ରାଜଧାନୀ ର ସାଙ୍ଘାତିକ ଘଟଣା, OYO ରୁମ ରେ ଲାଗିଥିଲା ହିଡେନ କେମେରା, ତାପରେ…

ବର୍ତମାନ ରାଜଧାନୀ ଭୁବନେଶ୍ୱର ରେ ପଦା ପଡିଲା ଓୟୋ ର ସୁରକ୍ଷା , ଯଦି ଆପଣ ବି ଓୟୋ ହୋଟେଲ ବୁକ କରି ନିଜ ସାଥି ସହ ସମୟ ବିତାଇବା ପାଇଁ ଭାବିଛନ୍ତି ତ ହୋଇ ଯାଆନ୍ତୁ ସାବଧାନ । ରିପୋର୍ଟ ଅନୁସାରେ, ନୟାପଲ୍ଲିସ୍ଥିତ ସାଇ ଆର୍ଯ୍ୟା ରେସିଡେନ୍ସିରେ ଥିବା ଓୟୋ ରୁମରେ ୨ ଜଣ ଯୁବକ ଯୁବତୀ କିଛି ସମୟ ବିତାଇବା ପାଇଁ ଗତ ୫ ତାରିଖରେ ଯାଇଥିଲେ । ମାତ୍ର କିଏ ଜାଣିଥିଲା ଯେ
 
ରାଜଧାନୀ ର ସାଙ୍ଘାତିକ ଘଟଣା, OYO ରୁମ ରେ ଲାଗିଥିଲା ହିଡେନ କେମେରା, ତାପରେ…

ବର୍ତମାନ ରାଜଧାନୀ ଭୁବନେଶ୍ୱର ରେ ପଦା ପଡିଲା ଓୟୋ ର ସୁରକ୍ଷା , ଯଦି ଆପଣ ବି ଓୟୋ ହୋଟେଲ ବୁକ କରି ନିଜ ସାଥି ସହ ସମୟ ବିତାଇବା ପାଇଁ ଭାବିଛନ୍ତି ତ ହୋଇ ଯାଆନ୍ତୁ ସାବଧାନ ।

ରାଜଧାନୀ ର ସାଙ୍ଘାତିକ ଘଟଣା, OYO ରୁମ ରେ ଲାଗିଥିଲା ହିଡେନ କେମେରା, ତାପରେ…

ରିପୋର୍ଟ ଅନୁସାରେ, ନୟାପଲ୍ଲିସ୍ଥିତ ସାଇ ଆର୍ଯ୍ୟା ରେସିଡେନ୍ସିରେ ଥିବା ଓୟୋ ରୁମରେ ୨ ଜଣ ଯୁବକ ଯୁବତୀ କିଛି ସମୟ ବିତାଇବା ପାଇଁ ଗତ ୫ ତାରିଖରେ ଯାଇଥିଲେ । ମାତ୍ର କିଏ ଜାଣିଥିଲା ଯେ ସେମାନଙ୍କ ଅନ୍ତରଙ୍ଗ ଭିଡ଼ିଓ ଡୋର ଲକ ଦ୍ୱାରା ରେକର୍ଡିଙ୍ଗ କରା ଯାଇଛି, କିଛି ଦିନ ପରେ ଯୁବତୀଙ୍କୁ ନଭେମ୍ବର ୮ ତାରିଖରେ ୪ଟି ଭିନ୍ନ ଭିନ୍ନ ନମ୍ବରରୁ ଫୋନ୍ ଆସିଥିଲା ।

ରାଜଧାନୀ ର ସାଙ୍ଘାତିକ ଘଟଣା, OYO ରୁମ ରେ ଲାଗିଥିଲା ହିଡେନ କେମେରା, ତାପରେ…

ଫୋନରେ ସଂପୃକ୍ତ ବ୍ୟକ୍ତି କହିଥିଲେ ଯେ, ୫ ତାରିଖରେ ହୋଟେଲକୁ ଆସିଥିବା ଯୁବକ-ଯୁବତୀଙ୍କର ଅନ୍ତରଙ୍ଗ ମୂହୁର୍ତ୍ତର ଫଟୋ ଓ ଭିଡିଓ ସେମାନଙ୍କ ପାଖରେ ଅଛି । ସେମାନେ ୧ ଲକ୍ଷ ଟଙ୍କା ମାଗିଥିଲେ କିନ୍ତୁ ୫୦,୦୦୦ ରେ ଡ଼ିଲ ଫାଇନାଲ ହୋଇଥିଲା । ପଇସା ମିଳିବ ପରେ ସେମାନଙ୍କୁ ଫଟୋ ଓ ଭିଡିଓ ଦିଆଯିବ ବୋଲି କହିଥିଲେ । ବ୍ଲାକମେଲର କହିଥିଲା ଯଦି ଟଙ୍କା ନଦେବ ତେବେ ସେ ସବୁକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଇଦେବ ।

ରାଜଧାନୀ ର ସାଙ୍ଘାତିକ ଘଟଣା, OYO ରୁମ ରେ ଲାଗିଥିଲା ହିଡେନ କେମେରା, ତାପରେ…

୨୮ ନଭେମ୍ବର ରେ ଟଙ୍କା ଦେବାକୁ ଯୁବତୀ ଜଣଙ୍କ ସିଆରପି ପାଖକୁ ସଂପୃକ୍ତ ଯୁବକଙ୍କୁ ଡାକି ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସେମାନଙ୍କୁ କାବୁ କରିଥିଲା । ଏହାପରେ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ ପରେ ୨ ଜଣ ଓୟୋ କର୍ମଚାରୀଙ୍କୁ ପୋଲିସ ଅଟର ରଖି ପଚରା ଉଚୁରା କରୁଛି । ଯୁବତୀଙ୍କର ମଧ୍ୟ ବୟାନ୍ ରେକର୍ଡ କରାଯାଇଥିବା ଜଣାପଡ଼ିଛି । ବର୍ତମାନ ପୋଲିସ କୁ ଅଭିଯୋଗ ହେଲା ପରେ ଏ ଘଟଣାର ତଦନ୍ତ କରୁଛି ।