ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ କ୍ରିକେଟର ରିଷଭ ପନ୍ଥ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ପ୍ରେମରେ ପଡି ସାରିଛନ୍ତି। ବଲିଉଡର ହଟ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଚର୍ଚ୍ଚା ଦୁହେଁ ଡିନର ଡେଟରେ ଯିବା ପରେ ଆରମ୍ଭ ହୋଇଛି। ଦୁହେଁ ମଙ୍ଗଳବାର ରାତି ୧୧ଟାରେ ଜୁହୁରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଥିଲେ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି୨୦ ମ୍ୟାଚ୍ ପୂର୍ବରୁ ରିଷଭ ଉର୍ବଶୀଙ୍କ ସହ ଡିନର ଡେଟରେ ଯିବା ପରେ ଦୁହିଁଙ୍କ
 
ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ କ୍ରିକେଟର ରିଷଭ ପନ୍ଥ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତର ୱିକେଟ୍ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ଥ ପ୍ରେମରେ ପଡି ସାରିଛନ୍ତି। ବଲିଉଡର ହଟ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଚର୍ଚ୍ଚା ଦୁହେଁ ଡିନର ଡେଟରେ ଯିବା ପରେ ଆରମ୍ଭ ହୋଇଛି। ଦୁହେଁ ମଙ୍ଗଳବାର ରାତି ୧୧ଟାରେ ଜୁହୁରେ ଥିବା ଏକ ରେସ୍ତୋରାଁରେ ପହଞ୍ଚିଥିଲେ।

ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ କ୍ରିକେଟର ରିଷଭ ପନ୍ଥ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ଟି୨୦ ମ୍ୟାଚ୍ ପୂର୍ବରୁ ରିଷଭ ଉର୍ବଶୀଙ୍କ ସହ ଡିନର ଡେଟରେ ଯିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି। ଏହି ଚର୍ଚ୍ଚା ଏବେ ଜୋର ଧରିଥିବା ବେଳେ ଦୁହେଁ ଏ ନେଇ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

ବଲିଉଡର ଏହି ଅଭିନେତ୍ରୀଙ୍କ ପ୍ରେମରେ ପାଗଳ କ୍ରିକେଟର ରିଷଭ ପନ୍ଥ, ନାମ ଜାଣି ହେବେ ଆଶ୍ଚର୍ଯ୍ୟ

ଗତବର୍ଷ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ମଧ୍ୟରେ ଥିବା ସଂପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲେ ମଧ୍ୟ ସର୍ବସମ୍ମୁଖରେ ଦୁହେଁ ନିଜ ପ୍ରେମ ସଂପର୍କକୁ ସ୍ବୀକାର କରି ନ ଥିଲେ।