ଜଣେ IAS ଅଫିସର ଙ୍କୁ ଏତେ ସାଲାରୀ ସହ ମିଳେ ବହୁତ ଗୁଡ଼ାଏ ସୁବିଧା, ଜାଣନ୍ତୁ ଏହି ସବୁ ସୁବିଧା ବିଷୟରେ

ଗୋଟେ IAS ଅଫିସର ହେବା ବହୁତ୍ ବଡ଼ କଥା ଟିଏ। IAS ହବା ପାଇଁ ଦିନ ରାତି ପରିଶ୍ରମ କରିବାକୁ ପଡେ। ଏହି ପଦ ପାଇବା ଗୋଟେ ଗୌରବମୟ କଥା। ଏମାନଙ୍କୁ ବହୁ ସୁବିଧା ଏବଂ ପ୍ରତିଷ୍ଠା ଛଡା ମୋଟା ସାଲାରୀ ଓ ଶକ୍ତି ମିଳେ। ଆଜି ଆମେ ଆପଣଙ୍କୁ IAS ଅଫିସର୍ କୁ ମିଳୁଥିବା ସୁବିଧା ବିଷୟରେ କହିବୁ। ସରକାରୀ ଘର- IAS ଅଫିସର କୁ ଦୁପ୍ଲେକ୍ସ ବଙ୍ଗଳା ମିଳେ ରହିବାକୁ। ସର୍ଭିସ କୁଅଟର- ଯେବେ
 
ଜଣେ IAS ଅଫିସର ଙ୍କୁ ଏତେ ସାଲାରୀ ସହ ମିଳେ ବହୁତ ଗୁଡ଼ାଏ ସୁବିଧା, ଜାଣନ୍ତୁ ଏହି ସବୁ ସୁବିଧା ବିଷୟରେ

ଗୋଟେ IAS ଅଫିସର ହେବା ବହୁତ୍ ବଡ଼ କଥା ଟିଏ। IAS ହବା ପାଇଁ ଦିନ ରାତି ପରିଶ୍ରମ କରିବାକୁ ପଡେ। ଏହି ପଦ ପାଇବା ଗୋଟେ ଗୌରବମୟ କଥା। ଏମାନଙ୍କୁ ବହୁ ସୁବିଧା ଏବଂ ପ୍ରତିଷ୍ଠା ଛଡା ମୋଟା ସାଲାରୀ ଓ ଶକ୍ତି ମିଳେ।

ଜଣେ IAS ଅଫିସର ଙ୍କୁ ଏତେ ସାଲାରୀ ସହ ମିଳେ ବହୁତ ଗୁଡ଼ାଏ ସୁବିଧା, ଜାଣନ୍ତୁ ଏହି ସବୁ ସୁବିଧା ବିଷୟରେ

ଆଜି ଆମେ ଆପଣଙ୍କୁ IAS ଅଫିସର୍ କୁ ମିଳୁଥିବା ସୁବିଧା ବିଷୟରେ କହିବୁ।

ସରକାରୀ ଘର-

IAS ଅଫିସର କୁ ଦୁପ୍ଲେକ୍ସ ବଙ୍ଗଳା ମିଳେ ରହିବାକୁ।

ଜଣେ IAS ଅଫିସର ଙ୍କୁ ଏତେ ସାଲାରୀ ସହ ମିଳେ ବହୁତ ଗୁଡ଼ାଏ ସୁବିଧା, ଜାଣନ୍ତୁ ଏହି ସବୁ ସୁବିଧା ବିଷୟରେ

ସର୍ଭିସ କୁଅଟର-

ଯେବେ ତାଙ୍କୁ ନିଜ ସହର ରେ ଚାକିରି ମିଳେ ସେବା ତାଙ୍କୁ ସାଇଥି ସରକାରୀ ଘର ମିଳେ।

ଟ୍ରାନ୍ସପୋର୍ଟ –

ଏମାନଙ୍କୁ ୧ କିମ୍ବା ୩ ତା ଗାଡ଼ି ଦୀୟ ଯାଏ ନିଜ ଜାତ ୟତ ପାଇଁ। ଗାଡି ଚାଳନା ପାଇଁ ଡ୍ରାଇଭର ଭି ଦିଆ ଯାଇଥାଏ। ଏହି ଗାଡି ରେ ବ୍ଲୁ ଲାଇଟ୍ ଲାଗିଥାଏ ଓ ମୁଖ୍ୟ ସଚିବ ରେ ନିଯୁକ୍ତି ପାଇ ଥିବା ମାନକ ଗାଡ଼ି ରେ ନାଲି ବତି ଥାଏ।

ସୁରକ୍ଷା-

IAS ଅଧିକାରୀ ଙ୍କ ସହ ତାଙ୍କ ଘର ଲୋକଙ୍କୁ ମଧ୍ୟ ସୁରକ୍ଷା ଦୀୟ ଯାଏ। ରାଜ୍ୟ ମୁଖ୍ୟାଳୟ ରେ ଥିବା ଅଧିକାରୀ ଙ୍କୁ ୩ ହୋମ ଗାର୍ଡ ଓ ୨ ଅଙ୍ଗରକ୍ଷକ୍ ଦୀୟ ଯାଏ।

ବିଲ୍-

ଆମ ଘରାଇ ସୁବିଧା ପାଇଁ ଏହି ଅଧିକାରୀ ଙ୍କୁ କୋନୋଷି ବିଲ୍ ଦବା କୁ ପଡେନାହିଁ। ଉଦାହରଣ ସ୍ୱରୂପ ବିଜୁଳି ବା ନିଜ ଅଧିକାରୀ ନିବାସ ପାଇଁ ଭାରି ଶବ୍ ସିଡି ରୁ ମୁକ୍ତ କରାଯାଇଛି।

ଟବ୍ଲେ-

ଅଧିକାରୀଙ୍କ କିମ୍ବା ଅନୋପଚରିତ୍ ଯାତ୍ରା ପାଇଁ ଅଧିକରୁ କୁ ବିଭିନ୍ନ ରାଜ୍ୟ ରେ ସିର୍ଚିତ୍ ହାଉସ ସରକାରୀ ବଙ୍ଗଳା କିମ୍ବା ଅନ୍ୟ ଘର ରୁ ଶବ୍ ସିଡି ଘର ର ବି ସୁବିଧା ନିଅନ୍ତି।

ଘରୋଇ କର୍ମଚାରୀ –

ଘର କାମ କରିବା ପାଇଁ ଘରୋଇ କର୍ମଚାରୀ ଭି ଦୀୟ ଯାଏ।

ଜଣେ IAS ଅଫିସର ଙ୍କୁ ଏତେ ସାଲାରୀ ସହ ମିଳେ ବହୁତ ଗୁଡ଼ାଏ ସୁବିଧା, ଜାଣନ୍ତୁ ଏହି ସବୁ ସୁବିଧା ବିଷୟରେ

ଅନ୍ୟ ଲାଭ –

ଅଧିକାରୀ କୁଁ ପିଏଫ,ଗ୍ରେଚୁଇଟି, ହେଏଲ୍ଟ୍ କ୍ୟାରେ, ଆଜୀବନ ପେନସନ ଓ ବହୁ ଅନ୍ୟ ଲାଭ ଆଉ ସୁବିଧା ଭି ଦୀୟ ଯାଏ।

ଅନୋପରଚିକ୍ ଲାଭ –

ଏହା ଛଡା ଏମାନଙ୍କୁ ଜିଲା କିମ୍ବା ଅନେକ ଅଧିକାରୀ ଜଗା ରେ ଯାଇଥିବା ସବୁ ଆୟୋଜନ ରେ ଆମନ୍ତ୍ରିତ କରାଯାଏ। ଏହା ଭିତରୁ କ୍ରିକେଟ୍ ମ୍ୟାଚ୍, ସଙ୍ଗୀତ ଉତ୍ସବ, ପାର୍ଟି କିମ୍ବା ଅନ୍ୟ ଏଭନ୍ତ୍ ରେ ସାମିଲ୍ କରାଯାଏ।