ଜିଓ ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ପୁଣି ନିଜର ଦୁଇଟି ସସ୍ଥା ପ୍ଲାନ ଲଞ୍ଚ କରିଛି

ରିଲାଏନ୍ସ ଜିଓ ନିଜର ୧୪୯ ଓ ୯୮ ର ପ୍ଲାନ୍ ପୁଣି ଥରେ ଚାଲୁ କରିଛି। ଆମେ ଆପଣଙ୍କୁ କହିଦଉଚୁ ଏହି ପ୍ଲାନ୍ ଆଉଥରେ ଅଲଗା ଟେଲିକମ କମ୍ପାନୀ ଙ୍କୁ ବହୁତ୍ ତାଗଡା ତକ୍କର୍ ଦବା ପାଇଁ ମାର୍କେଟ କୁ ଅଣାଯାଇଛି। ଜିଓ ର ୧୪୯ ପ୍ଲାନ୍ : ଜିଓ ନିଜର ଏହି ପ୍ଲାନ୍ କୁ ଆଉଥରେ ଆଣିଛି ତକି ବହୁତ୍ ରୁ ବହୁତ୍ ଗ୍ରାହକ ତାଙ୍କ ସମ୍ପର୍କ କୁ ଆସିବେ। ଗ୍ରାହକ ମାନେ ସବୁଦିନ ୧
 
ଜିଓ ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ପୁଣି ନିଜର ଦୁଇଟି ସସ୍ଥା ପ୍ଲାନ ଲଞ୍ଚ କରିଛି

ରିଲାଏନ୍ସ ଜିଓ ନିଜର ୧୪୯ ଓ ୯୮ ର ପ୍ଲାନ୍ ପୁଣି ଥରେ ଚାଲୁ କରିଛି। ଆମେ ଆପଣଙ୍କୁ କହିଦଉଚୁ ଏହି ପ୍ଲାନ୍ ଆଉଥରେ ଅଲଗା ଟେଲିକମ କମ୍ପାନୀ ଙ୍କୁ ବହୁତ୍ ତାଗଡା ତକ୍କର୍ ଦବା ପାଇଁ ମାର୍କେଟ କୁ ଅଣାଯାଇଛି।

ଜିଓ ର ୧୪୯ ପ୍ଲାନ୍ :

ଜିଓ ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ପୁଣି ନିଜର ଦୁଇଟି ସସ୍ଥା ପ୍ଲାନ ଲଞ୍ଚ କରିଛି

ଜିଓ ନିଜର ଏହି ପ୍ଲାନ୍ କୁ ଆଉଥରେ ଆଣିଛି ତକି ବହୁତ୍ ରୁ ବହୁତ୍ ଗ୍ରାହକ ତାଙ୍କ ସମ୍ପର୍କ କୁ ଆସିବେ। ଗ୍ରାହକ ମାନେ ସବୁଦିନ ୧ ଜିବି ର ଡାଟା ପାଇପାରିବେ। ଏଥିସହିତ ଗ୍ରାହକ ମାନେ ୩୦୦ ମିନିଟ ପାଇବେ ଅଲଗା ନେଟୱର୍କ ରେ କଥା ହେବା ପାଇଁ। ଏହା ର ଭେଲିଦିଟି କେବଳ ୨୪ ଦିନ ପର୍ଯ୍ୟନ୍ତ।

ଜିଓ ର ୯୮ ପ୍ଲାନ୍ :

ଜିଓ ର ଗ୍ରାହକ ମାନଙ୍କ ପାଇଁ ଖୁସି ଖବର, ଜିଓ ନିଜ ଗ୍ରାହକ ମାନଙ୍କ ପାଇଁ ପୁଣି ନିଜର ଦୁଇଟି ସସ୍ଥା ପ୍ଲାନ ଲଞ୍ଚ କରିଛି

ଏହି ପ୍ଲାନ୍ ରେ ଜିଓ ଗ୍ରାହକ ମାନେ ୨ ଯିବି ଡାଟା ସହ ଅଲଲିମିଟେଡ଼ କଲ୍ ଜିଓ ଠୁ ଜିଓ ନେଟୱର୍କ କୁ ପାଇପରିବେ। ହେଲେ ଅଲଗା ନେଟୱର୍ ସହ କଥା ହେବା ପାଇଁ ଅଲଗା ପଇସା ଦବା କୁ ପଡ଼ିବ। ଏହାର ଭେଳିଡିଟି ୨୮ ଦିନ ପାଇଁ ରହିବ।