ଫାଫ ଡୁପ୍ଲେସି ଲାଇଭ ମ୍ୟାଚ ରେ କହିଲେ ଏହି ଖେଳାଳି ମୋ ଭଉଣୀ ସହ ବେଡ଼ ରେ ସୋଇଥିଲେ, ଆଉ…

ଏହି ବଡ଼ କ୍ୟାପଟେନ LIVE ମ୍ୟାଚ ଚାଲିଥିବା ସମୟରେ କହିଲେ – ଏହି ଖେଳାଳି ମୋ ଭଉଣୀ ସହିତ ବେଡ଼ ରେ ସୋଇଥିଲେ , ସେଥିପାଇଁ ଖେଳୁନି | ସାଉଥ ଆଫ୍ରିକା ରେ ଚାଲୁଥିବା ମଞ୍ଜାସି କ୍ରିକେଟ ଲିଙ୍ଗ ମ୍ୟାଚ ରେ ବଲ୍ଲେବାଜି ,ଗେଂଦବାଜି ଓ ଫିଲଡିଂ ଛଡା ଆହୁରି କିଛି ଏମିତି ଘଟଣା ଘଟୁଛି ଯାହାକି ଫ୍ୟାନ୍ସ ଙ୍କୁ ହଇରାଣ ରେ ପକଉଛି ପାର୍ଲ ଟିମ ରେ ଗେଂଦବାଜ ଖେଳାଳି ତଵରେଜ ସସ୍ମି ମୈଦାନ ମଝିରେ
 
ଫାଫ ଡୁପ୍ଲେସି ଲାଇଭ ମ୍ୟାଚ ରେ କହିଲେ ଏହି ଖେଳାଳି ମୋ ଭଉଣୀ ସହ ବେଡ଼ ରେ ସୋଇଥିଲେ, ଆଉ…

ଏହି ବଡ଼ କ୍ୟାପଟେନ LIVE ମ୍ୟାଚ ଚାଲିଥିବା ସମୟରେ କହିଲେ – ଏହି ଖେଳାଳି ମୋ ଭଉଣୀ ସହିତ ବେଡ଼ ରେ ସୋଇଥିଲେ , ସେଥିପାଇଁ ଖେଳୁନି | ସାଉଥ ଆଫ୍ରିକା ରେ ଚାଲୁଥିବା ମଞ୍ଜାସି କ୍ରିକେଟ ଲିଙ୍ଗ ମ୍ୟାଚ ରେ ବଲ୍ଲେବାଜି ,ଗେଂଦବାଜି ଓ ଫିଲଡିଂ ଛଡା ଆହୁରି କିଛି ଏମିତି ଘଟଣା ଘଟୁଛି ଯାହାକି ଫ୍ୟାନ୍ସ ଙ୍କୁ ହଇରାଣ ରେ ପକଉଛି ପାର୍ଲ ଟିମ ରେ ଗେଂଦବାଜ ଖେଳାଳି ତଵରେଜ ସସ୍ମି ମୈଦାନ ମଝିରେ ଯାଦୁ ଦେଖେଇଥିଲେ |

ଫାଫ ଡୁପ୍ଲେସି ଲାଇଭ ମ୍ୟାଚ ରେ କହିଲେ ଏହି ଖେଳାଳି ମୋ ଭଉଣୀ ସହ ବେଡ଼ ରେ ସୋଇଥିଲେ, ଆଉ…

ପାର୍ଲ ଟିମ ର କ୍ୟାପଟେନ ଫାଫ ଡୁପ୍ଲେସି କିଛି ଏମିତି କହିଛନ୍ତି ଯାହା ଶୁଣିକି ସମସ୍ତେ ହଇରାଣ ହେଇଯାଇଛନ୍ତି |

ଫାଫ ଡୁପ୍ଲେସି LIVE ମ୍ୟାଚ ରେ କହିଲେ ଏମିତି କିଛି ଅଜବ କଥା :

ଫାଫ ଡୁପ୍ଲେସି ଲାଇଭ ମ୍ୟାଚ ରେ କହିଲେ ଏହି ଖେଳାଳି ମୋ ଭଉଣୀ ସହ ବେଡ଼ ରେ ସୋଇଥିଲେ, ଆଉ…

ରବିବାର ଦିନ ନେଲସନ ମଣ୍ଡେଲା ବେ ଯାୟଟସ ବିରୋଧରେ ଖେଳୁଥିବା ପାର୍ଲ ଟିମ ର କ୍ୟାପଟେନ ଫାଫ ଡୁପ୍ଲେସି ବହୁତ ବାଦ ବିବାଦ ପରେ ଟିମ ରେ ପରିବର୍ତନ ବିଷୟରେ ସେ ବୟାନ ଦେଇଛନ୍ତି କି ଡାର୍ଡସ ବିଲିୟନ ନାମକ ଜଣେ ଖେଳାଳି ତାଙ୍କ ଭଉଣୀ ଙ୍କ ସହ ବେଡ଼ ରେ ସୋଇଥିଲେ ଓ ଦୁଇ ଜଣ ଶନିବାର ଦିନ ବିବାହ କରିଛନ୍ତି ଫାଫ ଡୁପ୍ଲେସିଙ୍କର ଏହି ବୟାନ ଶୁଣି ସମସ୍ତେ ଚମକି ପଡ଼ିଥିଲେ | ଓ ପ୍ରଶ୍ନ ପଚାରି କୋମେନ୍ଟମେଣ୍ଟ କରୁଥିବା ଲୋକ ହସିବାକୁ ଲାଗିଲେ | ଫାଫ ଡୁପ୍ଲେସିଙ୍କର ଏହି ଭେଡିଓ ସୋସିଆଲ ମିଡ଼ିଆ ରେ ବହୁତ ମାତ୍ର ରେ ଭାଇରାଲ ହେବାରେ ଲାଗିଛି

ଖେଳ ରୁ ନାକାମ ରହିଲେ ଡୁପ୍ଲେସି :

ଫାଫ ଡୁପ୍ଲେସି ଲାଇଭ ମ୍ୟାଚ ରେ କହିଲେ ଏହି ଖେଳାଳି ମୋ ଭଉଣୀ ସହ ବେଡ଼ ରେ ସୋଇଥିଲେ, ଆଉ…

ପାର୍ଲ ଟିମ ର କ୍ୟାପଟେନ ଫାଫ ଡୁପ୍ଲେସି ମ୍ୟାଚ ରେ ନକାମୟାବ ଭାବେ ଖେଳି ମାତ୍ର ୨୨ ରନ ସଁଗ୍ରହ କରିଥିଲେ | ତଥାପି ଡୁପ୍ଲେସିଙ୍କ ଟିମ ୧୬୮ ରନ କରିଥିଲେ | କେମରନ ଡେଲପୋର୍ଟ ୩୯ ରନ ସଁଗ୍ରହ କରିଥିଲେ ଓ ହେନେରୀ ଡେବିଡ଼ଶ ୩୧ ରନ ସଁଗ୍ରହ କରିଥିଲେ |