IPL ୨୦୨୦: ମୁମ୍ବାଇ ଟିମ ରୁ ବାହାରିଗଲେ ଯୁବରାଜ, ବର୍ତମାନ ଏହି ଟିମ ତରଫରୁ ଖେଳି ପାରନ୍ତି

୨୦୨୦ IPL ରେ ଯୁବରାଜ ସିଂ ଖେଳିବେ କି ନାହିଁ ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ ହୋଇ ରହିଥିଲା । କିନ୍ତୁ ସୂଚନା ଅନୁସାରେ ଯୁବରାଜ ସିଂ ବର୍ତମାନ IPL ୨୦୨୦ ଖେଳିବେ । . କୋଲକାତା ଟିମ କ୍ରିସ ଲୀନ ଙ୍କୁ ୧୪ ନଭେମ୍ବର କୁ ଟିମ ରୁ ରିଲିଜ କରିଦେଇଥିଲା । କ୍ରିସ ଲୀନ ଜଣେ ଦକ୍ଷ ଖେଳାଳି, ଯିଏ ଲୀନ ଟି-୨୦ ଲିଗ ମଧ୍ୟରେ ଭଲ ବ୍ୟାଟିଂ କରି ସମସ୍ତଙ୍କୁ ନିଜର ପ୍ରତିଭା
 
IPL ୨୦୨୦: ମୁମ୍ବାଇ ଟିମ ରୁ ବାହାରିଗଲେ ଯୁବରାଜ, ବର୍ତମାନ ଏହି ଟିମ ତରଫରୁ ଖେଳି ପାରନ୍ତି

୨୦୨୦ IPL ରେ ଯୁବରାଜ ସିଂ ଖେଳିବେ କି ନାହିଁ ସମସ୍ତଙ୍କ ପାଇଁ ଗୋଟେ ପ୍ରଶ୍ନ ହୋଇ ରହିଥିଲା । କିନ୍ତୁ ସୂଚନା ଅନୁସାରେ ଯୁବରାଜ ସିଂ ବର୍ତମାନ IPL ୨୦୨୦ ଖେଳିବେ । .

IPL ୨୦୨୦: ମୁମ୍ବାଇ ଟିମ ରୁ ବାହାରିଗଲେ ଯୁବରାଜ, ବର୍ତମାନ ଏହି ଟିମ ତରଫରୁ ଖେଳି ପାରନ୍ତି

କୋଲକାତା ଟିମ କ୍ରିସ ଲୀନ ଙ୍କୁ ୧୪ ନଭେମ୍ବର କୁ ଟିମ ରୁ ରିଲିଜ କରିଦେଇଥିଲା । କ୍ରିସ ଲୀନ ଜଣେ ଦକ୍ଷ ଖେଳାଳି, ଯିଏ ଲୀନ ଟି-୨୦ ଲିଗ ମଧ୍ୟରେ ଭଲ ବ୍ୟାଟିଂ କରି ସମସ୍ତଙ୍କୁ ନିଜର ପ୍ରତିଭା ଦେଖାଇଥିଲେ ।

IPL ୨୦୨୦: ମୁମ୍ବାଇ ଟିମ ରୁ ବାହାରିଗଲେ ଯୁବରାଜ, ବର୍ତମାନ ଏହି ଟିମ ତରଫରୁ ଖେଳି ପାରନ୍ତି

ଏହା ପରେ ଲୀନ ଙ୍କ ଫର୍ମ ଦେଖି ଯୁବରାଜ ସିଂ କହିଥିଲେ କୋଲକାତା ଲୀନ କୁ ରିଲିଜ କରି ବଡ ଭୁଲ କରିଛି । ସେ ସମୟରେ ଯୁବରାଜ ସିଂ ସତରେ ବୁଝି ପାରୁ ନଥିଲେ କୋଲକାତା ଲୀନ ଙ୍କୁ କାହିଁକି ଛାଡିଲା ।

IPL ୨୦୨୦: ମୁମ୍ବାଇ ଟିମ ରୁ ବାହାରିଗଲେ ଯୁବରାଜ, ବର୍ତମାନ ଏହି ଟିମ ତରଫରୁ ଖେଳି ପାରନ୍ତି

ଯୁବରାଜ ସିଂ ଙ୍କ ଏହି ପ୍ରଶ୍ନ ଉପରେ କୋଲକାତା ଟିମ ର ଓନର କହିଥିଲେ- ଯୁବରାଜ ଆମେ ଲୀନ ଙ୍କୁ ଏଥିପାଇଁ ରିଲିଜ କରିଥିଲୁ କାହିଁକି ନା ଆମେ ଆପଣଙ୍କୁ ନେବା ପାଇଁ ଚାହୁଁଛୁ । ଏହା ଦ୍ୱାରା ସଫା ପ୍ରମାଣିତ ହୋଇଥାଏ ଯୁବରାଜ ସିଂ ଆଇପିଏଲ ୨୦୨୦ ମଧ୍ୟରେ କୋଲକାତା ଟିମ ତରଫରୁ ଖେଳୁଥିବାର ଦେଖା ଯାଇପାରନ୍ତି ।