ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି ଏହି ୩ ଜଣ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ ରେ କିଏ କିଏ ଅଛନ୍ତି

ବର୍ତମାନ ସମୟରେ କିଛି ଖେଳାଳି ଙ୍କ ପଦର୍ଶନ ବହୁତ ଖରାପ ଅଛି, ସେ ମଧ୍ୟରୁ ଏମିତି ୩ ଜଣ ଭାରତୀୟ ଖେଳାଳି ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେକି ୨୦୨୦ ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି | ୧ . ଋଷଭ ପନ୍ତ : ଯୁବଖେଳାଳୀ ଋଷଭ ପନ୍ତ ଙ୍କୁ ଲଗାତାର ମୌକା ମିଳୁଛି | ସେ ତାଙ୍କ ୱେକେଟ ର ମୂଲ୍ୟ ନବୁଝି ଖରାପ ସଟ ଖେଳି ଆଉଟ ହୋଇ ମୈଦାନ ଛାଡି ଆସୁଛନ୍ତି
 
ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି ଏହି ୩ ଜଣ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ ରେ କିଏ କିଏ ଅଛନ୍ତି

ବର୍ତମାନ ସମୟରେ କିଛି ଖେଳାଳି ଙ୍କ ପଦର୍ଶନ ବହୁତ ଖରାପ ଅଛି, ସେ ମଧ୍ୟରୁ ଏମିତି ୩ ଜଣ ଭାରତୀୟ ଖେଳାଳି ଙ୍କ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁମାନେକି ୨୦୨୦ ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି |

୧ . ଋଷଭ ପନ୍ତ :

ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି ଏହି ୩ ଜଣ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ ରେ କିଏ କିଏ ଅଛନ୍ତି

ଯୁବଖେଳାଳୀ ଋଷଭ ପନ୍ତ ଙ୍କୁ ଲଗାତାର ମୌକା ମିଳୁଛି | ସେ ତାଙ୍କ ୱେକେଟ ର ମୂଲ୍ୟ ନବୁଝି ଖରାପ ସଟ ଖେଳି ଆଉଟ ହୋଇ ମୈଦାନ ଛାଡି ଆସୁଛନ୍ତି ଏହିଥର ତାଙ୍କୁ ୨୦୨୦ ଟି-୨୦ ବିଶ୍ଵକପ ରେ ଖେଳାଇବା ଉପରେ ବହୁତ ପ୍ରସନ ଉଠୁଛି |

୨ . ମହେନ୍ଦ୍ର ସିଂ ଧୋନି :

ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି ଏହି ୩ ଜଣ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ ରେ କିଏ କିଏ ଅଛନ୍ତି

ମହେନ୍ଦ୍ର ସିଂ ଧୋନି ଆଉ ଆଗପରି ଆକ୍ରମକ ଭାବରେ ଖେଳିବା ଅସମର୍ଥ ନଜର କୁ ଆସୁଛନ୍ତି ଏହି କାରଣ ରୁ ତାଙ୍କର ଜାଗା ଋଷଭ ପନ୍ତ ଙ୍କୁ ଦିଆଯାଉଛି | ତେଣୁ ତାଙ୍କୁ ଆଉଥରେ ଟିମ କୁ ଆଣିବା ବହୁତ ମୁସ୍କିଲ ହେବ |

୩ . ଶିଖର ଧବନ :

ଟି-୨୦ ବିଶ୍ଵକପ ରୁ ବାହାର ହୋଇପାରନ୍ତି ଏହି ୩ ଜଣ ଭାରତୀୟ ଖେଳାଳି, ଦେଖନ୍ତୁ ଲିଷ୍ଟ ରେ କିଏ କିଏ ଅଛନ୍ତି

ଶିଖର ଧବନ ବର୍ତମାନ ଆଘାତ ଯୋଗୁଁ ଟିମ ରୁ ବାହାର ଅଛନ୍ତି, ତାଙ୍କ ଖରାପ ଫର୍ମ ମଧ୍ୟ ଟିମ ପାଇଁ ଚିନ୍ତା ର ବିଷୟ ହୋଇଛି | ଏମିତି ପରିସ୍ଥିତି ରେ କେ ଏଲ ରାହୁଲ ଏବଂ ରୋହିତ ଶର୍ମା ବିଶ୍ଵକପ
ରେ ଓପନିଂ କରି ପାରନ୍ତି |