶ୍ନ : ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କଣ କୁହାଯାଏ !

୬.ଏକ ବା ଏକାଧିକ ପଦ ମିଳିତ ହଇ ମନର ଭାବକୁ ସମ୍ପୂର୍ଣ ରୂପେ ପ୍ରକାଶ କଲେ କଣ ହୁଏ

A. ଖଣ୍ଡବାକ୍ୟ

B. ବାକ୍ୟ

C. ଉପଵାକ୍ୟ

D. ମିଶ୍ରବାକ୍ୟ

ଉତ୍ତର :- ବାକ୍ୟ

୭. ବାକ୍ୟରେ ବ୍ୟବହାର କରାଯାଇଥିବା ପଦଗୁଡିକର ପାରସ୍ପରିକ ସମ୍ବଦ୍ଧକୁ କଣ କୁହାଯାଏ

A. ଆସତ୍ତି

B. ଯୋଗ୍ୟତା

C. ଆକାଂକ୍ଷା

D. ପଦବିନ୍ୟାସ

ଉତ୍ତର :- ଯୋଗ୍ୟତା

୮. ବାକ୍ୟରେ ଥିବା ଗୋଟିଏ ପଦ ଅନ୍ୟପଦଗୁଡିକର ଅର୍ଥବୋଧକତା ପାଇଁ ଅପେକ୍ଷାକଲେ ତାକୁ କଣ କୁହନ୍ତି?

A. ଵାକ୍ୟାଂଶ

B. ବାକ୍ୟ

C. ଆକାଂକ୍ଷା

D. ଆସତ୍ତି

ଉତ୍ତର :- ଆକାଂକ୍ଷା

୯. ବାକ୍ୟରେ ଥିବା ପଦଯୋଜନା ବା ସୌନ୍ଦର୍ଯ୍ୟକୁ କଣ କୁହାଯାଏ?

A. ଆକାଂକ୍ଷା

B. ଆସତ୍ତି

C. ଯୋଗ୍ୟତା

D. ଖଣ୍ଡବାକ୍ୟ

ଉତ୍ତର :- ଆସକ୍ତି

୧୦. ନରେଶ ବ୍ୟବସାୟରୁ ବହୁତ ରୋଜଗାର କରୁଛି: ବାକ୍ୟରେ ଥିବା ଅପାଦାନ କାରକ ପଦଟି କିଏ ?

A. ନରେଶ

B. ବ୍ୟବସାୟରୁ

C. ବହୁତ

D. ରୋଜଗାର

ଉତ୍ତର :- ବ୍ୟବସାୟରୁ

୧୧. ଶିକ୍ଷକ ଛାତ୍ରଟିକୁ ବହିଟିଏ ଦେଲେ | ବାକ୍ୟରେ ଥିବା ସମ୍ପ୍ରଦାନ କାରକ ପଦଟି ତଳୁ ବାଛ

A. ଶିକ୍ଷକ

B. ବହିଟିଏ

C. ଛାତ୍ରଟିକୁ

D. ଦେଲେ

ଉତ୍ତର :- ଛାତ୍ରଟିକୁ

୧୨. ଉପଯୁକ୍ତ ଅର୍ଥ ବୋଧକ ପଦସହନ୍ତିର ଉପଯୁକ୍ତ ସମାହାର ହେଉଛି __

A. ବାକ୍ୟ

B. ଉପଵାକ୍ୟ

C. ଵାକ୍ୟାଂଶ

D. ଖଣ୍ଡବାକ୍ୟ

ଉତ୍ତର :- ବାକ୍ୟ

୧୩. ଗଠିତ ବାକ୍ୟର ରୂପ _ ଦୃଷ୍ଟିରୁ ନିର୍ଧାରିତ ହୁଏ?

A. ବାକ୍ୟ ଦୃଷ୍ଟିରୁ

B. କର୍ତା ଦୃଷ୍ଟିରୁ

C. ରୂପ ଦୃଷ୍ଟିରୁ

D. ପଦସହନ୍ତି

୧୪. ବାକ୍ୟ ରୂପ କେତେ ଭାଗରେ ବିଭକ୍ତ ?

A. ଦୁଇ ଭାଗରେ

B. ତିନି ଭାଗରେ

C. ଚାରି ଭାଗରେ

D. ପାଞ୍ଚ ଭାଗରେ

ଉତ୍ତର :- ଦୁଇ ଭାଗରେ

୧୫. ବାକ୍ୟରେ ପଦ ଅନୁଯାଇ ଅଵ୍ୟୟ ପଦ କେଉଁଠାରେ ବସେ?

A. ବିଶେଷ୍ୟପଦ ପରେ

B. ବିଶେଷଣପଦ ପରେ

C. ସମ୍ବଦ୍ଧିତପଦ ପରେ

D. କ୍ରିୟା ପରେ

ଉତ୍ତର:- ସମ୍ବଦ୍ଧିତପଦ ପରେ