‘ଜିଓ ୨୦୨୦ ହାପି ନିଉ ଇୟର’ ଆଣିଲା ଜବରଦସ୍ତ ଅଫର, ଏତିକି ଟଙ୍କା ରିଚାର୍ଜ କଲେ ମିଳିବ ବର୍ଷେ ଯାଏଁ ସବୁ କିଛି ଫ୍ରି

ଆଉ କିଛି ଦିନ ପରେ ସାରା ବିଶ୍ଵ ରେ ଲୋକେ ନୂଆ ବର୍ଷ ୨୦୨୦ କୁ ଧୁମ ଧାମ ରେ ପାଳନ କରିବେ। ଏମିତି ରେ ସବୁ ଟେଲିକମ କମ୍ପାନୀ ନିଜ ନିଜର ଅଫର ମାର୍କେଟ କୁ ଛାଡିଛନ୍ତି। ମାତ୍ର ଜିଓ ର ଏହି ଅଫର ସମସ୍ତଙ୍କୁ ଆକର୍ଷଣ କରିଛି। ଅଫରର ନାଁ ‘୨୦୨୦ ହାପି ନିଉ ଇୟର’ ରହିଛି ଏବଂ ଏହି ଅଫର ରେ ୨୦୨୦ଟଙ୍କା ରିଚାର୍ଜ କରି ଅନେକ ଲାଭ ଉଠାଇ ପାରିବେ। ଏହି
 
‘ଜିଓ ୨୦୨୦ ହାପି ନିଉ ଇୟର’ ଆଣିଲା ଜବରଦସ୍ତ ଅଫର, ଏତିକି ଟଙ୍କା ରିଚାର୍ଜ କଲେ ମିଳିବ ବର୍ଷେ ଯାଏଁ ସବୁ କିଛି ଫ୍ରି

ଆଉ କିଛି ଦିନ ପରେ ସାରା ବିଶ୍ଵ ରେ ଲୋକେ ନୂଆ ବର୍ଷ ୨୦୨୦ କୁ ଧୁମ ଧାମ ରେ ପାଳନ କରିବେ। ଏମିତି ରେ ସବୁ ଟେଲିକମ କମ୍ପାନୀ ନିଜ ନିଜର ଅଫର ମାର୍କେଟ କୁ ଛାଡିଛନ୍ତି। ମାତ୍ର ଜିଓ ର ଏହି ଅଫର ସମସ୍ତଙ୍କୁ ଆକର୍ଷଣ କରିଛି। ଅଫରର ନାଁ ‘୨୦୨୦ ହାପି ନିଉ ଇୟର’ ରହିଛି ଏବଂ ଏହି ଅଫର ରେ ୨୦୨୦ଟଙ୍କା ରିଚାର୍ଜ କରି ଅନେକ ଲାଭ ଉଠାଇ ପାରିବେ।

‘ଜିଓ ୨୦୨୦ ହାପି ନିଉ ଇୟର’ ଆଣିଲା ଜବରଦସ୍ତ ଅଫର, ଏତିକି ଟଙ୍କା ରିଚାର୍ଜ କଲେ ମିଳିବ ବର୍ଷେ ଯାଏଁ ସବୁ କିଛି ଫ୍ରି

ଏହି ଅଫର ରେ ସମସ୍ତଙ୍କୁ ୧୨ମାସ ପର୍ଯ୍ୟନ୍ତ ଅସୀମିତ ଜିଓ ରୁ ଜିଓ ଭଏସ୍ କଲ୍, ପ୍ରତିଦିନ ୧.୫ଜିବି ଡାଟା ଓ ମାଗଣା ମେସେଜ କରିବାର ସୁବିଧା ମିଳିବ। ଏହା ସହ ଏହି ଅଫର ମାଧ୍ୟମରେ ବ୍ୟବହାରକାରୀ ଏକ ଜିଓ ଫୋନ ମଧ୍ୟ ଜିତି ପାରିବେ ବୋଲି ଜଣାପଡ଼ିଛି। ଡିସେମ୍ବର ୨୪,୨୦୧୯ ପରଠାରୁ ବ୍ୟବହାରକାରୀ ଏହି ଅଫରର ଲାଭ ଉଠାଇବା ଆରମ୍ଭ କରି ପାରିବେ।

‘ଜିଓ ୨୦୨୦ ହାପି ନିଉ ଇୟର’ ଆଣିଲା ଜବରଦସ୍ତ ଅଫର, ଏତିକି ଟଙ୍କା ରିଚାର୍ଜ କଲେ ମିଳିବ ବର୍ଷେ ଯାଏଁ ସବୁ କିଛି ଫ୍ରି

ଜିଓ ର ଗ୍ରାହକ ମାନେ ୨୦୨୦ ଟଙ୍କା ରିଚାର୍ଜ କଲେ ସେମାନଙ୍କୁ ଅସୀମିତ ଭଏସ୍ କଲ ସହ ପ୍ରତିଦିନ ୧.୫ଜିବି ଡାଟା ମିଳିବ। ଏହା ସହ ଅନ୍ୟ ନମ୍ବରକୁ ମାଗଣାରେ ମେସେଜ ମଧ୍ୟ କରି ପାରିବେ। ଏବଂ ଅନ୍ୟ ନେଟୱର୍କ କୁ ୧୨୦୦୦ ମିନଟ ର ଭଏସ କଲ କରି ପାରିବେ। ଏହାର ବୈଧତା ୧୨ମାସ ପର୍ଯ୍ୟନ୍ତ ରହିବ।

‘ଜିଓ ୨୦୨୦ ହାପି ନିଉ ଇୟର’ ଆଣିଲା ଜବରଦସ୍ତ ଅଫର, ଏତିକି ଟଙ୍କା ରିଚାର୍ଜ କଲେ ମିଳିବ ବର୍ଷେ ଯାଏଁ ସବୁ କିଛି ଫ୍ରି

ଏପଟେ ଜିଓଫୋନ ବ୍ୟବହାରକାରୀମାନେ ୨୦୨୦ଟଙ୍କା ରିଚାର୍ଜ କରିବା ପରେ ସେମାନଙ୍କୁ ଜିଓଫୋନ ମିଳିପାରେ ଏବଂ ତାସହ ଅସୀମିତ ଭଏସ କଲ୍ କରିବାର ସୁବିଧା ମିଳିବ। ପ୍ରତିଦିନ ୦.୫ ଜିବି ଡାଟା ମିଳିବା ସହ ବିଭିନ୍ନ ନମ୍ବରକୁ ମାଗଣାରେ ମେସେଜ ମଧ୍ୟ ପଠାଇ ପାରିବେ। ଏହାର ବୈଧତା ମଧ୍ୟ ୧୨ମାସ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡ଼ିଛି।