ଚୀନ୍‌ରୁ ରୁ ଆସୁଛି ଭୟଙ୍କର ବିପଦ ! ଭାରତ ସହିତ ସାରା ବିଶ୍ୱ ସତର୍କ ଅଛି

ଚୀନ ରୁ ଆସୁଥିବା ବିପଦ ହଉଚି ଏକ ଅଜଣା ଭୟଙ୍କର ରୋଗ । ଏହି ରୋଗ ଚୀନ ରେ କିଛି ଦିନ ମଧ୍ୟରେ ବ୍ୟାପି ଚାଲିଛି । ଚୀନ ର କିଛି ପଡୋଶୀ ଦେଶ ରେ ମଧ୍ୟ ଏହି ରୋଗ ମାଡି ଯାଇଛି । ଏହାକୁ ଦେଖି ଭାରତ ସହିତ ପୁରା ବିଶ୍ଵ ଏହି ରୋଗର ଆକ୍ରାନ୍ତ କୁ ନଜରରେ ରଖି ସତର୍କ ଅଛନ୍ତି । ଏହି ରୋଗ ର ମୂଳ କାରଣ ହେଉଛି ନୋବେଲ କୋରୋନା
 
ଚୀନ୍‌ରୁ ରୁ ଆସୁଛି ଭୟଙ୍କର ବିପଦ ! ଭାରତ ସହିତ ସାରା ବିଶ୍ୱ ସତର୍କ ଅଛି

ଚୀନ ରୁ ଆସୁଥିବା ବିପଦ ହଉଚି ଏକ ଅଜଣା ଭୟଙ୍କର ରୋଗ । ଏହି ରୋଗ ଚୀନ ରେ କିଛି ଦିନ ମଧ୍ୟରେ ବ୍ୟାପି ଚାଲିଛି । ଚୀନ ର କିଛି ପଡୋଶୀ ଦେଶ ରେ ମଧ୍ୟ ଏହି ରୋଗ ମାଡି ଯାଇଛି । ଏହାକୁ ଦେଖି ଭାରତ ସହିତ ପୁରା ବିଶ୍ଵ ଏହି ରୋଗର ଆକ୍ରାନ୍ତ କୁ ନଜରରେ ରଖି ସତର୍କ ଅଛନ୍ତି ।

ଚୀନ୍‌ରୁ ରୁ ଆସୁଛି ଭୟଙ୍କର ବିପଦ ! ଭାରତ ସହିତ ସାରା ବିଶ୍ୱ ସତର୍କ ଅଛି

ଏହି ରୋଗ ର ମୂଳ କାରଣ ହେଉଛି ନୋବେଲ କୋରୋନା ଭାଇରସ୍‌, ଏହି ଭାଇରସ ରୁ ହିଁ ଭୟଙ୍କର ରୋଗ ବ୍ୟାପୁଛି । ଭାରତରେ ଏ ପର୍ଯ୍ୟନ୍ତ ଏହି ଭାଇରସ ପ୍ରବେଶ କରିନାହିଁ, କିନ୍ତୁ ଭାରତ ସରକାର ସତର୍କ ଦୃଷ୍ଟି ରଖିଛନ୍ତି। ତେଣୁ ଚୀନ୍‌ରୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ଏୟାରପୋର୍ଟରେ ଚେକ ଅପ କରାଯିବା ପାଇଁ ନିର୍ଦେଶ ଦିଆ ଯାଇଛି ।

ସୂଚନା ଅନୁସାରେ ଏହି ରୋଗ ଚୀନ୍‌ରେ ବର୍ଷ ର ଶେଷ ମାସ ଡିସେମ୍ବର ଅନ୍ତିମ ରେ ଦେଖା ଦେଇଛି। ଏହି ରୋଗ କୁ କେହି ଚିହ୍ନି ପାରୁନଥିଲେ ମାତ୍ର ପରେ ଜର୍ମାନର ବୈଜ୍ଞାନିକମାନେ ଏହି ରୋଗର ଭାଇରସ୍‌କୁ ଚିହ୍ନଟ କରିଥିଲେ । ତାପରେ ଜଣା ପଡିଲା ଯେ ଏହି ଭାଇରସ ପ୍ରଥମ ଥର ପାଇଁ ଚୀନ୍‌ରେ ହିଁ ଦେଖିବାକୁ ମିଳିଥିଲା । ଚୀନର ପ୍ରାୟ ୨୦୦ ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏଥିରେ ୨ ଜଣଙ୍କର ମୃତ୍ୟୁ ମଧ୍ୟ ଘଟି ସାରିଲାଣି ।

କ’ଣ ଏହି ଭୟଙ୍କର ରୋଗ ?

ଚୀନ୍‌ରୁ ରୁ ଆସୁଛି ଭୟଙ୍କର ବିପଦ ! ଭାରତ ସହିତ ସାରା ବିଶ୍ୱ ସତର୍କ ଅଛି

ଏହି ନୋବୋଲ କୋରୋନା ଭାଇରସ୍‌ର ବିଭିର୍ନ ପ୍ରକାରର ଅଟେ, କିଛି ଭାଇରସ ଲୋକଙ୍କୁ ରୋଗରେ ଆକ୍ରାନ୍ତ କରାଏ ତ କିଛି ଭାଇରସ ଜୀବଜନ୍ତୁଙ୍କ ମଧ୍ୟରେ ପ୍ରବେଶ କରିଥାଏ । ବୈଜ୍ଞାନିକ ଙ୍କ କହିବା ଅନୁସାରେ ଏହା ଓଟ ଓ ବିରାଡି ଙ୍କୁ ଅଧିକ ଆକ୍ରମଣ କରିଥାଏ । ବର୍ତମାନ ଜୀବଜନ୍ତୁଙ୍କ ଶରୀର ରୁ ନୂଆ ରୂପରେ ବିକଶିତ ହୋଇ ଏହି ଭାଇରସ ମନୁଷ୍ୟଙ୍କ ଶରୀର କୁ ଆକ୍ରମଣ କରୁଛି ।