ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏପରି କାମ, ଘର ଛାଡି ଚାଲିଯିବେ ମହାଲକ୍ଷ୍ମୀ

ଶାସ୍ତ୍ର ଅନୁସାରେ ଆପଣ ଯଦି ରୋଷେଇ ଘରେ ଏଭଳି ଭୁଲ କରୁଛନ୍ତି ତାହାଲେ ଆପଣ ଅତି ଶୀଘ୍ର ହୋଇଯିବେ ଲକ୍ଷ୍ମୀ ଛଡା | ମାତା ଲକ୍ଷ୍ମୀ ଖୁବ ଶୀଘ୍ର ଆପଣଙ୍କର ଘର ଛାଡି ଚାଲିଯିବେ | ଆମ ଘରେ ସବୁଦିନ ସୁଖ ଶାନ୍ତିରେ ରହିବା ପାଇଁ କିଛି ନିୟମ ଅଛି ଯାହାକୁ ଯଦି ଆମେ ଧ୍ୟାନରେ ରଖିବା ଆଉ ଘରର ଜିନିଷକୁ ସଜାଇ ତା ଜାଗାରେ ରଖିବା ତାହାଲେ ଘରେ ସବୁଦିନ ସୁଖ ଶାନ୍ତି ଲାଗି ରହିବ
 
ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏପରି କାମ, ଘର ଛାଡି ଚାଲିଯିବେ ମହାଲକ୍ଷ୍ମୀ

ଶାସ୍ତ୍ର ଅନୁସାରେ ଆପଣ ଯଦି ରୋଷେଇ ଘରେ ଏଭଳି ଭୁଲ କରୁଛନ୍ତି ତାହାଲେ ଆପଣ ଅତି ଶୀଘ୍ର ହୋଇଯିବେ ଲକ୍ଷ୍ମୀ ଛଡା | ମାତା ଲକ୍ଷ୍ମୀ ଖୁବ ଶୀଘ୍ର ଆପଣଙ୍କର ଘର ଛାଡି ଚାଲିଯିବେ | ଆମ ଘରେ ସବୁଦିନ ସୁଖ ଶାନ୍ତିରେ ରହିବା ପାଇଁ କିଛି ନିୟମ ଅଛି ଯାହାକୁ ଯଦି ଆମେ ଧ୍ୟାନରେ ରଖିବା ଆଉ ଘରର ଜିନିଷକୁ ସଜାଇ ତା ଜାଗାରେ ରଖିବା ତାହାଲେ ଘରେ ସବୁଦିନ ସୁଖ ଶାନ୍ତି ଲାଗି ରହିବ |

ଆମ ଘରର ରୋଷେଇ ସ୍ଥାନକୁ ବହୁତ ମହତ୍ୱପୂର୍ଣ ସ୍ଥାନ ବୋଲି କୁହାଯାଇଥାଏ ଯଦି ଆମେ କିଛି ଗଡବଡ କରିବା ତେବେ ଏହାର ପରିଣାମ କେବେଳ ଆମକୁ ନୁହେଁପୁରା ପରିବାରକୁ ଏହାର କ୍ଷତି ଭୋଗିବାକୁ ପଡିଥାଏ |

ଯେମିତିକି ଆପଣ କେଉଁ ଦିଗକୁ ମୁହଁ କରି ରୋଷେଇ କରୁଛନ୍ତି ଏବଂ ଆପଣ କେଉଁ ଦିଗକୁ ମୁହଁ କରି ଭୋଜନ କରୁଛନ୍ତି | ଏହି କଥା ଲାଗୁଚି ବହୁତ ଛୋଟ କିନ୍ତୁ ଏହି କଥା ଘରର ସୁଖ ସଂସାର ପାଇଁ ବହୁତ ଜରୁରୀ ଅଟେ | ଯଦି ଏହି ସବୁ ଲକ୍ଷଣକୁ ଆପଣ ସୁଧୁରୁ ନାହାନ୍ତି ତେବେ ମାତା ଲକ୍ଷ୍ମୀ ଘର ଛାଡି ଚାଲିଯିବେ |

ସେଥି ପାଇଁ ଆଜିର ପୋଷ୍ଟରେ ମୁଁ ଆପଣଙ୍କୁ କିଛି କଥା କହିବି ଯାହାକୁ ଆପଣଙ୍କୁ ଧ୍ୟାନରେ ରଖିବାକୁ ପଡିବ |

ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏପରି କାମ, ଘର ଛାଡି ଚାଲିଯିବେ ମହାଲକ୍ଷ୍ମୀ

୧. ରୋଷେଇ ଘରେ ଦାନ୍ତ ଘଷିବା :- ରୋଷେଇ ଘରେ ଶାସ୍ତ୍ର ଅନୁସାରେ ଦାନ୍ତ ଘଷିବା ଅନୁଚିତ ଅଟେ ଏପରି କଲେ ପରିବାରର ଅମଙ୍ଗଳ ହବ |

୨. ରୋଷେଇ ପଶ୍ଚିମ ଦିଗକୁ ମୁହଁ କରି ରାନ୍ଧିବା କଥା ନୁହେଁ ଏମିତି କରିବା ଦ୍ୱାରା ହାଡ ରୋଗ ଓ ତ୍ୱଚା ରୋଗ ହୋଇପାରେ | ଉତ୍ତର ଦିଗକୁବି ମୁହଁ କରି ଖାଦ୍ୟ ତିଆରିକରିବା କଥା ନୁହେଁ ଯେଉଁ ଘରେ ଏପରି ହୋଇଥାଏ ସେଠାରେ ଧନକେବେବି ଅଣ୍ଟଧରେ ନାହିଁ ବେପାର ମଧ୍ୟ ଭଲ ହୁଏ ନାହିଁ ଏବଂ ଘରେ ସର୍ବଦା ଲଢେଇ ଝଗଡା ଲାଗି ରହେ |

ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏପରି କାମ, ଘର ଛାଡି ଚାଲିଯିବେ ମହାଲକ୍ଷ୍ମୀ

୩. ରୋଷେଇ ଘରର ଝରକା ପୂର୍ବ ଦିଗକୁ ରଖିବା ଉଚ୍ଚିତ ଏମିତି କଲେ ସେଇଘରେ କେବେବି ଅର୍ଣ୍ଣ ଓ ଧନର ଅଭାବ ହୋଇ ନଥାଏ |

୪. ରୋଷେଇ ଘରେ କେବେବି ଝାଡୁ କିମ୍ବା ଜୋତା ରଖନ୍ତୁ ନାହିଁ |

୫. ରୋଷେଇ କରିବା ପୂର୍ବରୁ ସବୁବେଳେ ସ୍ନାନ କରି ଯାନ୍ତୁ | ଯଦି ଏମିତି କରିବେନି ତେବେ ଘରେ ଅସୁବିଧା ଲାଗି ରହିବ |