ଏହି ସବୁ ଲକ୍ଷଣ ଦେଖାଗଲେ ଜାଣି ନିଅନ୍ତୁ ଶରୀରରେ ଭିଟାମିନ ର ଅଭାବ, ଜଣାନ୍ତୁ କେଉଁ ଭିଟାମିନ ର ଅଭାବ ଅଛି

ଆଜିର ଏ ଦୁନିଆରେ ଲୋକମାନେ ତାଙ୍କ ଶରୀରକୁ ବୁଝିପାରୁନାହାନ୍ତି | ଆମ ଶରୀରରେ ଅନେକ ରୋଗ ପ୍ରତିରୋଧକ କ୍ଷମତା ଅଛି ଯାହାକି ଆମକୁ ଅନେକ ରୋଗ ମାନଙ୍କଠାରୁ ରକ୍ଷାକରି ଥାଏ | ଯେତେବେଳେ ଆମ ଶରୀରରେ କୌଣସି ଏକ ଭିଟାମିନ ର ଅଭାବ ଦେଖାଯାଇଥାଏ ଆମ ଶରୀର ଆମକୁ ସୁଚାଇଥାଏ | ଯାହାଦ୍ୱାରା କି ଆମେ ଜାଣି ପରିବା ଆମ ଶରୀରରେ କୋଉ ଭିଟାମିନର ଅଭାବ ଅଛି | କିନ୍ତୁ କିଛି ଲୋକ ବୁଝି ପାରନ୍ତି ନାହିଁ
 
ଏହି ସବୁ ଲକ୍ଷଣ ଦେଖାଗଲେ ଜାଣି ନିଅନ୍ତୁ ଶରୀରରେ ଭିଟାମିନ ର ଅଭାବ, ଜଣାନ୍ତୁ କେଉଁ ଭିଟାମିନ ର ଅଭାବ ଅଛି

ଆଜିର ଏ ଦୁନିଆରେ ଲୋକମାନେ ତାଙ୍କ ଶରୀରକୁ ବୁଝିପାରୁନାହାନ୍ତି | ଆମ ଶରୀରରେ ଅନେକ ରୋଗ ପ୍ରତିରୋଧକ କ୍ଷମତା ଅଛି ଯାହାକି ଆମକୁ ଅନେକ ରୋଗ ମାନଙ୍କଠାରୁ ରକ୍ଷାକରି ଥାଏ | ଯେତେବେଳେ ଆମ ଶରୀରରେ କୌଣସି ଏକ ଭିଟାମିନ ର ଅଭାବ ଦେଖାଯାଇଥାଏ ଆମ ଶରୀର ଆମକୁ ସୁଚାଇଥାଏ | ଯାହାଦ୍ୱାରା କି ଆମେ ଜାଣି ପରିବା ଆମ ଶରୀରରେ କୋଉ ଭିଟାମିନର ଅଭାବ ଅଛି |

କିନ୍ତୁ କିଛି ଲୋକ ବୁଝି ପାରନ୍ତି ନାହିଁ ତାଙ୍କ ଶରୀରର ଲକ୍ଷଣକୁ | ସେହି ପାଞ୍ଚଟି ଲକ୍ଷଣ ଯାହା ଦ୍ଵାରା ଆପଣ ଜାଣିପାରିବେ ଆପଣଙ୍କର ଶରୀରରେ କେଉଁ ଭିଟାମିନ ର ଅଭାବ ଅଛି |

ଶୁଷ୍କ ଚର୍ମ :-

ଏହି ସବୁ ଲକ୍ଷଣ ଦେଖାଗଲେ ଜାଣି ନିଅନ୍ତୁ ଶରୀରରେ ଭିଟାମିନ ର ଅଭାବ, ଜଣାନ୍ତୁ କେଉଁ ଭିଟାମିନ ର ଅଭାବ ଅଛି

ଯଦି ତମ ଚମଡା ଶୁଷ୍କ ଦେଖା ଯାଉଛି ଏହାର ମାନେ ହଉଛି ଆପଣଙ୍କର ଶରୀରରେ ଭିଟାମିନ E ର ଅଭାବ ଅଛି |

ପ୍ରଚୁର ମିଠା ଖାଇବାକୁ ଇଛା :-

ଏହି ସବୁ ଲକ୍ଷଣ ଦେଖାଗଲେ ଜାଣି ନିଅନ୍ତୁ ଶରୀରରେ ଭିଟାମିନ ର ଅଭାବ, ଜଣାନ୍ତୁ କେଉଁ ଭିଟାମିନ ର ଅଭାବ ଅଛି

ଯଦି ଆପଣଙ୍କର ପ୍ରଚୁର ମିଠା କହିବାକୁ ଇଛା ହଉଛି ତେବେ ଆପଣଙ୍କର ଶରୀରରେ ଗୁଲକୋଜ଼ ର ପରିମାଣ ଅଭାବ ରହିଛି | ସେହି ସମୟରେ ଆପଣ ମିଠା ଦ୍ରବ୍ୟ ଖାଇବା ପରିବର୍ତ୍ତେ ମହୁ କିମ୍ବା ଫଳକୁ ଖାଇବେ |

ନିଦ ହଉନି କିମ୍ବା ମାଂସପେଶୀ ରେ ଯନ୍ତ୍ରଣା:-

ଯଦି ଏହି ଦୁଇଟି ସମସ୍ୟା ଆପଣଙ୍କ ସହିତ ଘଟୁଥାଏ ତେବେ ଆପଣଙ୍କର ଶରୀରରେ ପୋଟାସିୟମ ର ପରିମାଣ କମ ଅଛି | ଏହାକୁ ପୁରାଣ କରିବା ପାଇଁ ଆପଣାକୁ କଦଳୀ, ନଡ଼ିଆ, ତରଭୁଜ ଓ ପାଣି ଇତ୍ୟାଦିର ଖାଇବାକୁ ପଡିବ |

ଥଣ୍ଡା ଖାଇବାର ଇଛା :-

ଆମ କହିବାର ଅର୍ଥ ଯିଏ ଅଧିକ ଆଇସିକ୍ରିମ ଖାଇବା ପାଇଁ ଇଚ୍ଛା କରୁଛି ତାହା ନୁହେ | ବରଂ ଯେ କୁଚିତ ଥଣ୍ଡା ଦ୍ରବ୍ୟ ଖାଏ କିନ୍ତୁ ପୂର୍ବ ଅପେକ୍ଷା ଏବେ ଅଧିକ ଥଣ୍ଡା ଦ୍ରବ୍ୟ ଖାଇବାକୁ ଇଚ୍ଛା ହଉଛି | ଏସବୁ ଲକ୍ଷଣ ର ଅର୍ଥ ହେଉଛି ଆପଣଙ୍କ ଶରୀରେ ଆଇରନ ର ପରିମାଣ କମିଛି | ତେଣୁ ଆପଣଙ୍କୁ ଆଇରନ ଥିବା ଖାଦ୍ୟ ଖାଇବାକୁ ପଡିବ |

ଦାନ୍ତର ମାଢିରେ ରକ୍ତ :-

ଏହି ସବୁ ଲକ୍ଷଣ ଦେଖାଗଲେ ଜାଣି ନିଅନ୍ତୁ ଶରୀରରେ ଭିଟାମିନ ର ଅଭାବ, ଜଣାନ୍ତୁ କେଉଁ ଭିଟାମିନ ର ଅଭାବ ଅଛି

ଦାନ୍ତର ମାଢିରେ ରକ୍ତ ପଡିବା ହେଉଛି ପାଇରିଆ ର ଲକ୍ଷଣ କିନ୍ତୁ ଯଦି ଆପଣଙ୍କର ଶରୀରରେ ଏହି ରୋଗ ନାହିଁ | ତେବେ ବୁଝି ନିଅନ୍ତୁ ଏହା ହେଉଛି ଭିଟାମିନ C ର ଅଭାବ ତେଣୁ ଆପଣଙ୍କୁ ଭିଟାମିନ C ଥିବା ଖାଦ୍ୟ ଖାଇବାକୁ ପଡ଼ିବ|