IPL 2020 ରେ ଖେଳି ପାରନ୍ତି ପାକିସ୍ତାନ ର ଏହି ଶ୍ରେଷ୍ଠ ଖେଳାଳି ଯିଏ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଭୟବିତ୍ତ କରିଥିଲେ

ଆପଣମାଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ସତ କଥା ହେଉଛି ଏହା ଯେ ପାକିସ୍ତାନ ର ପ୍ରସିଦ୍ଧ ଖେଳାଳି ମହମ୍ମଦ ଅମୀର ୨୦୨୦ ଆଇପିଏଲ ରେ ଖେଳିବାର ଦେଖା ଯାଇ ପାରିବେ | ଅମୀର ତାଙ୍କ ଗୋଟେ ନିର୍ଣ୍ଣୟ ପାଇଁ ପୁରା ପାକିସ୍ତାନ ରେ ଚହଳ ସୃଷ୍ଟି କରି ଦେଇଥିଲା | ଅମୀର ପାଖା ପାଖି ୨୭ ବର୍ଷ ବୟସ ରେ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ଗ୍ରହଣ କରିବା ଖବର ସମସ୍ତଙ୍କୁ ଚମକେଇ ଦେଇଛି | ଖବର
 
IPL 2020 ରେ ଖେଳି ପାରନ୍ତି ପାକିସ୍ତାନ ର ଏହି ଶ୍ରେଷ୍ଠ ଖେଳାଳି ଯିଏ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଭୟବିତ୍ତ କରିଥିଲେ

ଆପଣମାଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ସତ କଥା ହେଉଛି ଏହା ଯେ ପାକିସ୍ତାନ ର ପ୍ରସିଦ୍ଧ ଖେଳାଳି ମହମ୍ମଦ ଅମୀର ୨୦୨୦ ଆଇପିଏଲ ରେ ଖେଳିବାର ଦେଖା ଯାଇ ପାରିବେ |

IPL 2020 ରେ ଖେଳି ପାରନ୍ତି ପାକିସ୍ତାନ ର ଏହି ଶ୍ରେଷ୍ଠ ଖେଳାଳି ଯିଏ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଭୟବିତ୍ତ କରିଥିଲେ

ଅମୀର ତାଙ୍କ ଗୋଟେ ନିର୍ଣ୍ଣୟ ପାଇଁ ପୁରା ପାକିସ୍ତାନ ରେ ଚହଳ ସୃଷ୍ଟି କରି ଦେଇଥିଲା | ଅମୀର ପାଖା ପାଖି ୨୭ ବର୍ଷ ବୟସ ରେ ଟେଷ୍ଟ କ୍ରିକେଟ ରୁ ସନ୍ୟାସ ଗ୍ରହଣ କରିବା ଖବର ସମସ୍ତଙ୍କୁ ଚମକେଇ ଦେଇଛି |

IPL 2020 ରେ ଖେଳି ପାରନ୍ତି ପାକିସ୍ତାନ ର ଏହି ଶ୍ରେଷ୍ଠ ଖେଳାଳି ଯିଏ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଭୟବିତ୍ତ କରିଥିଲେ

ଖବର ଅନୁସାରେ ଅମୀର ଏବେ ବ୍ରିଟେନ ର ନାଗରୀତା ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି | ଯାହାକି ତାଙ୍କ ପତ୍ନୀର ନାଗରୀତା ର ଆଧାର ଉପରେ ଦିଆଯାଏ ଏବଂ ସେଥିପାଇଁ ଅମିର ଆବେଦନ ମଧ୍ୟ କରିଛନ୍ତି |

IPL 2020 ରେ ଖେଳି ପାରନ୍ତି ପାକିସ୍ତାନ ର ଏହି ଶ୍ରେଷ୍ଠ ଖେଳାଳି ଯିଏ ଭାରତୀୟ ଖେଳାଳିଙ୍କୁ ମଧ୍ୟ ଭୟବିତ୍ତ କରିଥିଲେ

ଯଦି ଅମୀର ଙ୍କୁ ବ୍ରିଟେନ ର ନାଗରୀତା ମିଳିଯାଏ ତେବେ ସେ ଆଇପିଏଲ ଖେଳିବାର ମୌକା ମଧ୍ୟ ପାଇବେ କାରଣ ପାକିସ୍ତାନ ର ଅଜହର ମହମ୍ମଦ ବ୍ରିଟିଶ ନାଗରୀତା ନେବା ପରେ ହିଁ ଆଇପିଏଲ ଖେଳିଥିଲେ