ଘରେ କଲେଜ ଯାଉଛୁ କହି ବାହାରି ଗେଷ୍ଟ ହାଉସରେ ଏହି ଅବସ୍ଥାରେ ଧରା ପଡିଲେ ୬ ପ୍ରେମୀ ଯୁଗଳ, ପାଖରୁ ମିଳିଲା ଏହିସବୁ ଜିନିଷ

ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରେମୀଯୁଗଳଙ୍କ କାରନାମା। ଘରୁ କଲେଜ ଯାଉଛି କହି ସିପି ଛକରେ ଏକ ଗେଷ୍ଟ ହାଉସ୍ରେ ଦେହବେପାର ଚାଲିଥିବା ବେଳେ ପୋଲିସ୍ ହାତରେ ଧରା ପଡିଛନ୍ତି। ୬ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ୬ ଯୁବତୀଙ୍କୁ ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ଜଗତସିଂହପୁର ଟାଉନ୍ ଥାନା ପୋଲିସ୍।ଉଦ୍ଧାର ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ କଲେଜ ଛାତ୍ରୀ। ସେମାନେ ବିଭିନ୍ନ କଲେଜରେ ପାଠ ପଢ଼ନ୍ତି। ସୂଚନା ମୁତାବକ ଦେହବେପାର ଚାଲିଥିଲା
 
ଘରେ କଲେଜ ଯାଉଛୁ କହି ବାହାରି ଗେଷ୍ଟ ହାଉସରେ ଏହି ଅବସ୍ଥାରେ ଧରା ପଡିଲେ ୬ ପ୍ରେମୀ ଯୁଗଳ, ପାଖରୁ ମିଳିଲା ଏହିସବୁ ଜିନିଷ

ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି ପ୍ରେମୀଯୁଗଳଙ୍କ କାରନାମା। ଘରୁ କଲେଜ ଯାଉଛି କହି ସିପି ଛକରେ ଏକ ଗେଷ୍ଟ ହାଉସ୍‌ରେ ଦେହବେପାର ଚାଲିଥିବା ବେଳେ ପୋଲିସ୍ ହାତରେ ଧରା ପଡିଛନ୍ତି। ୬ ପ୍ରେମିକଙ୍କୁ ଗିରଫ କରିଥିବା ବେଳେ ୬ ଯୁବତୀଙ୍କୁ ଧରି ସେମାନଙ୍କ ପରିବାରକୁ ହସ୍ତାନ୍ତର କରିଛି ଜଗତସିଂହପୁର ଟାଉନ୍‌ ଥାନା ପୋଲିସ୍।ଉଦ୍ଧାର ହୋଇଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣ କଲେଜ ଛାତ୍ରୀ। ସେମାନେ ବିଭିନ୍ନ କଲେଜରେ ପାଠ ପଢ଼ନ୍ତି।

ଘରେ କଲେଜ ଯାଉଛୁ କହି ବାହାରି ଗେଷ୍ଟ ହାଉସରେ ଏହି ଅବସ୍ଥାରେ ଧରା ପଡିଲେ ୬ ପ୍ରେମୀ ଯୁଗଳ, ପାଖରୁ ମିଳିଲା ଏହିସବୁ ଜିନିଷ

ସୂଚନା ମୁତାବକ ଦେହବେପାର ଚାଲିଥିଲା ବେଳେ ଏ ସମ୍ପର୍କରେ ସଦର ଥାନା ପୁଲିସ ଜାଣିପାରି ଅଚାନକ ଉକ୍ତ ଗେଷ୍ଟ ହାଉସରେ ଚଢ଼ଉ କରିଥିଲା। ଏହି ସମୟରେ ୬ଟି ରୁମ୍‌ରେ ୬ ଜଣ ଯୁବକ ଓ ୬ ଜଣ ଯୁବତୀଙ୍କୁ ଅସଞ୍ଜତ ଅବସ୍ଥାରେ ପୁଲିସ ଧରିଥିଲା।

ଘରେ କଲେଜ ଯାଉଛୁ କହି ବାହାରି ଗେଷ୍ଟ ହାଉସରେ ଏହି ଅବସ୍ଥାରେ ଧରା ପଡିଲେ ୬ ପ୍ରେମୀ ଯୁଗଳ, ପାଖରୁ ମିଳିଲା ଏହିସବୁ ଜିନିଷ

ତେବେ ପାଖରୁ କିଛି କଣ୍ଡୋମ ମଧ୍ୟ ଉଦ୍ଧାର କରିଥିଲା। ଏମାନେ ପ୍ରେମୀ ଯୁଗଳ ବୋଲି ଜଣାପଡ଼ିଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ ଜଣେ ଗେଷ୍ଟ ହାଉସ୍‌ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।