ଏନ୍କାଉଣ୍ଟର ପରେ ବଲିବୁଡ଼ ର ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ଏହା ନ୍ୟାୟ ନୁହେଁ, ପୁଲିସ କାନୁନ ଭାଙ୍ଗିଛି ଆଉ…

ହାଇଦ୍ରାବାଦ ରେ ପଶୁ ଚିକିଶ୍ଚକ ଙ୍କ ସହ ଦୁର୍ବ୍ୟବହାର ଓ ହତ୍ୟା ରେ ସାମିଲ ଥିବା ୪ ଅପରାଧୀଙ୍କୁ ପୋଲିସ ମୁଠଭେଡ ରେ ଏନ୍କାଉଣ୍ଟର କରିଛି | ପୋଲିସ ଅନୁସାରେ ଅପରାଧୀଙ୍କୁ ରାଷ୍ଟ୍ରୀୟ ରାଜମାର୍ଗ ଧାରା -୪୪ ଦ୍ୱାରା କ୍ରାଇମ ସୀନ କୁ ପୁନର୍ବାର ଅନୁସନ୍ଧାନ ପାଇଁ ସେହି ସ୍ଥାନ କୁ ନିଆଯାଇଥିଲା | ଏହି ସୁଯୋଗ କୁ ନେଇ ଅପରାଧୀ ମାନେ ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲେ ସେଥି ପାଇଁ ପୋଲିସ ଗୁଳି ମାରିବା କୁ
 
ଏନ୍କାଉଣ୍ଟର ପରେ ବଲିବୁଡ଼ ର ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ଏହା ନ୍ୟାୟ ନୁହେଁ, ପୁଲିସ କାନୁନ ଭାଙ୍ଗିଛି ଆଉ…

ହାଇଦ୍ରାବାଦ ରେ ପଶୁ ଚିକିଶ୍ଚକ ଙ୍କ ସହ ଦୁର୍ବ୍ୟବହାର ଓ ହତ୍ୟା ରେ ସାମିଲ ଥିବା ୪ ଅପରାଧୀଙ୍କୁ ପୋଲିସ ମୁଠଭେଡ ରେ ଏନ୍କାଉଣ୍ଟର କରିଛି | ପୋଲିସ ଅନୁସାରେ ଅପରାଧୀଙ୍କୁ ରାଷ୍ଟ୍ରୀୟ ରାଜମାର୍ଗ ଧାରା -୪୪ ଦ୍ୱାରା କ୍ରାଇମ ସୀନ କୁ ପୁନର୍ବାର ଅନୁସନ୍ଧାନ ପାଇଁ ସେହି ସ୍ଥାନ କୁ ନିଆଯାଇଥିଲା |

ଏନ୍କାଉଣ୍ଟର ପରେ ବଲିବୁଡ଼ ର ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ଏହା ନ୍ୟାୟ ନୁହେଁ, ପୁଲିସ କାନୁନ ଭାଙ୍ଗିଛି ଆଉ…

ଏହି ସୁଯୋଗ କୁ ନେଇ ଅପରାଧୀ ମାନେ ଦୌଡ଼ି ପଳେଇବାକୁ ଚେଷ୍ଟା କରିଥିଲେ ସେଥି ପାଇଁ ପୋଲିସ ଗୁଳି ମାରିବା କୁ ବାଧ୍ୟ ହୋଇଯାଇଥିଲା | ଏହି ଘଟଣାକୁ ନେଇ ବଲିବୁଡ଼ ର କିଛି ଷ୍ଟାର ମାନେ ପ୍ରତିକ୍ରିୟା ଦେଇଥିଲେ |

ଫିଲ୍ମି ମେକର ଅଶୋକ ପଣ୍ଡିତ କହିଛନ୍ତି – ତେଲେଙ୍ଗାନା ପୋଲିସ ଉପରେ ଯେମିତି କିଛି ପ୍ରଶ୍ନ ନ ଉଠେ | ସେ ୪ଜଣ ରେପ ଓ ହତ୍ୟା କାରୀଙ୍କୁ ଗୁଳି କରି ମାରିଛନ୍ତି | ତେଣୁ ତାଙ୍କୁ ସନମାନ ମିଳିବା ଦରକାର |

ଏନ୍କାଉଣ୍ଟର ପରେ ବଲିବୁଡ଼ ର ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ଏହା ନ୍ୟାୟ ନୁହେଁ, ପୁଲିସ କାନୁନ ଭାଙ୍ଗିଛି ଆଉ…

ସ୍ଵରା ଭାସ୍କର ଟ୍ୱିଟ କରି କହିଲେ, ଏହା ନ୍ୟାୟ ନୁହେ, ପୁଲିସ କାନୁନ କୁ ଭାଙ୍ଗିଛି | ଏହା ଭୟଙ୍କର ଅଟେ, ଏମିତି ରେ ଭାରତର ନ୍ୟାୟ ପକ୍ରିୟା ର ମାନେ କଣ ?

ଏନ୍କାଉଣ୍ଟର ପରେ ବଲିବୁଡ଼ ର ପ୍ରତିକ୍ରିୟା, ଏହି ଅଭିନେତ୍ରୀ କହିଲେ ଏହା ନ୍ୟାୟ ନୁହେଁ, ପୁଲିସ କାନୁନ ଭାଙ୍ଗିଛି ଆଉ…

ରୁଷି କପୁର ମଧ୍ୟ ତେଲେଙ୍ଗାନା ପୁଲିସକୁ ଶୁଭକାମନା ଜଣେଇଛନ୍ତି | ଅନୁପମ ଖେର ମଧ୍ୟ ଫିଲ୍ମି ଷ୍ଟାଇଲ ରେ ତେଲେଙ୍ଗାନା ପୋଲିସ କୁ ଅଶେଷ ଅଶେଷ ଧନ୍ୟବାଦ ଓ ଜଏ ହୋ କହିଛନ୍ତି