ଜେଏନୟୁ ସମର୍ଥନ ଦୀପିକାଙ୍କୁ ପଡିଲା ମହଙ୍ଗା: ମାତ୍ର ଏତିକି ଟଙ୍କା କମେଇପାରିଲା ଫିଲ୍ମ ଛପାକ୍

ଦୀପିକା ପାଦୁକୋନ୍ଙ୍କ ପ୍ରତ୍ୟକ ଫିଲ୍ମ ରିଲିଜ୍ ପୂର୍ବରୁ କିଛି ନା କିଛି ବିବାଦ ଦେଖାଦେଇଥାଏ। ଦୀପିକାଙ୍କର ଫିଲ୍ମ ଛପାକକୁ ନେଇ ଦେଖାଦେଇଛି ଏକ ବଡ଼ ବିବାଦ। ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଜେଏନ୍ୟୁରେ ଚାଲିଥିବା ହିଂସା ଘଟଣାର ପ୍ରତିବାଦରେ ଦୀପିକା ମଧ୍ୟ ସାମିଲ ହୋଇଥିଲେ। ଏହି କାରଣରୁ ତାଙ୍କର ଫିଲ୍ମ ଛପାକ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ସୋସିଆଲ ମିଡିଆରେ ଏବେ ସୁବୁଠି ଦୀପିକାଙ୍କ ଫିଲ୍ମ ଛପାକକୁ ନେଇ ଜୋରଦାର୍ ଚର୍ଚ୍ଚା। ଜେଏନୟୁ କ୍ୟାମ୍ପସରେ ମୁଖା
 
ଜେଏନୟୁ ସମର୍ଥନ ଦୀପିକାଙ୍କୁ ପଡିଲା ମହଙ୍ଗା: ମାତ୍ର ଏତିକି ଟଙ୍କା କମେଇପାରିଲା ଫିଲ୍ମ ଛପାକ୍

ଦୀପିକା ପାଦୁକୋନ୍‌ଙ୍କ ପ୍ରତ୍ୟକ ଫିଲ୍ମ ରିଲିଜ୍‌ ପୂର୍ବରୁ କିଛି ନା କିଛି ବିବାଦ ଦେଖାଦେଇଥାଏ। ଦୀପିକାଙ୍କର ଫିଲ୍ମ ଛପାକକୁ ନେଇ ଦେଖାଦେଇଛି ଏକ ବଡ଼ ବିବାଦ। ଏକ ଘଡ଼ିସନ୍ଧି ମୂହୁର୍ତ୍ତରେ ଜେଏନ୍‌ୟୁରେ ଚାଲିଥିବା ହିଂସା ଘଟଣାର ପ୍ରତିବାଦରେ ଦୀପିକା ମଧ୍ୟ ସାମିଲ ହୋଇଥିଲେ। ଏହି କାରଣରୁ ତାଙ୍କର ଫିଲ୍ମ ଛପାକ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ସୋସିଆଲ ମିଡିଆରେ ଏବେ ସୁବୁଠି ଦୀପିକାଙ୍କ ଫିଲ୍ମ ଛପାକକୁ ନେଇ ଜୋରଦାର୍‌ ଚର୍ଚ୍ଚା।

ଜେଏନୟୁ ସମର୍ଥନ ଦୀପିକାଙ୍କୁ ପଡିଲା ମହଙ୍ଗା: ମାତ୍ର ଏତିକି ଟଙ୍କା କମେଇପାରିଲା ଫିଲ୍ମ ଛପାକ୍

ଜେଏନୟୁ କ୍ୟାମ୍ପସରେ ମୁଖା ପିନ୍ଧା ଦୁର୍ବୁର୍ତ ମାନେ ଛାତ୍ରଛାତ୍ରୀ ଙ୍କୁ ଆଖିବୁଜା ପିଟିଥିବା ବେଳେ ଏହି ଘଟଣା ବିବାଦୀୟ ହେଇପଡିଥିଲା ଏବଂ ତୀବ୍ର ବିରୋଧ କରାଯାଇଥିଲା ଛାତ୍ର ଛାତ୍ରୀ ଙ୍କ ପକ୍ଷରୁ ଏହି ସମୟରେ ଦୀପିକା ଆଘାତ ଲାଗିଥିବା ଛାତ୍ରୀ ଙ୍କୁ ସମର୍ଥନ ଜଣାଇଥିଲେ ଏହାପରେ ୧୦ ତାରିଖ ରେ ଦୀପିକା ଙ୍କ ରିଲିଜ ହେଇଥିବା ଫିଲ୍ମ ଛପାକ ଉପରେ ଏହାର ପ୍ରଭାବ ପଡିଛି। ରିଲିଜ ପୂର୍ବରୁ ଫିଲ୍ମ କୁ ବୟକଟ୍ ଏବଂ ସପୋର୍ଟ ଟ୍ୱିଟର ରେ ଟ୍ରେଣ୍ଡ କରୁଥିବା ସମୟରେ ବାସ୍ତବରେ ଏହା ଦୀପିକା ଙ୍କୁ ବହୁ ମହଙ୍ଗା ପଡିଛି।

ଜେଏନୟୁ ସମର୍ଥନ ଦୀପିକାଙ୍କୁ ପଡିଲା ମହଙ୍ଗା: ମାତ୍ର ଏତିକି ଟଙ୍କା କମେଇପାରିଲା ଫିଲ୍ମ ଛପାକ୍

ଶୁକ୍ରବାର ରିଲିଜ ହେଇଥିବା ଏଇ ଚଳଚିତ୍ର ପ୍ରଥମ ଦିନରେ ୪.୭୭କୋଟି ,ଶନିବାର ୬.୯୦ କୋଟି ଏବଂ ରବିବାର ୮ କୋଟି ମୋଟ ୧୯.୬୭ କୋଟି ଇନକମ ହେଇଚି ଚଳଚିତ୍ର ରୁ। ଏକ ବାସ୍ତବ ଘଟଣା ଏସିଡ ପୀଡିତା ଙ୍କୁ ନେଇ ଏହି କାହାଣୀ ହେଇଥିବା ବେଳେ ବିବାଦ ଯୋଗୁଁ ଏହା ବହୁ କ୍ଷତି ହେଇଥିବା ଆକଳନ କରାଯାଉଛି ସେହିପରି ସେହିଦିନ ଅଜୟ ଦେବଗନ ଙ୍କ ତନାଜି ଜବରଦସ୍ତ ଇନକମ କରିଛି ତିନିଦିନ ରେ ୬୧.୯୭ କୋଟି ମିଳିଛି ଚଳଚିତ୍ର ରେ।