ତକିଆରେ ମୁଣ୍ଡ ନ ରଖି ଶୋଇଲେ ମିଳିଥାଏ ଏହି ୫ ଜବରଦସ୍ତ ଫାଇଦା, ଜାଣନ୍ତୁ କଣ

ଅଧିକାଂଶ ଲୋକଙ୍କ ଅଭ୍ୟାସ ହେଲା ତକିଆରେ ମୁଣ୍ଡ ରଖି ଶୋଇବା। କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ, ତେବେ କେତେକ ଉପକାର ମିଳିବ ଏଥିରୁ। ପ୍ରଥମତଃ ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ। ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ। ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ। ଅର୍ଥାତ୍ ଆପଣ
 
ତକିଆରେ ମୁଣ୍ଡ ନ ରଖି ଶୋଇଲେ ମିଳିଥାଏ ଏହି ୫ ଜବରଦସ୍ତ ଫାଇଦା, ଜାଣନ୍ତୁ କଣ

ଅଧିକାଂଶ ଲୋକଙ୍କ ଅଭ୍ୟାସ ହେଲା ତକିଆରେ ମୁଣ୍ଡ ରଖି ଶୋଇବା। କିନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ଆପଣ ଯଦି ତକିଆରେ ମୁଣ୍ଡ ରଖି ନ ଶୋଇବେ, ତେବେ କେତେକ ଉପକାର ମିଳିବ ଏଥିରୁ। ପ୍ରଥମତଃ ବିନା ତକିଆରେ ଶୋଇଲେ, ମୁହଁରେ ବ୍ରଣ ଉଠି ନଥାଏ। ଅପରପକ୍ଷରେ ତକିଆରେ ମୁଣ୍ଡ ଦେଇ ଶୋଇଲେ ବ୍ରଣ ହେବାର ଆଶଙ୍କା ଥାଏ। ବିନା ତକିଆରେ ଶୋଇଲେ ବୟସ ବଢିଲେ ମଧ୍ୟ ମୁହଁରେ ତା’ର ପ୍ରଭାବ ଦିଶେ ନାହିଁ। ଅର୍ଥାତ୍‌ ଆପଣ ୟଙ୍ଗ୍‌ ଦିଶିବେ।

ତକିଆରେ ମୁଣ୍ଡ ନ ରଖି ଶୋଇଲେ ମିଳିଥାଏ ଏହି ୫ ଜବରଦସ୍ତ ଫାଇଦା, ଜାଣନ୍ତୁ କଣ

ଯେଉଁମାନେ ତକିଆରେ ମୁଣ୍ଡ ରଖି ଶୁଅନ୍ତି ନାହିଁ ସେମାନଙ୍କୁ ଭଲ ନିଦ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାଫଳରେ ତ୍ୱଚା ମଧ୍ୟ ଉଜ୍ଜ୍ୱଳ ଦିଶେ। ଖାଲି ସେତିକି ନୁହେଁ ବେକରେ ଯନ୍ତ୍ରଣା ଅନୁଭୂତ ହୋଇ ନଥାଏ। ଠିକ୍‌ ସେହିପରି ପିଠିରେ ମଧ୍ୟ ଯନ୍ତ୍ରଣା ହୁଏ ନାହିଁ। କାରଣ ବିନା ତକିଆରେ ଶୋଇଲେ ଆମର ବେକ ଠିକ୍‌ ଦିଗରେ ରହିଥାଏ। ଏହାଫଳରେ ପିଠିରେ କଷ୍ଟ ଅନୁଭୂତ ହୋଇ ନଥାଏ।

ତକିଆରେ ମୁଣ୍ଡ ନ ରଖି ଶୋଇଲେ ମିଳିଥାଏ ଏହି ୫ ଜବରଦସ୍ତ ଫାଇଦା, ଜାଣନ୍ତୁ କଣ

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ତକିଆରେ ମୁଣ୍ଡ ନ ଦେଇ ଶୋଇଲେ ଆମ ହାଡ଼ ସଳଖ ରହିଥାଏ। ଏହା ଫଳରେ ସହଜରେ ଯନ୍ତ୍ରଣା ଅନୁଭୂତ ହୋଇ ନ ଥାଏ ଏବଂ ଆମେ ସୁସ୍ଥ ରହିଥାଉ। ଏପରି ଶୋଇଲେ ମାନସିକ ଉତ୍ତେଜନା ସହଜରେ ଦୂରୀଭୂତ ହୋଇଥାଏ। ଆମେ ଫ୍ରେସ୍‌ନେସ୍‌ ଅନୁଭବ କରୁ। ଅନିଦ୍ରାଜନିତ ରୋଗ ହେବାର ମଧ୍ୟ ଆଶଙ୍କା ହ୍ରାସ ପାଇଥାଏ।