ବାହାଘର ବେଦୀରେ କନ୍ୟାର ସାନ ଭଉଣୀକୁ ଭଲ ପାଇ ବସିଲା ବର, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ବାହାଘର ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଜଣେ ବ୍ୟକ୍ତି ଗୋଟିଏ ମଣ୍ଡପରେ ନିଜ ପତ୍ନୀ ଓ ଶାଳୀଙ୍କୁ ଏକା ସହ ବିବାହ କରିଛନ୍ତି। ବିବାହ ବେଦିରେ ପତ୍ନୀ ଓ ଶାଳୀ ନବବଧୂ ଭଳି ସଜେଇ ହୋଇଥିବାବେଳେ ଯୁବକ ଜଣକ ଦୁଇଜଣଙ୍କୁ ବରଣମାଳା ମଧ୍ୟ ପିନ୍ଧାଇଛନ୍ତି। ଦିଲ୍ଲୀପ ନାମକ ଏହି ଯୁବକ ଗୋଟିଏ ମଣ୍ଡପରେ ନିଜ ପତ୍ନୀ ଓ ନିଜ ଶାଳୀଙ୍କ ସହିତ ସାତଫେରା ନେବା ସହ
 
ବାହାଘର ବେଦୀରେ କନ୍ୟାର ସାନ ଭଉଣୀକୁ ଭଲ ପାଇ ବସିଲା ବର, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ବାହାଘର ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଠାରେ ଜଣେ ବ୍ୟକ୍ତି ଗୋଟିଏ ମଣ୍ଡପରେ ନିଜ ପତ୍ନୀ ଓ ଶାଳୀଙ୍କୁ ଏକା ସହ ବିବାହ କରିଛନ୍ତି। ବିବାହ ବେଦିରେ ପତ୍ନୀ ଓ ଶାଳୀ ନବବଧୂ ଭଳି ସଜେଇ ହୋଇଥିବାବେଳେ ଯୁବକ ଜଣକ ଦୁଇଜଣଙ୍କୁ ବରଣମାଳା ମଧ୍ୟ ପିନ୍ଧାଇଛନ୍ତି। ଦିଲ୍ଲୀପ ନାମକ ଏହି ଯୁବକ ଗୋଟିଏ ମଣ୍ଡପରେ ନିଜ ପତ୍ନୀ ଓ ନିଜ ଶାଳୀଙ୍କ ସହିତ ସାତଫେରା ନେବା ସହ ଦୁହିଁଙ୍କୁ ଏକାସାଙ୍ଗରେ ବରଣମାଳା ପିନ୍ଧାଇଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ବିବାହରେ ପୁରାଗ୍ରାମ ମଧ୍ୟ ସାମିଲ ଥିଲା।

ବାହାଘର ବେଦୀରେ କନ୍ୟାର ସାନ ଭଉଣୀକୁ ଭଲ ପାଇ ବସିଲା ବର, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ପତ୍ନୀ ବିନିତା ସରପଂଚ ଥିବାବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ବିବାହ ୯ ବର୍ଷ ତଳେ ହୋଇଥିଲା। ଏମାନଙ୍କର ତିନିଟି ସନ୍ତାନ ଥିବାବେଳେ ସେ ତାଙ୍କ ସମ୍ପର୍କୀୟ ଶାଳୀ ରଚନାଙ୍କୁ ବିବାହ କରିଛନ୍ତି। ଏହି ନିଆରା ବିବାହ କାର୍ଯ୍ୟକ୍ରମରେ ଉଭୟ ପତ୍ନୀ ଓ ଶାଳୀ ବେଦିରେ ବସିଥିବାବେଳେ ଦୁହିଁଙ୍କୁ ବରଣମାଳା ଓ ସିନ୍ଦୁର ପିନ୍ଧାଇ ସେ ପତ୍ନୀ ଭାବେ ଗ୍ରହଣ କରିଛନ୍ତି।

ବାହାଘର ବେଦୀରେ କନ୍ୟାର ସାନ ଭଉଣୀକୁ ଭଲ ପାଇ ବସିଲା ବର, ଆଉ ତାପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ତେବେ ଗ୍ରାମବାସୀଙ୍କ କହିବା ଅନୁଯାୟୀ ବିନିତା କିଛିଦିନ ହେବ ବେମାର ଅଛନ୍ତି ଯେଉଁ କାରଣରୁ ଦିପୁ ବିନୀତାଙ୍କ ଦାଦାଙ୍କ ଝିଅ ରଚନାଙ୍କୁ ରୀତି ନୀତି ଅନୁଯାୟୀ ଦ୍ଵିତୀୟ ଥର ବିବାହ କରିଛନ୍ତି। କିନ୍ତୁ ଏହି ବିବାହରେ ବ୍ୟତିକ୍ରମ ହେଉଛି ସେ ଗୋଟିଏ ମଣ୍ଡପରେ ଏକାଥରେ ନିଜ ପତ୍ନୀ ଓ ନିଜ ସାଳିଙ୍କୁ ଏକାସହ କରିଛନ୍ତି ଯାହାକୁ ସାରା ଗାଁ ମଧ୍ୟ ସପୋର୍ଟ କରିଛି। ଦିଲ୍ଲୀପ କହିଛନ୍ତି ଯେ ବହୁ ଦିନ ଧରି ସେ ରଚନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ। ତେବେ ପରିବାର ଓ ପତ୍ନୀ ଯେତେବେଳେ ଦ୍ଵିତୀୟ ବିବାହ ପାଇଁ ପରାମର୍ଶ ଦେଇଥିଲେ ସେ ରଚନାଙ୍କ ନାମ କହିଥିଲେ। ଯାହାପରେ ସମସ୍ତେ ରାଜି ହୋଇଯାଇଥିଲେ।