ଦୁଷ୍କର୍ମ ରୋକିବା ପାଇଁ ଆସିଲା ବୁଲେଟପ୍ରୁଫ ଓ ରେପପ୍ରୁଫ ଅଣ୍ଡରୱିଅର, ଭିଡିଓ ରେକଡିଂ ସହ ରହିଛି ଏହିସବୁ ସୁବିଧା

ଦେଶରେ ପ୍ରତିଦିନ ଦୁଷ୍କର୍ମ ହୋଇଚାଲିଛି। ଛୋଟ ଶିଶୁ ମଧ୍ୟ ଦୁଷ୍କର୍ମକ୍ରୀଙ୍କ କବଳରୁ ବର୍ତି ପାରୁ ନାହାନ୍ତି। ଗତ ହାଇଦ୍ରାବାଦ ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ପରେ ଏବେ ସାରା ଦେଶରେ ଏ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦେଖି ଉତ୍ତରପ୍ରଦେଶର ଜଣେ ଯୁବତୀ ଝିଅମାନଙ୍କ ପାଇଁ ଏକ ଏପରି ଅଣ୍ଡରୱିଅର ତିଆରି କରିଛନ୍ତି ଯାହାଦ୍ୱାରା ଦୁଷ୍କର୍ମକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି। ବିଏସ୍ ସି ପଢୁଥିବା ୨୦ ବର୍ଷର ଛାତ୍ରୀ ସିନୁ କୁମାରୀ ମହିଳାଙ୍କ ସହିତ
 
ଦୁଷ୍କର୍ମ ରୋକିବା ପାଇଁ ଆସିଲା ବୁଲେଟପ୍ରୁଫ ଓ ରେପପ୍ରୁଫ ଅଣ୍ଡରୱିଅର, ଭିଡିଓ ରେକଡିଂ ସହ ରହିଛି ଏହିସବୁ ସୁବିଧା

ଦେଶରେ ପ୍ରତିଦିନ ଦୁଷ୍କର୍ମ ହୋଇଚାଲିଛି। ଛୋଟ ଶିଶୁ ମଧ୍ୟ ଦୁଷ୍କର୍ମକ୍ରୀଙ୍କ କବଳରୁ ବର୍ତି ପାରୁ ନାହାନ୍ତି। ଗତ ହାଇଦ୍ରାବାଦ ପ୍ରିୟଙ୍କା ରେଡ୍ଡି ଦୁଷ୍କର୍ମ ପରେ ଏବେ ସାରା ଦେଶରେ ଏ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାକୁ ଦେଖି ଉତ୍ତରପ୍ରଦେଶର ଜଣେ ଯୁବତୀ ଝିଅମାନଙ୍କ ପାଇଁ ଏକ ଏପରି ଅଣ୍ଡରୱିଅର ତିଆରି କରିଛନ୍ତି ଯାହାଦ୍ୱାରା ଦୁଷ୍କର୍ମକୁ ରୋକାଯାଇପାରିବ ବୋଲି ସେ କହିଛନ୍ତି।

ଦୁଷ୍କର୍ମ ରୋକିବା ପାଇଁ ଆସିଲା ବୁଲେଟପ୍ରୁଫ ଓ ରେପପ୍ରୁଫ ଅଣ୍ଡରୱିଅର, ଭିଡିଓ ରେକଡିଂ ସହ ରହିଛି ଏହିସବୁ ସୁବିଧା

ବିଏସ୍ ସି ପଢୁଥିବା ୨୦ ବର୍ଷର ଛାତ୍ରୀ ସିନୁ କୁମାରୀ ମହିଳାଙ୍କ ସହିତ ଘଟୁଥିବା ଦୁଷ୍କର୍ମକୁ ରୋକିବା ପାଇଁ ରେପ୍ ପ୍ରୁଫ୍ ଅଣ୍ଡରୱିଅର ବନେଇଛନ୍ତି। ସିନୁ କୁମାରୀଙ୍କ ଦ୍ୱାରା ପ୍ରସ୍ତୁତ ଏହି ଅଣ୍ଡରୱିଅରରେ ରହିଛି ଏକ ଲକ, ଜିପିଏସ ଏବଂ ଭିଡିଓ ରେକର୍ଡର। ସିନୁଙ୍କ ପ୍ରସ୍ତୁତ ଏହି ଅଣ୍ଡରୱିଅର ବୁଲେଟପ୍ରୁଫ ଓ କଟପ୍ରୁଫ। ଏହି ଅଣ୍ଡରୱିଅରକୁ ନା କଟାଯାଇପାରିବ ନା ଗୁଳି ଦ୍ୱାରା ଫଟାଯାଇପାରିବ।

ଦୁଷ୍କର୍ମ ରୋକିବା ପାଇଁ ଆସିଲା ବୁଲେଟପ୍ରୁଫ ଓ ରେପପ୍ରୁଫ ଅଣ୍ଡରୱିଅର, ଭିଡିଓ ରେକଡିଂ ସହ ରହିଛି ଏହିସବୁ ସୁବିଧା

ଏଥିରେ ଲାଗିଥିବା ଜିପିଏସ ମହିଳାଙ୍କ ପରିବାର ଲୋକଙ୍କୁ ତାର ଲୋକେସନ ପଠାଇବ। ଏହାସହିତ ଏଥିରେ ଲାଗିଥିବା ଭିଡିଓ ରେକର୍ଡର ଆକ୍ରମଣ କରୁଥିବା ଲୋକର ଚେହେରାକୁ ରେକର୍ଡ କରିପାରିବ। ସିନୁଙ୍କ କହିବା ଅନୁଯାୟୀ ଏହି ଅଣ୍ଡରୱିଅରରେ ଲାଗିଥିବା ଲକ ବିନା ପାସୱାର୍ଡ଼ରେ ଖୋଲିବ ନାହିଁ। ତେବେ ଏହି ଅଣ୍ଡରୱିଅରର ଦାମ ୪୩୦୦ ଟଙ୍କା ରହିଛି।