ଦିନିକିଆ ମ୍ୟାଚରେ ଏକ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟପ ୧୦ ଖେଳାଳି,ନମ୍ବର ୧ ରେକର୍ଡ ଭାଙ୍ଗିବା ଅସମ୍ଭବ

ଅନ୍ତଃରାଷ୍ଟ୍ରିୟ କ୍ରିକେଟ ମ୍ୟାଚର ତିନୋଟି ଫର୍ମାଟ୍ ଭିତରୁ ଖେଳାଳି ମାନେ ଟି ୨୦ ମ୍ୟାଚରେ ସବୁଠାରୁ ଅଧିକ ଉତ୍ସୁକ ଥିବା ଦେଖାଯାଏ । ଏମିତିକି ଗୋଟିଏ ଦିନରେ ମଧ୍ୟ ସବୁଠାରୁ ଅଧିକ ରନ୍ କରିଥିବାର ମଧ୍ୟ କେତେକ ଖେଳାଳି ମାନଙ୍କୁ ଦେଖାଯାଏ । ସେହିପରି ଆମେ ଆଜି ସେମିତି କିଛି ଖେଳାଳି ଙ୍କ ବିଷୟ ରେ କହୁଛୁ ଯେଉଁ ମାନେ ଦିନିକିଆ ଖେଳରେ ଗୋଟିଏ ଓଭର ରେ ସର୍ବାଧିକ ରନ୍ ବନେଇ ପାରିଛନ୍ତି। କହିବାକୁ ଗଲେ ପ୍ରଥମେ
 
ଦିନିକିଆ ମ୍ୟାଚରେ ଏକ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟପ ୧୦ ଖେଳାଳି,ନମ୍ବର ୧ ରେକର୍ଡ ଭାଙ୍ଗିବା ଅସମ୍ଭବ

ଅନ୍ତଃରାଷ୍ଟ୍ରିୟ କ୍ରିକେଟ ମ୍ୟାଚର ତିନୋଟି ଫର୍ମାଟ୍ ଭିତରୁ ଖେଳାଳି ମାନେ ଟି ୨୦ ମ୍ୟାଚରେ ସବୁଠାରୁ ଅଧିକ ଉତ୍ସୁକ ଥିବା ଦେଖାଯାଏ । ଏମିତିକି ଗୋଟିଏ ଦିନରେ ମଧ୍ୟ ସବୁଠାରୁ ଅଧିକ ରନ୍ କରିଥିବାର ମଧ୍ୟ କେତେକ ଖେଳାଳି ମାନଙ୍କୁ ଦେଖାଯାଏ ।

ଦିନିକିଆ ମ୍ୟାଚରେ ଏକ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟପ ୧୦ ଖେଳାଳି,ନମ୍ବର ୧ ରେକର୍ଡ ଭାଙ୍ଗିବା ଅସମ୍ଭବ

ସେହିପରି ଆମେ ଆଜି ସେମିତି କିଛି ଖେଳାଳି ଙ୍କ ବିଷୟ ରେ କହୁଛୁ ଯେଉଁ ମାନେ ଦିନିକିଆ ଖେଳରେ ଗୋଟିଏ ଓଭର ରେ ସର୍ବାଧିକ ରନ୍ ବନେଇ ପାରିଛନ୍ତି।

ଦିନିକିଆ ମ୍ୟାଚରେ ଏକ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟପ ୧୦ ଖେଳାଳି,ନମ୍ବର ୧ ରେକର୍ଡ ଭାଙ୍ଗିବା ଅସମ୍ଭବ

କହିବାକୁ ଗଲେ ପ୍ରଥମେ ଦକ୍ଷିଣଆଫ୍ରିକା ର ଖେଳାଳି ହର୍ଷାଲ୍ଲ ଙ୍କର ନାମ ପ୍ରଥମେ ଆସିବ, ସେ ୨୦୦୭ ମସିହାରେ ସେ ବିଶ୍ଵକପ୍ ଖେଳିବା ସମୟରେ ନେଦରଲ୍ୟାଣ୍ଡ ବିପକ୍ଷରେ ଗୋଟିଏ ଓଭର ରେ ୬ଟି ଛକା ମାରିଥିଲେ। ଏହିପରି ଭାବରେ ଏକ ଓଭର ରେ ସର୍ବାଧିକ ରନ୍ କରିଥିଲେ।

ଦିନିକିଆ ମ୍ୟାଚରେ ଏକ ଓଭରରେ ସବୁଠାରୁ ଅଧିକ ରନ୍ କରିଥିବା ଟପ ୧୦ ଖେଳାଳି,ନମ୍ବର ୧ ରେକର୍ଡ ଭାଙ୍ଗିବା ଅସମ୍ଭବ

ଏହା ପରେ ଶ୍ରୀଲଙ୍କା ର ଖେଳାଳି ଥିସାରା ପରେରା ଦ୍ଵିତୀୟ ସ୍ଥାନରେ ଅଛନ୍ତି। ସେହି ଦକ୍ଷିଣ ଆଫ୍ରିକା ର ଖେଳାଳି ଏ ବି ଡିବିଲିୟ ମଧ୍ୟ ଏମାମଲା ରେ ଆଉ ଜଣେ ଧୂରନ୍ଧର ଖେଳାଳି । ସେ ଗୋଟିଏ ଓଭରରେ ଦୁଇ ଥର ୩୦ ଏବଂ ଆଉ ଗୋଟିଏ ଥର ୩୪ ରନ୍ କରିଥିଲେ। ଶ୍ରୀଲଙ୍କା ର ସନଥ୍ ଯୟସୂର୍ଯ ମଧ୍ୟ ଏହି ତାଲିକା ରେ ସାମିଲ ଅଛନ୍ତି।