ପ୍ରେଗନେଟ୍ ଥିବା ବେଳେ ମହିଳାଙ୍କୁ କାହିଁକି ଖଟା ଖାଇବାକୁ ଇଚ୍ଛା ହୁଏ କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଆପଣ ଜାଣିଥିବେ ଯେ ଗର୍ଭବତୀ ନାରୀ ଖଟା ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ କାହିଁକି ଆସନ୍ତୁ ଜାଣିବା। ଗର୍ଭାବସ୍ଥାରେ ଗର୍ଭବତୀ ମା’କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମନ ହୁଏ। ଲେମ୍ବୁ, ଆଚାର, ତେନ୍ତୁଳି, କଞ୍ଚା ଆମ୍ବ ଭଳି ଖଟ୍ଟାଜାତୀୟ ଜିନିଷ ଖାଇବାକୁ ବହୁତ ଇଚ୍ଛା କରନ୍ତି ମହିଳାମାନେ। ଏହାର କାରଣ ହେଲା ଗର୍ଭାବସ୍ଥାରେ ଶରୀରରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଶରୀରରେ ସୋଡିୟମ୍ ମାତ୍ରା କମ୍ ହୋଇଯିବା ବି ଏହାର ମୂଳ କାରଣ। ତେବେ ଏହିସବୁ ଖଟା
 
ପ୍ରେଗନେଟ୍ ଥିବା ବେଳେ ମହିଳାଙ୍କୁ କାହିଁକି ଖଟା ଖାଇବାକୁ ଇଚ୍ଛା ହୁଏ କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଆପଣ ଜାଣିଥିବେ ଯେ ଗର୍ଭବତୀ ନାରୀ ଖଟା ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ କାହିଁକି ଆସନ୍ତୁ ଜାଣିବା। ଗର୍ଭାବସ୍ଥାରେ ଗର୍ଭବତୀ ମା’କୁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବାକୁ ମନ ହୁଏ। ଲେମ୍ବୁ, ଆଚାର, ତେନ୍ତୁଳି, କଞ୍ଚା ଆମ୍ବ ଭଳି ଖଟ୍ଟାଜାତୀୟ ଜିନିଷ ଖାଇବାକୁ ବହୁତ ଇଚ୍ଛା କରନ୍ତି ମହିଳାମାନେ। ଏହାର କାରଣ ହେଲା ଗର୍ଭାବସ୍ଥାରେ ଶରୀରରେ ହର୍ମୋନରେ ପରିବର୍ତ୍ତନ ହୋଇଥାଏ। ଶରୀରରେ ସୋଡିୟମ୍ ମାତ୍ରା କମ୍ ହୋଇଯିବା ବି ଏହାର ମୂଳ କାରଣ।

ପ୍ରେଗନେଟ୍ ଥିବା ବେଳେ ମହିଳାଙ୍କୁ କାହିଁକି ଖଟା ଖାଇବାକୁ ଇଚ୍ଛା ହୁଏ କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ତେବେ ଏହିସବୁ ଖଟା ଗର୍ଭବତୀଙ୍କ ପାଇଁ ଲାଭପ୍ରଦ। ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ସୁଦୃଢ଼ କରିଥାଏ। ଗାଜର ଆଚାରରେ ଭିଟାମିନ୍, କ୍ୟାଲସିୟମ୍, ଆଇରନ୍, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ୱ ରହିଥାଏ। ଏହା ଗର୍ଭବତୀ ମା’ଙ୍କର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନ୍ ସିଷ୍ଟମକୁ ବଢ଼ାଏ। ତେବେ ଘର ତିଆରି ଆଚାର ବା ଖଟା ହିଁ ଖାଇବାକୁ ଚେଷ୍ଟା କରନ୍ତୁ।

ପ୍ରେଗନେଟ୍ ଥିବା ବେଳେ ମହିଳାଙ୍କୁ କାହିଁକି ଖଟା ଖାଇବାକୁ ଇଚ୍ଛା ହୁଏ କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ଗର୍ଭଧାରଣ ସମୟରେ ଶିଶୁର ବିକାଶ ପାଇଁ ମା’ ଶରୀରରେ ପୋଟାସିୟମ୍, ସୋଡ଼ିୟମ୍ ଭଳି ଖଣିଜ ତତ୍ୱର ସନ୍ତୁଳନ ରହିବା ନିହାତି ଜରୁରି। ଆଚାର ବା ଖଟା ଏହି ସନ୍ତୁଳନକୁ ବଜାୟ ରଖେ। ଆଚାରରେ ବ୍ୟବହାର ହେଉଥିବା ସୋରିଷ, ହିଙ୍ଗୁ, କଳା ଜିରା, ପାନ ମଧୁରି ଆଦି ସାମଗ୍ରୀ ପାଚନକ୍ରିୟାକୁ ଠିକ୍ ରଖିଥାଏ। ପ୍ରତିଦିନ ଖାଦ୍ୟରେ ଏହା ଖାଇବା ଫଳରେ ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ।