ନିର୍ଭୟା କୁ ଦୁଷ୍କର୍ମ କରିଥିବା ଅପରାଧୀ କହିଲେ, ଦିଲ୍ଲୀ ରେ ପ୍ରଦୂଷଣ ରେ ମରୁଛୁ , ପୁଣି ଫାସୀ କଣ ପାଇଁ ଦବ !!

ନିର୍ଭୟା ର ଦୋଷୀମାନଙ୍କ ମଧ୍ୟରୁ ଜଣେ କହିଲା କେମିତି ମୁ ଫାସୀ ର ସଜା ପାଇବି | ୪ ଜଣ ଅପରାଧୀ ମାନଙ୍କ ମଧ୍ୟରୁ ଜଣେ (ଅକ୍ଷୟ କୁମାର ) ମଙ୍ଗଳ ବାର ଦିନ ସୁପ୍ରିମ କୋର୍ଟ ରେ ପୁର୍ନରବିଚାର ପେପର ଦାଖଲ କରିଛନ୍ତି | ମୃତ୍ୟୁ ରୁ ବଂଚିବା ପାଇଁ ଅକ୍ଷୟ ପେପରରେ ଦିଲ୍ଲୀ ର ପ୍ରଦୂଷଣ , ସତ୍ୟ ଯୁଗ – କଳି ଯୁଗ ,ମହାତ୍ମା ଗାନ୍ଧୀ ଏବଂ ତାଙ୍କର ଅହିଂସା ସିଦ୍ଧାନ୍ତ ର
 
ନିର୍ଭୟା କୁ ଦୁଷ୍କର୍ମ କରିଥିବା ଅପରାଧୀ କହିଲେ, ଦିଲ୍ଲୀ ରେ ପ୍ରଦୂଷଣ ରେ ମରୁଛୁ , ପୁଣି ଫାସୀ କଣ ପାଇଁ ଦବ !!

ନିର୍ଭୟା ର ଦୋଷୀମାନଙ୍କ ମଧ୍ୟରୁ ଜଣେ କହିଲା କେମିତି ମୁ ଫାସୀ ର ସଜା ପାଇବି | ୪ ଜଣ ଅପରାଧୀ ମାନଙ୍କ ମଧ୍ୟରୁ ଜଣେ (ଅକ୍ଷୟ କୁମାର ) ମଙ୍ଗଳ ବାର ଦିନ ସୁପ୍ରିମ କୋର୍ଟ ରେ ପୁର୍ନରବିଚାର ପେପର ଦାଖଲ କରିଛନ୍ତି | ମୃତ୍ୟୁ ରୁ ବଂଚିବା ପାଇଁ ଅକ୍ଷୟ ପେପରରେ ଦିଲ୍ଲୀ ର ପ୍ରଦୂଷଣ , ସତ୍ୟ ଯୁଗ – କଳି ଯୁଗ ,ମହାତ୍ମା ଗାନ୍ଧୀ ଏବଂ ତାଙ୍କର ଅହିଂସା ସିଦ୍ଧାନ୍ତ ର ଯୁକ୍ତି କରିଛନ୍ତି | ଅକ୍ଷୟ ଯୁକ୍ତି ରଖିଛନ୍ତି କି ଦିଲ୍ଲୀ ର ପାଣି ପବନ ରେ ଏତେ ମାତ୍ର ରେ ପ୍ରଦୂଷଣ ଯେ ଲୋକ ଅଧିକ ଦିନ ଯାଏଁ ବଂଚି ପାରୁନାହାନ୍ତି , ବଂଚିବା ର ବୟସ କମିବାରେ ଲାଗିଛି | ଏମିତିରେ ମରଣ ର ଦଣ୍ଡ କଣପାଇଁ ଦିଆଯାଉଛି |

ନିର୍ଭୟା କୁ ଦୁଷ୍କର୍ମ କରିଥିବା ଅପରାଧୀ କହିଲେ, ଦିଲ୍ଲୀ ରେ ପ୍ରଦୂଷଣ ରେ ମରୁଛୁ , ପୁଣି ଫାସୀ କଣ ପାଇଁ ଦବ !!

ଅକ୍ଷୟ ତରଫରୁ ଲଢ଼ୁଥିବା ଓକିଲ ଏହି ପେପର କୁ ଦାଖଲ କରିଛନ୍ତି | ଏହା ଛଡା ସେ ବେଦ ପୁରାଣ ଉପନ୍ୟାସ ଆଦି ଉପରେ ଯୁକ୍ତି ରଖିଛନ୍ତି ଯେ ସତ୍ୟ ଯୁଗ ଓ ତ୍ରେତୟା ଯୁଗ ରେ ଲୋକ ମାନେ ୧୦୦୦ ବର୍ଷ ବଂଚୁଥିଲେ ଦ୍ୱାପର ଯୁଗ ରେ ୧୦୦ ବର୍ଷ ବଂଚୁଥିଲେ | ଏବେ କଳିଯୁଗ ରେ ଲୋକମାନେ ୫୦-୬୦ ବର୍ଷରୁ ଆଉ ଅଧିକ ବଂଚୁ ନାହାନ୍ତି | ଆଜିକାଲି ଖରାପ ହାଲତ ଯୋଗୁଁ ଲୋକ ମାନେ ଜିଅନ୍ତା ସବ ପରି ବଂଚୁଛନ୍ତି ଓ ଦଣ୍ଡର ଅର୍ଥ ହେଉଛି ନ୍ୟାୟ ରୂପରେ ଏକ ସାଜିସ ମୁତାବିକ ଅପରାଧୀକୁ ମାରିଦେବା କିନ୍ତୁ ଅପରାଧ କୁ ମାରି ହୁଏନି |

ନିର୍ଭୟା କୁ ଦୁଷ୍କର୍ମ କରିଥିବା ଅପରାଧୀ କହିଲେ, ଦିଲ୍ଲୀ ରେ ପ୍ରଦୂଷଣ ରେ ମରୁଛୁ , ପୁଣି ଫାସୀ କଣ ପାଇଁ ଦବ !!

ଜଣେଇଦେଉଚୁ କି , ସୁପ୍ରିମ କୋର୍ଟ ପୂର୍ବ ବର୍ଷ ୯ ଜୁଲାଇ ରେ ବାକି ୩ ଜଣ ଅପରାଧୀ ଙ୍କ ରୀଖୀୟୁ ପିଟିସନ ଜାରିକରିଥିଲେ | ନିର୍ଭୟା ଗ୍ୟାଙ୍ଗରେପ ଅପରାଧୀ ଙ୍କ ମଧ ରୁ ଜଣେ ଅକ୍ଷୟ କୁମାର ସୁପ୍ରିମ କୋର୍ଟ ନିକଟରେ ପୁର୍ନରବିଚାର ପେପର ଦାଖଲ କରି ପାଖାପାଖି ଦୁଇ ବର୍ଷ ତଳର ପୁରୁଣା ଫଇସଲା କୁ ଚିହ୍ନଟ କରିଛନ୍ତି | ତାଙ୍କୁ ବାକି ୩ ଜଣ ଅପରାଧୀ ଙ୍କ ସହ ୨୦୧୨ ରେ ଗ୍ୟାଙ୍ଗରେପ ଓ ହତ୍ୟା ଅପରାଧରେ ମୃତ୍ୟୁ ର ସଜା ଶୁଣାଇ ଦିଆଯାଇଥିଲା | ହାଇକୋର୍ଟ ପରେ ସୁପ୍ରିମ କୋର୍ଟ ମଧ୍ୟ ୪ ଜଣଙ୍କୁ ମୃତ୍ୟୁ ର ସଜା ର ମୋହର ଲଗେଇଥିଲା ଏହି ଫଇସଲା ର ବିରୋଧରେ ତିନି ଜଣ ଦୋଷୀ ପବନ , ମୁକେଶ ଓ ବିନୟ ଏମାନଙ୍କ ର ମଧ୍ୟ ପୁର୍ନରବିଚାର ପେପର ଦାଖଲ କରାଯାଇଛି |

ନିର୍ଭୟା କୁ ଦୁଷ୍କର୍ମ କରିଥିବା ଅପରାଧୀ କହିଲେ, ଦିଲ୍ଲୀ ରେ ପ୍ରଦୂଷଣ ରେ ମରୁଛୁ , ପୁଣି ଫାସୀ କଣ ପାଇଁ ଦବ !!

ଅକ୍ଷୟ ତରଫରୁ ଲଢ଼ୁଥିବା ଓକିଲ ଏ.ପି ସିଂହ ମଙ୍ଗଳ ବାର ଦିନ ଏହି ପେପର କୁ ଦାଖଲ କରିଛନ୍ତି ଓ ସେ କହିଛନ୍ତି କି ଏହା ଉପରେ କୌଣସି ତାରିଖ ଏପର୍ଯ୍ୟନ୍ତ ଠିକ କରାଯାଇନି | ୫ ମୈ ୨୦୧୭ ର ଫଇସଲା କୁ ପୁର୍ନରବିଚାର ପାଇଁ କହିଛନ୍ତି | ଆଧାର ଅନୁସାରେ ନିର୍ଭୟା ଙ୍କ ସାଙ୍ଗ କହିଛନ୍ତି ବୈଷୟିକ ,ରାଜନୀତିକ ଓ ସାମାଜିକ ଦବାଵ କିମ୍ବା କିଛି ପଇସା ନେଇ ଏହାର ପୁର୍ନର ବିଚାର ପାଇଁ ଦାବି କରାଯାଉଛି |