ସରିଗଲା ଶସ୍ତା ଯୁଗ, ୧ ଡିସେମ୍ବରରୁ ସବୁ ସିମ୍ କମ୍ପାନୀ ବଢେଇବେ ନିଜ ପ୍ଲାନର ଦର, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କିଛି ବର୍ଷ ପୂର୍ବେ ଯେବେ ଜିଓ ଆସିନଥିବା ସେବେ ଭାରତରେ ଇଣ୍ଟରନେଟର ବ୍ୟବହାର ବହୁତ୍ କମ୍ ଥିଲା କାରଣ ସେତେବେଳେ ଇଣ୍ଟରନେଟର ଦର ବହୁତ୍ ବେଶି ଥିଲା। ତାପରେ ମାର୍କେଟକୁ ଜିଓ ଆସି ସବୁ କମ୍ପାନୀକୁ ନିଜ ଦରକୁ କମ୍ କରିବାକୁ ବାଧ୍ୟ କରିଦେଇଥିଲା, ପ୍ରଥମେ ଅନଲିମିଟେଟ୍ ଫ୍ରି ସେବା ପରେ ଜିଓ ସବୁଠୁ ଶସ୍ତା ପ୍ଲାନରେ ଗ୍ରାହକଙ୍କୁ ହାଇସ୍ପିଡ ଇଣ୍ଟରନେଟ ଦେଇଥିଲା ଯାହା ଦେଶରେ ଇଣ୍ଟରନେଟ ବ୍ୟବହାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା। ଏବେ କିଛି
 
ସରିଗଲା ଶସ୍ତା ଯୁଗ, ୧ ଡିସେମ୍ବରରୁ ସବୁ ସିମ୍ କମ୍ପାନୀ ବଢେଇବେ ନିଜ ପ୍ଲାନର ଦର, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

କିଛି ବର୍ଷ ପୂର୍ବେ ଯେବେ ଜିଓ ଆସିନଥିବା ସେବେ ଭାରତରେ ଇଣ୍ଟରନେଟର ବ୍ୟବହାର ବହୁତ୍ କମ୍ ଥିଲା କାରଣ ସେତେବେଳେ ଇଣ୍ଟରନେଟର ଦର ବହୁତ୍ ବେଶି ଥିଲା। ତାପରେ ମାର୍କେଟକୁ ଜିଓ ଆସି ସବୁ କମ୍ପାନୀକୁ ନିଜ ଦରକୁ କମ୍ କରିବାକୁ ବାଧ୍ୟ କରିଦେଇଥିଲା, ପ୍ରଥମେ ଅନଲିମିଟେଟ୍ ଫ୍ରି ସେବା ପରେ ଜିଓ ସବୁଠୁ ଶସ୍ତା ପ୍ଲାନରେ ଗ୍ରାହକଙ୍କୁ ହାଇସ୍ପିଡ ଇଣ୍ଟରନେଟ ଦେଇଥିଲା ଯାହା ଦେଶରେ ଇଣ୍ଟରନେଟ ବ୍ୟବହାର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା।

ସରିଗଲା ଶସ୍ତା ଯୁଗ, ୧ ଡିସେମ୍ବରରୁ ସବୁ ସିମ୍ କମ୍ପାନୀ ବଢେଇବେ ନିଜ ପ୍ଲାନର ଦର, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଏବେ କିଛି ଦିନ ଜିଓ ଟୁ ନନ ଜିଓ କଲିଂ ପାଇଁ ଟଙ୍କା ନେବା ଆରମ୍ଭ କରିଥିଲା ଯାହା ପରେ ଜିଓକୁ ନେଇ ଲୋକଙ୍କ ମନରେ କଥା ଆସିଥିଲେ। କିଛି ଲୋକ ଅନ୍ୟ କମ୍ପାନୀକୁ ମଧ୍ୟ ପଳେଇ ସାରିଛନ୍ତି। ତେବେ ଏହା ପରେ ବାକି ଟେଲିକମ୍ କମ୍ପାନୀ ଏୟାରଟେଲ, ଆଇଡିଆ ଭୋଡାଫୋନ୍ ମଧ୍ୟ ନିଜ ଦର ବୃଦ୍ଧି କରିବେ ବୋଲି ଘୋଷଣା କରି ସାରିଥିବା ବେଳେ ଜିଓ ମଧ୍ୟ ନିଜ ସମସ୍ତ ପ୍ଲାନର ଦର ବୃଦ୍ଧି କରିବ ବୋଲି ଘୋଷଣା କରିଛି।

ସରିଗଲା ଶସ୍ତା ଯୁଗ, ୧ ଡିସେମ୍ବରରୁ ସବୁ ସିମ୍ କମ୍ପାନୀ ବଢେଇବେ ନିଜ ପ୍ଲାନର ଦର, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଗତ କାଲି ପ୍ରଥମେ ଭୋଡାଫୋନ-ଆଇଡିଆ ଓ ତାପରେ ଏୟାରଟେଲ ଦରବୃଦ୍ଧି କରିବା ସମ୍ପର୍କରେ ଘୋଷଣା କରିଥିଲେ। ଆଜି ରିଲାଏନ୍ସ ଜିଓ ମଧ୍ୟ ଦର ବୃଦ୍ଧି କରିବ ବୋଲି ଘୋଷଣା କରିଛି। ଜିଓ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ ଦେଶରେ ଟେଲିକମ ଟାରିଫର ସମୀକ୍ଷା ପାଇଁ ଟ୍ରାଇ ଏକ ପରାମର୍ଶ ପ୍ରକ୍ରିୟା ଆରମ୍ଭ କରିବ। ଏହାକୁ ଦୃଷ୍ଟିରେ ରଖି କମ୍ପାନି ଆଗାମୀ କିଛି ସପ୍ତାହ ମଧ୍ୟରେ ଦର ବୃଦ୍ଧି କରାଯିବ। ତେବେ ଦରବୃଦ୍ଧି ଏପରି କରାଯିବ ଯେ, ଯେପରି ତାହା ଗ୍ରାହକଙ୍କୁ ବାଧିବନାହିଁ ବୋଲି କମ୍ପାନି କହିଛି।

ସରିଗଲା ଶସ୍ତା ଯୁଗ, ୧ ଡିସେମ୍ବରରୁ ସବୁ ସିମ୍ କମ୍ପାନୀ ବଢେଇବେ ନିଜ ପ୍ଲାନର ଦର, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ତେବେ ସବୁଠାରୁ ବଡ ପ୍ରଶ୍ନ ଉଠୁଛି, କାହିଁକି ସମସ୍ତ ଟେଲିକମ୍ କମ୍ପାନୀ ଟ୍ୟାରିଫ୍ ବୃଦ୍ଧି କରିଛନ୍ତି। ଏହା ପଛରେ ରହିଛି ସରକାରଙ୍କ ଦ୍ୱାରା ଆଦାୟ କରାଯାଉଥିବା ଏଜିଆର୍। ଆଜି ଟ୍ରାଇ କହିଛି ଯେ ତାରିଫ ସଂପର୍କରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟେଲିକମ କମ୍ପାନିମାନଙ୍କ ସଂଶୋଧିତ ଦରର ସମୀକ୍ଷା କରାଯିବ। ଏହା ନିୟମ ଅନୁସାରେ ରହିଛି କି ତାହା ଯାଞ୍ଚ କରାଯିବ।