IND vs WI:ତୃତୀୟ ଟି-20 ରେ କର ବା ମର ପରିସ୍ଥିତି,ଟିମ ରେ ହୋଇପାରେ ବଡ ପରିବର୍ତନ,ଏହି ୪ ଜଣଙ୍କ ପ୍ରତ୍ୟାବର୍ତନ

ଭାରତ ଆଉ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ୨ ଟି ଟି-୨୦ ମ୍ୟାଚ ମଧ୍ୟରୁ ଉଭୟ ଟିମ ଗୋଟିଏ ଲେଖାଏ ମ୍ୟାଚ ଜିତି ଶୃଙ୍ଖଳା ୧-୧ ରେ ସମାନ ଅଛି । ଏହି ଶୃଙ୍ଖଳା ର ତୃତୀୟ ମ୍ୟାଚ ଆଜି ଖେଳା ଯିବାର ଅଛି । ଏହି ମ୍ୟାଚ ମୁମ୍ବାଇ ର ୱାନଖେଡେ ଷ୍ଟାଡିଅମ ମଧ୍ୟରେ ଖେଳାଯିବ । ମ୍ୟାଚ ର ଲାଇବ ପ୍ରସାରଣ ଆଜି ସନ୍ଧ୍ୟା ୭ ସମୟରୁ ଷ୍ଟାର ସ୍ପୋର୍ଟ୍ସ, ଡିଡି ସ୍ପୋର୍ଟ୍ସ ଆଉ ହଟଷ୍ଟାର
 
IND vs WI:ତୃତୀୟ ଟି-20 ରେ କର ବା ମର ପରିସ୍ଥିତି,ଟିମ ରେ ହୋଇପାରେ ବଡ ପରିବର୍ତନ,ଏହି ୪ ଜଣଙ୍କ ପ୍ରତ୍ୟାବର୍ତନ

ଭାରତ ଆଉ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ୨ ଟି ଟି-୨୦ ମ୍ୟାଚ ମଧ୍ୟରୁ ଉଭୟ ଟିମ ଗୋଟିଏ ଲେଖାଏ ମ୍ୟାଚ ଜିତି ଶୃଙ୍ଖଳା ୧-୧ ରେ ସମାନ ଅଛି । ଏହି ଶୃଙ୍ଖଳା ର ତୃତୀୟ ମ୍ୟାଚ ଆଜି ଖେଳା ଯିବାର ଅଛି । ଏହି ମ୍ୟାଚ ମୁମ୍ବାଇ ର ୱାନଖେଡେ ଷ୍ଟାଡିଅମ ମଧ୍ୟରେ ଖେଳାଯିବ ।

IND vs WI:ତୃତୀୟ ଟି-20 ରେ କର ବା ମର ପରିସ୍ଥିତି,ଟିମ ରେ ହୋଇପାରେ ବଡ ପରିବର୍ତନ,ଏହି ୪ ଜଣଙ୍କ ପ୍ରତ୍ୟାବର୍ତନ

ମ୍ୟାଚ ର ଲାଇବ ପ୍ରସାରଣ ଆଜି ସନ୍ଧ୍ୟା ୭ ସମୟରୁ ଷ୍ଟାର ସ୍ପୋର୍ଟ୍ସ, ଡିଡି ସ୍ପୋର୍ଟ୍ସ ଆଉ ହଟଷ୍ଟାର ରେ ଦେଖା ଯାଇପାରିବ । ସୂଚନା ଅନୁସାରେ ଏହି ମ୍ୟାଚ ପାଇଁ ଭାରତ ର ଅନ୍ତିମ ଏକାଦଶ ରେ କିଛି ପରିବର୍ତନ ହୋଇପାରେ ।

ମ୍ୟାଚ ରେ ୪ ଧୂରନ୍ଦର ଙ୍କ ପ୍ରତ୍ୟାବର୍ତନ ସମ୍ଭବ :

ଏହି ମ୍ୟାଚ ପାଇଁ ୱିକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ, ମନୀଷ ପାଣ୍ଡେ, ମହମ୍ମଦ ସାମୀ ଆଉ କୁଲଦୀପ ଯାଦବ ଙ୍କ ପ୍ରତ୍ୟାବର୍ତନ ହୋଇପାରେ । ଏମିତିରେ ଋଷଭ ପନ୍ତ, ଶ୍ରେୟସ ଏୟର, ଦୀପକ ଚାହର ଆଉ ୟୁଜବେନ୍ଦ୍ର ଚହଲ ଙ୍କୁ ଆରାମ ଦିଆଯାଇପାରେ ।

ଭାରତୀୟ ସମ୍ଭାବିତ ଦଳ :

IND vs WI:ତୃତୀୟ ଟି-20 ରେ କର ବା ମର ପରିସ୍ଥିତି,ଟିମ ରେ ହୋଇପାରେ ବଡ ପରିବର୍ତନ,ଏହି ୪ ଜଣଙ୍କ ପ୍ରତ୍ୟାବର୍ତନ

ରୋହିତ ଶର୍ମା, ଶିବମ ଦୁବେ, ବିରାଟ କୋହଲି, କେଏଲ ରାହୁଲ, ସଞ୍ଜୁ ସାମସନ, ମନୀଷ ପାଣ୍ଡେ, ୱାଶିଂଗଟନ ସୁନ୍ଦର, ରବୀନ୍ଦ୍ର ଜାଡେଜା, ମହମ୍ମଦ ସାମୀ, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ .