ଏହି ଦେଶର ଯୁବତୀମାନେ ନିଜ ଅଣ୍ଡରୱିଅର ଭିତରେ ରଖିଥାନ୍ତି ଚାମଚ, କାରଣ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କ

ବିଶ୍ଵରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଅପରାଧକୁ ରୋକିବା ପାଇଁ ପ୍ରତି ଦେଶରେ ସରକାରୀ ଓ ବେସରକାରୀ ସଂଗଠନ ମାନେ ନିଜ ନିଜର ଚେଷ୍ଟା ବଜାୟ ରଖିଛନ୍ତି। ଏପରିସ୍ଥଳେ ଜୟପୁରରେ ଏକ ସଂସ୍ଥା ଯିଏକି ମହିଳା ମାନଙ୍କ ସୁରକ୍ଷାକୁ ବଢାଇବା ପାଇଁ ଏକ ଭିନ୍ନ ପ୍ରକାରର ଉପାୟ ଆପଣେଇ ନେଇଛି। ଆଜିର ସମୟରେ ବଦଳୁଥିବା ପରିବେଶ ଏବଂ ଅପରାଧ ସହିତ ମହିଳା ମାନଙ୍କର ସୁରକ୍ଷା ଏକ ପ୍ରଶ୍ନବାଚୀ
 
ଏହି ଦେଶର ଯୁବତୀମାନେ ନିଜ ଅଣ୍ଡରୱିଅର ଭିତରେ ରଖିଥାନ୍ତି ଚାମଚ, କାରଣ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କ

ବିଶ୍ଵରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଅପରାଧକୁ ରୋକିବା ପାଇଁ ପ୍ରତି ଦେଶରେ ସରକାରୀ ଓ ବେସରକାରୀ ସଂଗଠନ ମାନେ ନିଜ ନିଜର ଚେଷ୍ଟା ବଜାୟ ରଖିଛନ୍ତି। ଏପରିସ୍ଥଳେ ଜୟପୁରରେ ଏକ ସଂସ୍ଥା ଯିଏକି ମହିଳା ମାନଙ୍କ ସୁରକ୍ଷାକୁ ବଢାଇବା ପାଇଁ ଏକ ଭିନ୍ନ ପ୍ରକାରର ଉପାୟ ଆପଣେଇ ନେଇଛି। ଆଜିର ସମୟରେ ବଦଳୁଥିବା ପରିବେଶ ଏବଂ ଅପରାଧ ସହିତ ମହିଳା ମାନଙ୍କର ସୁରକ୍ଷା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାଧାରଣତଃ ଘରେ ଏବଂ ବାହାରେ କୌଣସି ସ୍ଥାନରେ ବି ମହିଳାମାନେ ନିଜକୁ ସୁରକ୍ଷିତ ଭାବି ପାରୁନାହାନ୍ତି।

ଏହି ଦେଶର ଯୁବତୀମାନେ ନିଜ ଅଣ୍ଡରୱିଅର ଭିତରେ ରଖିଥାନ୍ତି ଚାମଚ, କାରଣ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କ

ଏହିଭଳି ବିପଦ କେବଳ ଆମ ଦେଶରେ ନୁହେଁ ବରଂ ଦୁନିଆର ଅଧିକାଂଶ ଦେଶରେ ରହିଛି ଏବଂ ସରକାର ମଧ୍ୟ ଏହାକୁ ଦୃଷ୍ଟିରେ ରଖି କଡା ପଦକ୍ଷେପ ନେଉଥିବା ଦେଖିବାକୁ ମିଳିଛି। ତେବେ ଆଜି ଆମେ ଆପଣଙ୍କୁ କହୁଛୁ ଏପରି ଏକ ଦେଶ ବିଷୟରେ ଯେଉଁଠି ମହିଳାଙ୍କ ସୁରକ୍ଷା ପାଇଁ ଭିନ୍ନ ଏକ ଉପାୟ ଆପଣେଇ ନିଆଯାଇଛି।

ଏହି ଦେଶର ଯୁବତୀମାନେ ନିଜ ଅଣ୍ଡରୱିଅର ଭିତରେ ରଖିଥାନ୍ତି ଚାମଚ, କାରଣ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କ

ଆଜ୍ଞା ହଁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସ୍ଵିଡେନରେ ମହିଳା ମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ନିଜ ଅଣ୍ଡରୱିଅର ମଧ୍ୟରେ ଏକ ଚାମଚ ରଖିବାକୁ କୁହାଯାଇଛି। କାରଣ ଆଜିକାଲି ସେଠାରେ ଯୁବତୀ ମାନଙ୍କୁ ତାଙ୍କ ସହମତି ବିନା ଦେଶର ବାହାରକୁ ନିଆଯାଉଛି ଏବଂ ସେଠାରେ ତାଙ୍କ ଯୌନାଙ୍ଗକୁ ଛେଦନ କରାଯାଉଛି। ସେଥିପାଇଁ ମହିଳା ମାନଙ୍କୁ ନିଜ ଅଣ୍ଡରୱିଅର ଭିତରେ ଏକ ଚାମଚ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ଦେଶର ଯୁବତୀମାନେ ନିଜ ଅଣ୍ଡରୱିଅର ଭିତରେ ରଖିଥାନ୍ତି ଚାମଚ, କାରଣ ଜାଣିଲେ ହୋସ୍ ଉଡିଯିବ ଆପଣଙ୍କ

ବର୍ତ୍ତମାନ ଆପଣ ଭାବୁଥିବେ ଯେ ଏକ ଚାମଚ ସହିତ କଣ କରାଯାଇପାରିବ। ପ୍ରକୃତରେ ଏଠାକାର ଲୋକମାନେ ଭାବିଥାନ୍ତି ଯେ ମହିଳାମାନେ ମେଟାଲ ଡ଼ିଟେକ୍ଟର ତଳେ ନିଜ ଅଣ୍ଡରଗାରମେଣ୍ଟରେ ଚାମଚ ରଖିବା ଦ୍ୱାରା ଆଲାର୍ମ ବାଜିବ। ଏହାପରେ ମହିଳାମାନଙ୍କୁ ବ୍ୟକ୍ତିଗତ ପରୀକ୍ଷା କରାଇବା ପାଇଁ ସେମାନଙ୍କୁ ଏକ କୋଣକୁ ନିଆଯିବ। ଯେଉଁଠି ଅଧିକାରୀମାନେ ତାଙ୍କର ସମସ୍ୟାକୁ ନେଇ ଚିନ୍ତିତ ଥାନ୍ତି।