ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଜିଓ ପୁଣି ଆଣିଲା ଏହି ୨ ଶସ୍ତା ପ୍ଲାନ ଏବେ ମାତ୍ର ଏତିକି ଟଙ୍କାରେ ପାଇବେ ସବୁ ସୁବିଧା

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍ ସେକ୍ଟରରେ ଟେଲିକମ୍ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି। ଏୟାରଟେଲ ଓ ଭୋଡାଫୋନ୍-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି। ଆସନ୍ତୁ ଜାଣିବା ଜିଓର ୧୪୯ ଏବଂ ୯୮ ପ୍ଲାନରେ ଆପଣଙ୍କୁ କ’ଣ ସୁବିଧା ମିଳିବ
 
ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଜିଓ ପୁଣି ଆଣିଲା ଏହି ୨ ଶସ୍ତା ପ୍ଲାନ ଏବେ ମାତ୍ର ଏତିକି ଟଙ୍କାରେ ପାଇବେ ସବୁ ସୁବିଧା

ଜିଓ ଗ୍ରାହକଙ୍କ ପାଇଁ ଖୁସି ଖବର। ରିଲାଏନ୍ସ ଜିଓ ପୁଣିଥରେ ଟେଲିକମ୍‌ ସେକ୍ଟରରେ ଟେଲିକମ୍‌ କମ୍ପାନିମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ାଇ ଦେଇଛି। ଏୟାରଟେଲ ଓ ଭୋଡାଫୋନ୍‌-ଆଇଡିଆର ଗ୍ରାହକ ଏଣିକି ଅନ୍ୟ ନେଟଓ୍ଵାର୍କକୁ ମାଗଣା କଲ କରି ପାରିବେ ବୋଲି ଘୋଷଣା କରାଯିବା ପରେ ରିଲାଏନ୍ସ ଜିଓ ତାର ୯୮ ଓ ୧୪୯ଟଙ୍କାର ପ୍ଲାନ୍‌କୁ ପୁଣି ଥରେ ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି। ଆସନ୍ତୁ ଜାଣିବା ଜିଓର ୧୪୯ ଏବଂ ୯୮ ପ୍ଲାନରେ ଆପଣଙ୍କୁ କ’ଣ ସୁବିଧା ମିଳିବ

ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଜିଓ ପୁଣି ଆଣିଲା ଏହି ୨ ଶସ୍ତା ପ୍ଲାନ ଏବେ ମାତ୍ର ଏତିକି ଟଙ୍କାରେ ପାଇବେ ସବୁ ସୁବିଧା

୧୪୯ ପ୍ଲାନରେ ୟୁଜର୍ସଙ୍କୁ ଏହି ପ୍ୟାକ୍‌ରେ ପ୍ରତିଦିନ ୧ ଜିବି ଡାଟା ସହିତ ଜିଓ-ଟୁ-ଜିଓ ଫ୍ରି ଅନଲିମିଡେଟ୍‌ କଲ୍‌ କରିବାର ସୁବିଧା ରହିଥିବା ବେଳେ ଅନ୍ୟ ନେଟଓ୍ଵାର୍କକୁ କଲ କରିବା ପାଇଁ ୩୦୦ ଏଫ୍‌ୟୁପି ମିନିଟ୍‌ର ସୁବିଧା ମିଳିବ। ଏହି ପ୍ୟାକ୍‌ରେ ବୈଧତା ମାତ୍ର ୨୪ ଦିନ ରହିବ।

ଜିଓ ୟୁଜର୍ସଙ୍କ ପାଇଁ ଖୁସି ଖବର, ଜିଓ ପୁଣି ଆଣିଲା ଏହି ୨ ଶସ୍ତା ପ୍ଲାନ ଏବେ ମାତ୍ର ଏତିକି ଟଙ୍କାରେ ପାଇବେ ସବୁ ସୁବିଧା

୯୮ ପ୍ଲାନରେ ୟୁଜର୍ସଙ୍କୁ ୨ ଜିନି ଡାଟା ସହ ୧୦୦ଟି ଏସ୍‌ଏମ୍‌ଏସ୍‌ କରିବାର ସୁବିଧା ମିଳିବ। ୟୁଜର୍ସ ଜିଓ-ଟୁ-ଜିଓ ଫ୍ରି ଅନଲିମିଡେଟ୍‌ କଲ କରିପାରିବେ। କିନ୍ତୁ ଅନ୍ୟ ନେଟଓ୍ଵାର୍କକୁ କଲ୍‌ କରିବା ପାଇଁ ଆଇୟୁସି ଚାର୍ଜ ଦେବାକୁ ପଡିବ। ଏହି ରିଚାର୍ଜ ପ୍ଲାନ ସମୟ ସୀମା ୨୮ ଦିନ ପର୍ଯ୍ୟନ୍ତ ରହିବ।