ରୋହିତ କହିଲେ ଦିନେ ଧୋନି ଙ୍କ ନିଷ୍ପତି ଶୁଣି ଡରି ଯାଇଥିଲି ମୁ, ଧୋନି ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ତାଯୁବ କରିଥିଲା

ରୋହିତ ଶର୍ମା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବାର ସନତ ଜୟସୂରିୟାଙ୍କ ୨୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ହିଟ୍ ମ୍ୟାନ୍ । ୧୯୯୭ ମସିହାରେ ସନତ ଜୟସୂରିୟା ୨୩୮୭ ରନ୍ କରିଥିଲେ । ଆଉ ଆଜି ବାରବାଟୀ ଷ୍ଟାଡିୟମରେ ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିବା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୪୪୨ ରନ୍ କରିଛନ୍ତି । ୨୦୧୩ ରେ ଚମ୍ପିୟାନ ଟ୍ରଫି ମ୍ୟାଚରେ ରୋହିତ ଙ୍କୁ ଧୋନି ଓପେନିଙ୍ଗ କରିବାପାଇଁ ଯେଉଁ
 
ରୋହିତ କହିଲେ ଦିନେ ଧୋନି ଙ୍କ ନିଷ୍ପତି ଶୁଣି ଡରି ଯାଇଥିଲି ମୁ, ଧୋନି ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ତାଯୁବ କରିଥିଲା

ରୋହିତ ଶର୍ମା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଭାବେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ରନ୍ କରିବାର ସନତ ଜୟସୂରିୟାଙ୍କ ୨୨ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ହିଟ୍ ମ୍ୟାନ୍ । ୧୯୯୭ ମସିହାରେ ସନତ ଜୟସୂରିୟା ୨୩୮୭ ରନ୍ କରିଥିଲେ । ଆଉ ଆଜି ବାରବାଟୀ ଷ୍ଟାଡିୟମରେ ଜୟସୂରିୟାଙ୍କ ରେକର୍ଡ ଭାଙ୍ଗିବା ସହ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୨୪୪୨ ରନ୍ କରିଛନ୍ତି ।

ରୋହିତ କହିଲେ ଦିନେ ଧୋନି ଙ୍କ ନିଷ୍ପତି ଶୁଣି ଡରି ଯାଇଥିଲି ମୁ, ଧୋନି ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ତାଯୁବ କରିଥିଲା

୨୦୧୩ ରେ ଚମ୍ପିୟାନ ଟ୍ରଫି ମ୍ୟାଚରେ ରୋହିତ ଙ୍କୁ ଧୋନି ଓପେନିଙ୍ଗ କରିବାପାଇଁ ଯେଉଁ ନିର୍ଣ୍ଣୟ ନେଇ ଥିଲେ ତାହା ରୋହିତ ଶର୍ମାଙ୍କୁ ଚିନ୍ତାରେ ପକାଇଦେଇଥିଲା। ସେ ଆଗରୁ କେବେ ଓପେନିଙ୍ଗ କରିନଥିଲେ ଭାରତ ପାଇଁ ପୁଣି ଏକ ମହତ୍ୱପୂର୍ଣ୍ଣ ମ୍ୟାଚରେ ଏବଂ ସେ ସାଧାରଣତଃ ନମ୍ବର ୬ ରେ ବ୍ୟାଟିଂ କରିବା ସହ ବୋଲିଂ ମଧ୍ୟ କରୁଥିଲେ।

ରୋହିତ କହିଲେ ଦିନେ ଧୋନି ଙ୍କ ନିଷ୍ପତି ଶୁଣି ଡରି ଯାଇଥିଲି ମୁ, ଧୋନି ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ତାଯୁବ କରିଥିଲା

ରୋହିତ ଙ୍କ ଅନୁସାରେ ଚମ୍ପିୟାନ ଟ୍ରଫି ଏତେ ବଡ ଟୁର୍ନାମେଣ୍ଟ ରେ ହଠାତ ଧୋନି ଡ୍ରେସିଂ ରୁମରେ କହିଲେ ତୁ ଆଜି ଓପେନିଙ୍ଗ କରେ ଆଉ ଏହା ଶୁଣି ମୁ ହଁ କରିଦେଇଥିଲି କିନ୍ତୁ କିଛି ସମୟ ପରେ ମୁଁ ଡେ଼ର୍ସିଙ୍ଗ ରୁମ ରେ ଚିନ୍ତାରେ ପଡ଼ିଗଲି କାହିକିଁ ନା ମୁଁ କେମିତି ହଁ କରିଦେଲି ସେଡରେ ମୋତେ ହିଁ ଜଣା ନଥିଲା ଏବଂ ମୁଁ ଆଗରୁ କେବେ ଓପେନିଙ୍ଗ ମଧ୍ୟ କରିନଥିଲି ଏବଂ ବିପକ୍ଷ ଟିମ କିଏ ଏହା ବି ଜାଣିନଥିଲି ।

ରୋହିତ କହିଲେ ଦିନେ ଧୋନି ଙ୍କ ନିଷ୍ପତି ଶୁଣି ଡରି ଯାଇଥିଲି ମୁ, ଧୋନି ଙ୍କ ଏହି ନିଷ୍ପତି ସମସ୍ତଙ୍କୁ ତାଯୁବ କରିଥିଲା

ସେ ଏହା ବି ଭାବିଲେ ଯେ ସେ ଠିକ କଲେ ନା ଭୁଲ କଲେ ଧୋନିଙ୍କ ନିର୍ଣ୍ଣୟରେ ହଁ କରି। କିନ୍ତୁ ମହେନ୍ଦ୍ର ସିଂ ଧୋନି ଙ୍କ ନିର୍ଣ୍ଣୟ ଓ ରୋହିତ ଶର୍ମାଙ୍କ ଦୃଢ ସଂକଳ୍ପ ବା ଆତ୍ମବିଶ୍ୱାସ ଆଜି ତାଙ୍କୁ ବିଶ୍ୱରେ ଏକ ପ୍ରମୁଖ ଖେଳାଳି ଭାବରେ ମାନାଯାଉଛି । ଯାହା ଆଜି ରୋହିତ ଏବଂ ଧବନ ଦୁନିଆର ଏକ ସଫଳ ଓପେନିଙ୍ଗ ଯୋଡି ଭାବରେ ଟିମ ଇଣ୍ଡିଆର ନିର୍ଭରଶିଳ ବେଟ୍ସମେନ ଅଟନ୍ତି।