ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

ପିତୃତ୍ୱ ଲାଭ ପାଇଁ ଶୁକ୍ରାଣୁ ଆବଶ୍ୟକ। ଆଜିକାଲି ଦେଖାଯାଉଛି ଅନେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବାରୁ ସନ୍ତାନ ହେବା ପାଇଁ ଅନେକ ଅସୁବିଧା ହେଉଛି । ପୁରୁଷଙ୍କ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଓ ବେପରୁଆ ଭାବେ ବଞ୍ଚିବା ପାଇଁ ମୁଖ୍ୟତଃ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଉଛି । ଯଦି ଏମିତି ସମସ୍ୟା କେଉଁ ପୁରୁଷ ପାଖରେ ଅଛି ତେବେ ଖାଦ୍ୟର ପ୍ରଭାବ ହୋଇଥାଏ। ଆଜିର ସମୟରେ ଲୋକମମାନେ ଅଧିକ ସମୟ ଫାଷ୍ଟଫୁଡ୍ ଏବଂ ମାଛ
 
ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

ପିତୃତ୍ୱ ଲାଭ ପାଇଁ ଶୁକ୍ରାଣୁ ଆବଶ୍ୟକ। ଆଜିକାଲି ଦେଖାଯାଉଛି ଅନେକ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇବାରୁ ସନ୍ତାନ ହେବା ପାଇଁ ଅନେକ ଅସୁବିଧା ହେଉଛି । ପୁରୁଷଙ୍କ ବ୍ୟସ୍ତ ବହୁଳ ଜୀବନ ଶୈଳୀ ଓ ବେପରୁଆ ଭାବେ ବଞ୍ଚିବା ପାଇଁ ମୁଖ୍ୟତଃ ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଉଛି । ଯଦି ଏମିତି ସମସ୍ୟା କେଉଁ ପୁରୁଷ ପାଖରେ ଅଛି ତେବେ ଖାଦ୍ୟର ପ୍ରଭାବ ହୋଇଥାଏ। ଆଜିର ସମୟରେ ଲୋକମମାନେ ଅଧିକ ସମୟ ଫାଷ୍ଟଫୁଡ୍ ଏବଂ ମାଛ ମାଂସର ବ୍ୟବହାର କରୁଛନ୍ତି। ବର୍ତ୍ତମାନର ମନୁଷ୍ୟ ଅଧିକ ସମୟ ରୋଗାଗ୍ରସ୍ତ ଜୀବନ ଅତିବାହିତ କରୁଛି। ଯଦି ଆମେ ସିଧାସଳଖ ନଜର ପକାଇବା ତେବେ ଖାଦ୍ୟର ପ୍ରଭାବରୁ ରୋଗ ମନୁଷ୍ୟ ଗ୍ରାସ କରିଥାଏ। କହିବାକୁ ଗଲେ ପୁରୁଷ ମାନେ ଅଧିକ ସମୟ ଭୁଲ କରିଥାନ୍ତି ଯାହା ଫଳରେ ସେମାନଙ୍କ ମଧ୍ୟରେ ଥିବା ଶୁକ୍ରାଣୁ ହ୍ରାସ ପାଇଥାଏ। ଯିବାପାଇଁ କିଛି ଲୋକ ବହୁ ଚେଷ୍ଟା ପରେ ମଧ୍ୟ ଗର୍ଭଧାରଣ କରିବାରେ ସକ୍ଷମ ହୋଇପାରିନଥାନ୍ତି। କେବଳ ମହିଳା ନୁହେଁ ପୁରୁଷଙ୍କ ଶରୀରରେ ଶୁକ୍ରାଣୁର ମାତ୍ରା କମ୍‌ ଥିବାରୁ ମଧ୍ୟ ଏଭଳି ସମସ୍ୟା ଉପୁଜିଥାଏ। ତେବେ ଆସନ୍ତୁ ଜାଣିବା ଶୁକ୍ରାଣୁ ବୃଦ୍ଧିରେ କେଉଁ ଜିନିଷ ସାଜେ ବାଧକ।

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

୧) ଆଲ୍‌କହଲ: ପୁରୁଷମାନେ ଅଧିକ ପରିମାଣରେ ଆଲ୍‌କହଲ ସେବନ କରିଥାନ୍ତି। ଏହା କେବଳ ସ୍ୱାସ୍ଥ୍ୟ ଉପରେ ନୁହେଁ, ଆପଣଙ୍କ ଶାରୀରିକ ସମ୍ପର୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଅଳ୍ପ ମାତ୍ରାରେ ଆଲ୍‌କହଲ ସେବନ କରିବା ଦ୍ୱାରା ମଧ୍ୟ ଶୁକ୍ରାଣୁ ପ୍ରଭାବିତ ହୋଇଥାଏ। ଆଲକହଲ୍‌ ଶରୀରରେ ଟେଷ୍ଟୋଷ୍ଟେରନ୍‌ ହରମୋନ୍‌ କ୍ଷରଣ କରିବାରେ ବାଧା ଉପୁଜାଏ। ଫଳରେ ଆପଣ ନିଜ ସାଥୀକୁ ସେତିକି ଖୁସି ଦେଇପାରନ୍ତି ନାହିଁ, ଯେତିକି ସେ ଆପଣଙ୍କ ଠାରୁ ଆଶା କରିଥାନ୍ତି।

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

୨)ପ୍ରୋସେସଡ୍‌ ମାଂସ: ବେକନ, ହେମ୍‌, ସଲାମୀ, ହଟ୍‌ଡଗ୍‌ ଆଦି ପ୍ରୋସେସଡ୍‌ ମାଂସ ପୁରୁଷଙ୍କ ଶରୀର ସମେତ ଶୁକ୍ରାଣୁ ସୃଷ୍ଟିରେ ମଧ୍ୟ ବାଧକ ସାଜିଥାଏ। ଏହା ଶୁକ୍ରାଣୁର ପରିମାଣ ବୃଦ୍ଧି ହେବାକୁ ଦେଇନଥାଏ। ଏଥିସହ ସ୍ପର୍ମର ଗତିଶୀଳତା ମଧ୍ୟ ଆବଶ୍ୟକତାରୁ ଅଧିକ ହ୍ରାସ ପାଏ। ଏଣୁ ପୁରୁଷମାନେ ଏଭଳି ଖାଦ୍ୟଠାରୁ ନିଜକୁ ଦୂରେଇ ରଖିବା ଆବଶ୍ୟକ।

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

୩) ଫାଷ୍ଟଫୁଡ୍‌ ବା ଟ୍ରାନ୍ସଫ୍ୟାଟ୍‌ ଖାଦ୍ୟ: ଅତ୍ୟଧିକ ଫାଷ୍ଟଫୁଡ୍‌ ବା ଟ୍ରାନ୍ସଫ୍ୟାଟ୍‌ ଖାଦ୍ୟର ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ଏହା ଶରୀରରେ ଚର୍ବି ଅଂଶ ବଢ଼ାଇବା ସହ ହୃଦରୋଗର ଆଶଙ୍କା ମଧ୍ୟ ବୃଦ୍ଧି କରିଥାଏ। କେବଳ ସେତିକି ନୁହେଁ, ପୁରୁଷମାନଙ୍କ ଶୁକ୍ରାଣୁ ବୃଦ୍ଧିରେ ମଧ୍ୟ ଏହା ବାଧକ ସାଜିଥାଏ। ଶୁକ୍ରାଣୁର ଅଭାବ ଫଳରେ ଗର୍ଭଧାରଣରେ ମଧ୍ୟ ସମସ୍ୟା ଉପୁଜେ।

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

୪) ସୋୟାବିନ୍‌ ବା ସୋୟା ଉତ୍ପାଦ: ସୋୟାବିନ୍‌ ଓ ସୋୟା ଉତ୍ପାଦ ସ୍ୱାସ୍ଥ୍ୟ ପାଇଁ ହେଲ୍‌ଦି ଓ ପାଟିକୁ ଟେଷ୍ଟି ଲାଗୁଥିଲେ ମଧ୍ୟ ବେଡ୍‌ରୁମ୍‌ ଲାଇଫ୍‌ ପାଇଁ ଏହା କ୍ଷତିକାରକ ହୋଇଥାଏ। ଗର୍ଭଧାରଣ ପାଇଁ ଚାହୁଁଥିବା ବ୍ୟକ୍ତି ସୋୟାବିନ୍‌ ସେବନରୁ ନିବୃତ୍ତ ରହିବା ଉଚିତ। କାରଣ ସୋୟାବିନ୍‌ରେ ଅଧିକ ପରିମାଣରେ ଫାଇଟୋଇଷ୍ଟ୍ରୋଜେନ୍‌ ମହଜୁଦ୍‌ ଥାଏ। ଯାହା ପୁରୁଷଙ୍କ ଶରୀରରେ ଶୁକ୍ରାଣୁ ସୃଷ୍ଟିରେ ସମସ୍ୟା ସୃଷ୍ଟି କରେ।

ପୁରୁଷଙ୍କ ଶୁକ୍ରାଣୁ ବୃଦ୍ଧିରେ ବାଧକ ସାଜେ ଏହି ୫ଟି ଖାଦ୍ୟପଦାର୍ଥ, ଆଜିରୁ ହିଁ ଖାଇବା ଛାଡନ୍ତୁ ନହେଲେ ବାପା ହୋଇପାରିବେନି

୫) ଦୁଗ୍ଧଜାତୀୟ ପଦାର୍ଥ: ଅଧିକ ପରିମାଣରେ ଦୁଗ୍ଧ କିମ୍ବା ଦୁଗ୍ଧଜାତୀୟ ପଦାର୍ଥ ସେବନ ପୁରୁଷଙ୍କ ସମ୍ଭୋଗରେ ସମସ୍ୟା ଉପୁଜାଇଥାଏ। ଡାଏରୀ ପ୍ରଡକ୍ଟ ଗାଈଙ୍କ ଠାରୁ ଆସୁଥିବାରୁ ଏଥିରେ ଇଷ୍ଟ୍ରୋଜେନ୍‌ ରହିଥାଏ। କେବଳ ଏତିକି ନୁହେଁ ଅଧିକ କ୍ଷୀର ଦେବା ଲାଗି ଗାଈଙ୍କୁ ଷ୍ଟେରଏଡ୍‌ ମଧ୍ୟ ଦିଆଯାଏ, ଯାହା ପୁରୁଷଙ୍କ ଶୁକ୍ରର କ୍ୱାଲିଟି ଉପରେ ଖରାପ ପ୍ରଭାବ ପକାଇଥାଏ। ଏଣୁ ଫୁଲଫ୍ୟାଟ୍‌ କ୍ଷୀର ବଦଳରେ ଆମଡ୍‌ ମିଲ୍କ କିମ୍ବା ଲୋ ଫ୍ୟାଟ୍‌ ଡାଏରୀ ପ୍ରଡକ୍ଟ ବ୍ୟବହାର କରନ୍ତୁ।