ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ବନ୍ଧୁଗଣ ଆମ ଆଖ ପାଖରେ ଥିବା ତତ୍ୱ ସର୍ବଦା କିଛି ଦ୍ୱିତ୍ୱ ପ୍ରଦାନ କରିଥାନ୍ତି | ଏହି ସଂକେତ ଦ୍ୱାରା ଆମ ମାନଙ୍କୁ ଶୁଭ ଓ ଅଶୁଭର ଆଗୁଆ ସଂକେତ ମିଳିଥାଏ | ଏହି ସଂକେତ ଆଖ ପାଖରୁ ମିଳିଯାଉଥିବା ସଂକେଟରୁ ମଧ୍ୟ ମିଳିଯାଇଥଏ | ଆଜି ଆମେ ଆପଣଙ୍କୁ କହିବୁ ସେମାନଙ୍କ ବିଷୟରେ ଯେଉଁମାନେ ଆମ ଆଖ ପାଖରେ ରହି ଶୁଭ ଓ ଅଶୁଭର ସଂକେତ ପ୍ରଦାନ କରିଥାନ୍ତି | ୧. ବିରାଡ଼ି :- ଯେଉଁ
 
ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ବନ୍ଧୁଗଣ ଆମ ଆଖ ପାଖରେ ଥିବା ତତ୍ୱ ସର୍ବଦା କିଛି ଦ୍ୱିତ୍ୱ ପ୍ରଦାନ କରିଥାନ୍ତି | ଏହି ସଂକେତ ଦ୍ୱାରା ଆମ ମାନଙ୍କୁ ଶୁଭ ଓ ଅଶୁଭର ଆଗୁଆ ସଂକେତ ମିଳିଥାଏ | ଏହି ସଂକେତ ଆଖ ପାଖରୁ ମିଳିଯାଉଥିବା ସଂକେଟରୁ ମଧ୍ୟ ମିଳିଯାଇଥଏ |

ଆଜି ଆମେ ଆପଣଙ୍କୁ କହିବୁ ସେମାନଙ୍କ ବିଷୟରେ ଯେଉଁମାନେ ଆମ ଆଖ ପାଖରେ ରହି ଶୁଭ ଓ ଅଶୁଭର ସଂକେତ ପ୍ରଦାନ କରିଥାନ୍ତି |

୧. ବିରାଡ଼ି :-

ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ
Fighting cats

ଯେଉଁ ଘରେ ବିରାଡ଼ି ମାନେ କଳି କରୁଥିବାର ଦେଖା ଯାଏ ସେଇ ଘରେ ବିଭ୍ରାଟ ଝଗଡା ଅଥବା ବିବାଦ ଦେଖା ଯିବାର ସଂକେତ ଥାଏ |

୨. ଗାଈ :-

ଯେଉଁ ଘର ଆଗରେ ଗାଈଟିଏ ଆସି ଜୋରରେ ବୋବାଳି ଛାଡେ ସେଘରେ ନିଶ୍ଚୟ ସୁଖର ବୃଦ୍ଧି ହୋଇଥାଏ | ଘରର ବାହାରେ ଗାଈ ବୋବାଳି ଶୁଣିବା ଏକ ଶୁଭ ସଂକେତ |

୩. କୁକୁର:-

କୁକୁରର କାନ୍ଦିବା ଏକ ଅଶୁଭ ସଂକେତ ଅଟେ | ଯଦି କୌଣସି ଘରେ କୁକୁରଟିଏ ଜୋରସେ ବୋବାଏ ତେବେ ଏହା ଏକ ବିପତ୍ତି ଆସିବାର ସଂକେତ ଅଟେ |

୪. ପିମ୍ପୁଡି :-

ଯେଉଁ ଘରେ କଳା ପିମ୍ପୁଡି ଦଳ ବଦଳ ଭାବେ ଦେଖା ଯାନ୍ତି ସେଇ ଘରେ ଶୀଘ୍ର ହିଁ ଧାନ ଲାଭ ହାଇଥାଏ | ଯଦି ଏକ ଲାଇନଏ ଦେଖା ଯାନ୍ତି ଏହାର ଅର୍ଥ ମତ ଭେଦ ଅଟେ ଯାହା ଘର ପାଇଁ ଶୁଭ ନୁହେ |

୫. ମୟୁର :-

ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ମୟୁର ଦେଖିବା ଏକ ଶୁଭ ସଂକେତ ବିଚାର କରାଯାଏ ଯଦି କୌଣସି ଘରେ ମୟୁର ଆସି ବସେ କିମ୍ବା ଘର ବାହାରେ ଦେଖାଦିଏ ତେବେ ଏହା ଶୁଭ ସଂକେତ ବିଚାର କରାଯାଏ |

୬. ବିଛା:-

ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ଗୃହରେ ବିଛା ଯଦି ଦେଖା ଯାନ୍ତି ତେବେ ଏହା ଅଶୁଭ ସଂକେତ ବିଚାର କରାଯାଏ | କିନ୍ତୁ ହଳଦିଆ ବିଛାକୁ ଶୁଭ ସଂକେତର ଏକ ପ୍ରତୀକ ରୂପେ ମନାଯାଏ |

୭. ଚୁଚୁନ୍ଦ୍ରା :-

ଚୁଚୁନ୍ଦ୍ରା ବି ଏକ ଶୁଭ ସଂକେତ ବିଚାର କରାଯାଏ | ଯଦି ଘରେ ଚୁଚୁନ୍ଦ୍ରା ଟିଏ ଦେଖା ଯାଏ ତେବେ ଏହା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ |

୮. କୋଇଲି :-

କୋଇଲି ଘର ଉପରେ ବସିବା ଏକ ଶୁଭ ବିଚାର କରାଯାଏ | ଏହା ଗୃହର ଉନ୍ନତିର ଲକ୍ଷଣ |

୯. ଆହତ ପକ୍ଷୀ:-

ଆହତ ପକ୍ଷୀ ଯଦି ଗୃହ ଉପରେ ପଡେ ତେବେ ଏହା ଏକ ଅଶୁଭ ସଂକେତର ଲକ୍ଷଣ ଅଟେ | ଏହାର ଅର୍ଥ ହେଉଛି ନିକଟରେ ଗୃହରେ ଏକ ଦୃଘଟଣା ଘଟିବାର ସମ୍ଭାବନା ଅଛି |

୧୦. ସାପ :-

ଏହିସବୁ ଜୀବଜନ୍ତୁ ଘର ପାଖରେ ଦେଖା ଯାଆନ୍ତି ତାହାଲେ କିଛି ନିଶ୍ଚିତ ଘଟିବ, ଜାଣନ୍ତୁ ଶୁଭ ଏବଂ ଅଶୁଭ ସଂକେତ ବିଷୟରେ

ଯଦି କୁଆଡେ ଗଲା ବେଳେ ଆପଣ ଏକ ସାପକୁ ଦେଖୁଛନ୍ତି ତେବେ ଏହା ଏକ ଶୁଭର ଲକ୍ଷଣ | ଆପଣ ଯେଉଁ କାମରେ ବାହାରି ଥିବେ ସେଇ କାମଟି ସଫଳ ହେବ |